Daily Archives

April 1, 2020

କରୋନା ଗୁଜବକାରୀଙ୍କୁ ସରକାରଙ୍କ ଚେତାବନୀ । ଆକ୍ରାନ୍ତଙ୍କୁ ନେଇ କିଛି ବି ଅପପ୍ରଚାର କଲେ କାହାକୁ ଛଡାଯିବନି, ନିଆଯିବ…

କନକ ବ୍ୟୁରୋ: କରୋନା ନେଇ ଗୁଜବକାରୀଙ୍କୁ ଚେତାବନୀ ଦେଲେ ସରକାର । କରୋନା ବାବଦରେ କୌଣସି ଗୁଜବକୁ କ୍ଷମା ଦିଆଯିବନି । ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧଙ୍କୁ ନେଇ ଯଦି କେହି କିଛି ଗୁଜଗ କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରି ଘୃଣ୍ୟ ଏବଂ ନିନ୍ଦନୀୟ…

ଭାରତ କରୁଛି କରୋନା ମୁକାବିଲା: ସଙ୍କଟ ଆଣିବ କି ସମାବେଶ? ୨୪ ଘଣ୍ଟାରେ ଦେଶରେ ୩୮୬ଟି କରୋନା ପଜିଟିଭ୍ ଚିହ୍ନଟ,…

କନକ ବ୍ୟୁରୋ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮୬ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି ଓ ମୃତ୍ୟୁସଂଖ୍ୟା ୩୮ ରହିଛି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ତାବଲିଗିି ଜମାତ ସମ୍ମିଳନୀରେ ଯୋଗଦେଇଥିବା…

୪ର୍ଥ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଜାଣନ୍ତୁ ମାର୍ଚ୍ଚ ୧୮ରୁ ୩୧ ଯାଏଁ କେଉଁ କେଉଁ ସ୍ଥାନକୁ ଯାଇଥିଲେ…

କନକ ବ୍ୟୁରୋ: ଆସିଲା ୪ର୍ଥ କରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି । ଓଡ଼ିଶାର ଚତୁର୍ଥ କରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ସମ୍ପର୍କରେ ସୂଚନା ମିଳିଛି । ମିଳିଥିବା ତଥ୍ୟ ଅନୁସାରେ ମାର୍ଚ୍ଚ ୧୮ ତାରିଖରେ ବ୍ୟକ୍ତି ଜଣକ ଇକେ-୫୭୦ ନମ୍ବର ବିମାନରେ ଦୁବାଇରୁ କଲିକତା ଯାତ୍ରା କରିଥିଲେ ।…

ନିଜାମୁଦ୍ଦିନ ସମାବେଶର ଓଡ଼ିଶା କନେକସନ୍ : କେନ୍ଦ୍ରାପଡ଼ା, ଯାଜପୁର ପରେ କୋରାପୁଟ ଜିଲ୍ଲାରୁ ସମାବେଶରେ ଯୋଗଦେବାକୁ…

କନକ ବ୍ୟୁରୋ: ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ ରାଜ୍ୟ ସରକାରଙ୍କ ତନାଘନା । ଯାଜପୁର ଓ କେନ୍ଦ୍ରାପଡ଼ା ପରେ ଏବେ କୋରାପୁଟରୁ ଦୁଇ ଜଣ ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସମାବେଶକୁ ଯାଇଥିବା ସୂଚନା ମିଳୁଛି । ଏନେଇ ଜିଲ୍ଲାପାଳ ମଧୁସୁଦନ ମିଶ୍ର ସୂଚନା ଦେଇଛନ୍ତି ।…

କରୋନା ମୁକାବିଲା: ସ୍ୱାସ୍ଥ୍ୟସେବାରେ ଯାଜପୁର ସିଡ଼ିଏମଓଙ୍କ ଅସହଯୋଗ ଅଭିଯୋଗ, ସିଡ଼ିଏମଓ ଅରୁଣ ପାତ୍ରଙ୍କୁ ବଦଳି କଲେ…

କନକ ବ୍ୟୁରୋ: କରୋନା ମୁକାବିଲା କ୍ଷେତ୍ରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅସହଯୋଗ କାରଣରୁ ତାଙ୍କୁ ବଦଳି କରାଯାଇଛି । ଯାଜପୁର ସିଡିଏମଓ ଅରୁଣ କୁମାର ପାତ୍ରଙ୍କୁ ବଦଳି କରାଯାଇଛି । କରୋନା ନିୟନ୍ତ୍ରଣ କାର୍ଯ୍ୟରେ ମଧ୍ୟ ସେ ତତ୍ପରତା ଦେଖାଉ ନଥିବା ଅଭିଯୋଗ କାରଣରୁ ତାଙ୍କୁ ବଦଳି…

ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ କାକଟପୁର ଫେରିଛନ୍ତି ତିନିରୁ ଅଧିକ ଲୋକ: ଜିଲ୍ଲାପ୍ରଶାସନର ତନାଘନା ଜାରି; ୩ଜଣଙ୍କୁ…

କନକ ବ୍ୟୁରୋ: ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ କାକଟପୁର, ଯାଜପୁର ଓ କେନ୍ଦ୍ରାପଡାରେ ତନାଘନା । କାକଟପୁରକୁ କିଛି ବ୍ୟକ୍ତି ନିଜାମୁଦ୍ଧିନ ବୈଠକରେ ଯୋଗଦେଇ ଫେରିଥିବା ନେଇ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଏନେଇ ତନାଘନା ଜାରି ରଖିଛି । ମନ୍ତ୍ରୀ ତୁଷାରକାନ୍ତି…