Daily Archives

April 2, 2020

ଆସନ୍ତା ଦୁଇ ଦିନ ଭିତରେ ଆହୁରି ବଢ଼ିବ ତାପମାତ୍ରା । ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗର…

କନକ ବ୍ୟୁରୋ: ଆସନ୍ତା ଦୁଇ ଦିନ ଭିତରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଟିଟିଲାଗଡରେ ଆଜି ୪୦ଦଶମିକ ୫ଡିଗ୍ରୀ ସେଲସିୟସ ଥିବାବେଳେ ମାଲକାନଗିରିରେ ୪୦ ଦଶମିକ ୨ , ଭୁବନେଶ୍ୱରରେ ୩୯ ଦଶମିକ ୨, କଟକରେ ୩୯ ଦଶମିକ ୫ ଡିଗ୍ରୀ ସେଲିସିୟସ…

ସ୍ୱଚ୍ଛତାକୁ ଅସ୍ତ୍ର କଲା ଓଡ଼ିଶା । ଓଡିଶାର ବିଭିନ୍ନ ସ୍ଥାନରେ ସିଞ୍ଚନ କରାଗଲା ରାସାୟନିକ ବିଶୋଧନ, କରୋନାକୁ ହରାଇବା…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ କୌଣସି ମେଡିସିନ୍ ବାହାରି ନଥିବାବେଳେ ସ୍ୱଚ୍ଛତା ଓ ସଚେତନତାକୁ ଅସ୍ତ୍ର କରିଛି ସାରା ଓଡ଼ିଶା । ଏହି ମର୍ମରେ ଭୁବନେଶ୍ୱରର ବିଭିନ୍ନ ଅଂଚଳକୁ ବି ସାନିଟାଇଜ କରିବା କାମ ଜାରି ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ସହରର ୟୁନିଟ-୬, କ୍ୟାପିଟାଲ ହସ୍ପିଟାଲ…

ଲକଡାଉନକୁ ନେଇ ଅସନ୍ତୋଷ ଜାହିର କଲେ ସୋନିଆ ଗାନ୍ଧୀ । କହିଲେ, କରୋନା ମୁକାବିଲା ପାଇଁ ତାଲାବନ୍ଦ ଦରକାର ଥିଲା କିନ୍ତୁ…

କନକ ବ୍ୟୁରୋ: ଲକଡାଉନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୋନିଆ ଗାନ୍ଧୀ । ୨୧ ଦିନିଆ ତାଲା ବନ୍ଦକୁ ସ୍ୱାଗତ କରିବା ସହ ଶ୍ରମିକଙ୍କ ଘରମୁହାଁ ନେଇ ଅସନ୍ତୋଷ ଜାହିର କଲେ । ତେବେ ମହାମାରୀ କରୋନା ଭୂତାଣୁ ଠାରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ୨୧ ଦିନିଆ ଲକ ଡାଉନ ପାଳନ କରାଯାଉଛି । ସାରା…

ଇଏ କି ପ୍ରକାର ମାନସିକତା ? କରୋନା ଚିକିତ୍ସା ପାଇଁ ସ୍କ୍ରିନିଂ ଟେଷ୍ଟ କରିବାକୁ ଯାଇଥିବା ଡାକ୍ତରୀ ଦଳକୁ ଗୋଡାଇ ଗୋଡାଇ…

କନକ ବ୍ୟୁରୋ : ସାରା ବିଶ୍ୱ ଯେତେବେଳେ କରୋନା ଭାଇରସ ବିରୋଧରେ ଲଢେଇ କରୁଛି, ସେତେବେଳେ ମଧ୍ୟପ୍ରଦେଶରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । କରୋନା ବିପକ୍ଷ ଲଢେଇରେ ଆଗଧାଡିର ଯୋଦ୍ଧା ଭାବେ ଆମ ପାଇଁ ଲଢୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଡାଇ ଗୋଡାଇ ବାଡେଇଛନ୍ତି ଲୋକେ ।…

ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥା ହେଲେ ପ୍ରଧାନମନ୍ତ୍ରୀ : ମିଳିମିଶି କରୋନା ସହ…

କନକ ବ୍ୟୁରୋ : କରୋନା ସଙ୍କଟ ନେଇ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ରାଜ୍ୟଗୁଡିକ ନେଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଛି । ଏହାଛଡା କେନ୍ଦ୍ର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ…

ଆଜିର ଦିନରେ ୨୮ ବର୍ଷ ପରେ ଭାରତ ରଚିଥିଲା ଇତିହାସ । ଶ୍ରୀଲଙ୍କାକୁ ହରାଇ ବିଶ୍ୱବିଜେତା ବନିଥିଲା ଟିମ୍ ଇଣ୍ଡିଆ, ପୂରା…

କନକ ବ୍ୟୁରୋ : ଏପ୍ରିଲ ୨ ତାରିଖ । ଯେବେଯେବେ ଏହି ତାରିଖ ଆସେ ପ୍ରତିଟି ଭାରତୀୟଙ୍କ ମନ ଗର୍ବରେ ଭରି ଉଠେ । କାରଣ ଦୀର୍ଘ ୨୮ ବର୍ଷ ପରେ ଆଜିର ଦିନରେ ଇତିହାସ ରଚିଥିଲା ଭାରତ । କ୍ରିକେଟ୍ ଇତିହାସରେ ଯୋଡି ହୋଇଯାଇଥିଲା ଏକ ନୂଆ ଅଧ୍ୟାୟ । ଏପ୍ରିଲ ୨ ତାରିଖ ୨୦୧୧, ଅର୍ଥାତ ଆଜିର ଦିନରେ…