Daily Archives

April 1, 2020

ନିଦ ହଜାଇଲା ନିଜାମୁଦ୍ଦିନ ! ଓଡିଶାରୁ କେତେ ଯାଇଥିଲେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶ ? ଫେରନ୍ତାଙ୍କୁ ଖୋଜୁଛି…

କନକ ବ୍ୟୁରୋ: ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିିଙ୍କୁ ଚିହ୍ନଟ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ତବଲିଗି-ଇ-ଜମାତ ଧାର୍ମିକ ସମ୍ମିଳନୀରେ କିଛି ଓଡିଆ ସାମିଲ ହୋଇଥିଲେ । ତେବେ ଏହି ସମ୍ମିଳନୀରେ ସାମିଲ ହୋଇଥିବା ଅନେକ କରୋନା ଭୂତାଣୁରେ…

ଲକଡାଉନ ବଢ଼ାଇଲା ଦୁଗ୍ଧ ଚାଷୀଙ୍କ ଚିନ୍ତା । ମିଠା ଦୋକାନ, ଚାହା ଦୋକାନ ବନ୍ଦ, ବିକ୍ରି ହେଉନି କ୍ଷୀର । ଦୈନିକ ୧୦ ହଜାର…

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ । ଆଉ ଏହାର ସିଧା ପ୍ରଭାବ ପଡିଛି ଡାଏରୀ ଫାର୍ମ କରି କ୍ଷୀର ବ୍ୟବସାୟ କରୁଥିବା ଚାଷୀମାନଙ୍କ ଉପରେ । ଛକ ଛକରେ ଚାହା ଦୋକାନ ବନ୍ଦ, ସେପଟେ ଛେନା ବେପାରୀଙ୍କ ବେପାର ବି ପୁରା ଠପ୍ । ମିଠା ଦୋକାନରେ ବି ପଡିଛି ତାଲା ।…

ଭାରତରେ ୧୬୩୭ରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୩୮୬ କରୋନା ପଜିଟିଭ୍ ବୃଦ୍ଧି ପାଇବା ପରେ ପ୍ରକାଶ…

କନକ ବ୍ୟୁରୋ: କରୋନା ସଂକ୍ରମଣ ନେଇ ଭାରତର ସଂଖ୍ୟା ସୀମିତ ସୀମା ଭିତରେ ବଢୁଥିବାବେଳେ, ଗତ ୨୪ ଘଂଟାରେ କିନ୍ତୁ ଏକ ଚିନ୍ତା ଜନକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଗତକାଲି ଠାରୁ ଆଜି ମଧ୍ୟରେ ୩୮୬ଜଣ ନୂଆ ଲୋକ ଏହି କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଏହି ଟ୍ରେଣ୍ଡ ସାଧାରଣ ନୁହେଁ,…

କରୋନା ଆକ୍ରାନ୍ତଙ୍କୁ ଘୃଣା କରନି… ସଂକ୍ରମିତଙ୍କ ପରିବାରକୁ ନିନ୍ଦା ନୁହେଁ, ସହଯୋଗ କରନ୍ତୁ । ରୋଗୀ ନୁହେଁ…

କନକ ବ୍ୟୁରୋ: ଆକ୍ରାନ୍ତଙ୍କ ପ୍ରତି କେମିତି କରିବେ ବ୍ୟବହାର ? ସଂକ୍ରମିତ ଏବଂ ତାଙ୍କ ପରିବାର ଲୋକଙ୍କ ପ୍ରତି କଣ ରହିବ ଆପଣଙ୍କ କର୍ତ୍ତବ୍ୟ ? କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କୁ ଉଚିତ ବ୍ୟବହାର ଦେଖାଇବାକୁ ଅନୁରୋଧ କରିଛନ୍ତି ସୁବ୍ରତ ବାଗଚୀ । ଏଭଳି ସମ୍ବେଦନଶୀଳ ସ୍ଥିତିରେ…

ଓଡ଼ିଶା କରୁଛି କରୋନା ମୁକାବିଲା । ତାଲାବନ୍ଦ ସମୟରେ ଖାଦ୍ୟ ସାମଗ୍ରୀର ଅଭାବ ହେବାକୁ ଦେବୁନି । ସଂକ୍ରମଣରୁ ଦୂରେଇ…

କନକ ବ୍ୟୁରୋ: ଓଡ଼ିଶା କରୁଛି କରୋନା ମୁକାବିଲା । ତାଲାବନ୍ଦ ସମୟରେ ରାଜ୍ୟର ସାଢ଼େ ୪ କୋଟି ଖାଉଟି କିଭଳି ଖାଦ୍ୟପଦାର୍ଥ ଲାଗି ଅସୁବିଧାରେ ପଡ଼ିବେ ନାହିଁ, ତାହା ରାଜ୍ୟ ସରକାର ଅନବରତ ଚିନ୍ତା କରୁଛନ୍ତି । ସେମାନଙ୍କୁ କିଭଳି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବେ, ସେଥିପାଇଁ ଏକ ସ୍ୱତନ୍ତ୍ର…

ସତର୍କ କଲେ ସୁବ୍ରତ: ଆସନ୍ତା ୨ ସପ୍ତାହ ସମସ୍ତଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତେ ଜଗିରଖି ଚଳନ୍ତୁ, ୧୫ ଦିନ…

କନକ ବ୍ୟୁରୋ: କରୋନା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ସରକାର । ରାଜ୍ୟବାସୀଙ୍କୁ ସଜାଗ କଲେ ସୁବ୍ରତ ବାଗଚୀ । ଆସନ୍ତା ୨ ସପ୍ତାହ ଅଧିକ ଗୁରୁତ୍ୱପୂର୍ଣ୍ଣ । ସମସ୍ତଙ୍କ ପାଇଁ ଆଗାମୀ ୨ ସପ୍ତାହ ଜଗିଛକି ଚଳିବାକୁ ପଡିବ । ତେଣୁ ଆସନ୍ତା ୧୫ ଦିନ ସମସ୍ତେ କରୋନା ଠାରୁ ମହଲତ ନେଇ ଆସନ୍ତୁ ବୋଲି…