Daily Archives

April 2, 2020

ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତଙ୍କ ଖୋଜା ଚାଲିଛି ଯାତ୍ରା ଇତିହାସ : ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ ଖୋଜୁଛି…

କନକ ବ୍ୟୁରୋ : ଓଡିଶାରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଖୋଜା ଚାଲିଛି ତାଙ୍କ ଯାତ୍ରା ଇତିହାସ । ଜନସ୍ୱାସ୍ଥ୍ୟ ବିଭାଗର ସର୍ଭେଲାନ୍ସ ଟିମ ଖୋଜୁଛି ସେ କେଉଁଠି ଯାଇଥିଲେ ଏବଂ କେମିତି କରୋନାରେ ସଂକ୍ରମିତ ହେଲେ । କାରଣ ସେ କେମିତି ସଂକ୍ରମିତ ହେଲେ ତାହା ଜାଣିବା ରାଜ୍ୟ…

କରୋନା ମୁକାବିଲା ପାଇଁ ଟ୍ୱିନ ସିଟିରେ ଦୁଇଟି କୋଭିଡ୍ ହସ୍ପିଟାଲ ପ୍ରସ୍ତୁତ : କିମ୍ସରେ ୫୦୦ ଓ ଅଶ୍ୱନୀରେ ୧୫୦ ବେଡ୍…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଟୁଇନ ସିଟିରେ କାର୍ଯ୍ୟକ୍ଷମ ହେଲା ଦୁଇଟି କୋଭିଡ୍ ହସ୍ପିଟାଲ । କିମ୍ସରେ ୫୦୦ ଓ ଅଶ୍ୱନୀରେ ୧୫୦ ବେଡ୍ କାର୍ଯ୍ୟକ୍ଷମ ହୋଇଛି । କରୋନା ମୁକାବିଲା ପାଇଁ ପ୍ରଥମ ଥର ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏଭଳି ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ…

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୬୫କୁ ବୃଦ୍ଧି : ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଲା, ସୁସ୍ଥ ହୋଇ ଫେରିଲେଣି ୧୫୧…

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୧୯ ଶହ ୬୫ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୫୧ ଜଣ ସୁସ୍ଥ ହୋଇଥିବା ବେଳେ ୫୦ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୧୩ଜଣଙ୍କର ମୃତ୍ୟୁ ହୋଇଛି ଓ ୪୨ ଜଣ ସୁସ୍ଥ…

କରୋନା ମୁକାବିଲା ପାଇଁ ବଣ୍ଟା ଯାଉଛି ସଚେତନତାର ବାର୍ତ୍ତା : କନ୍ଧମାଳ ବାଲିଗୁଡାରେ ଚାଙ୍ଗୁ ବଜାଇ ଲୋକଙ୍କୁ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ଗାଁଠାରୁ ସହର ସମସ୍ତେ ଅଣ୍ଟା ଭିଡିଛନ୍ତି । କେବଳ ପ୍ରଶାସନିକ ଅଧିକାରୀ ନୁହନ୍ତି ସାଧାରଣ ଲୋକ ବି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି । ଏଭଳି ଚିତ୍ର ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ବାଲିଗୁଡା ନିକଟସ୍ଥ ସୁଡ୍ରା ପଞ୍ଚାୟତରେ ପାରମ୍ପାରିକ…

ତାଲାବନ୍ଦ ଯୋଗୁଁ ପାନ ବିକ୍ରି ସମ୍ପୂର୍ଣ୍ଣ ଠପ୍ : ବରଜରେ ନଷ୍ଟ ହେବାକୁ ବସିଲା ପାନ, ନିମାପଡା ଅଞ୍ଚଳରେ ଚିନ୍ତାରେ…

କନକ ବ୍ୟୁରୋ : ଭଲ ଫସଲ ଅମଳ ପରେ ବି ତାକୁ ବିକ୍ରି କରିବାକୁ ନେଇ ଚିନ୍ତାରେ ଚାଷୀ । ଏଭଳି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ନିମାପଡ଼ା ଅଂଚଳରେ । ଲକଡାଉନ ଯୋଗୁଁ ପାନର ବଜାର ସଂପୁର୍ଣ୍ଣ ଠପ ହୋଇଯାଇଛି । ଟଙ୍କା ଋଣ କରି ପାନବରଜ କରିଥିବା ଚାଷୀ ଏବେ ବ୍ୟବସାୟ ବନ୍ଦ ହୋଇଯିବା ଯୋଗୁଁ…

ତାଲାବନ୍ଦ କଟକଣା ମାନୁନାହାନ୍ତି ଲୋକେ : ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ ବାଇକ୍‌ ଜବତ,୩ ଦିନରେ ଧରାହେଲାଣି ୧୩ଶହ

କନକ ବ୍ୟୁରୋ : କୋଭିଡ୍‌-୧୯ ମୁକାବିଲା ପାଇଁ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯିବା ସହ ଜରୁରୀକାଳୀନ କାମରେ ଲାଗୁଥିବା ଗାଡ଼ି ପାଇଁ କମିସନରେଟ୍‌ ପୁଲିସ ପାସ୍‌ ବ୍ୟବସ୍ଥା କରିଛି। ହେଲେ ବିନା କାରଣରେ ଓ ବିନା ପାସ୍‌ରେ ଅନେ‌କେ ବାଇକ୍‌ ଧରି ସହର ବୁଲୁଛନ୍ତି।  ଭୁବନେଶ୍ବରରେ ରେକର୍ଡ ସଂଖ୍ୟକ…