Daily Archives

January 25, 2020

ଦମ୍ପତି ବାଂଟିଲେ ଗଛ ଚାରା । ବିବାହ ରିସେପସନ୍ ପାର୍ଟିରେ ଅତିଥିଙ୍କୁ ରିଟର୍ଣ୍ଣ ଗିଫ୍ଟରେ ଗଛ ବାଂଟିଲେ ନବଦମ୍ପତି,…

କନକ ବ୍ୟୁରୋ : ପରିବେଶ ସୁରକ୍ଷା ଜୀବନ ରକ୍ଷା, ଗଛ ଲଗାନ୍ତୁ ସୁସ୍ଥ ରୁହନ୍ତୁ । ଏଭଳି ସ୍ଲୋଗାନ ଅନେକ କୁହନ୍ତି, ହେଲେ ଏହାକୁ କାମରେ କରି ଦେଖାନ୍ତି ଖୁବ୍ କମ୍ ଲୋକ । ସମାଜର ମଙ୍ଗଳ ତ ସମସ୍ତେ ଚିନ୍ତା କରନ୍ତି, ହେଲେ ସମାଜରେ ଗଛର ଭୂମିକା ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ନିଜ…

ଅବହେଳିତ ହକିର ଏନ୍ତୁଡ଼ିଶାଳ! ୬୦ରୁ ଅଧିକ ଆନ୍ତର୍ଜାତୀୟ ଖେଳାଳି ଭେଟି ଦେଇଛି ଏହି ମାଟି, ହେଲେ ହେଉଛି ହତାଦର ।

କନକ ବ୍ୟୁରୋ: ହକି ଖେଳକୁ ନେଇ ବିଶ୍ୱ ଦରବାରରେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି ଓଡିଶା । ହକିକୁ ନେଇ ସରକାର ନିଜର ଉପଲବ୍ଧିକୁ ମାର୍କେଟିଂ ମଧ୍ୟ କରୁଛନ୍ତି । ହେଲେ ହକିର ଏନ୍ତୁଡିଶାଳ କୁହାଯାଉଥିବା ସୁନ୍ଦରଗଡରେ ହକିକୁ ହତାଦର କରିବାର ଚିତ୍ର ସାମ୍ନାକୁ ଆସିଛି । ୬୦ରୁ ଅଧିକ…

କାଲି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ । ଅକଲାଣ୍ଡରେ ହାଇଭୋଲଟେଜ ଟକ୍କର, ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ବିରାଟ…

କନକ ବ୍ୟୁରୋ : କାଲି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍ । ଗତକାଲି ଅକଲାଣ୍ଡରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ କିୱି ଦଳକୁ ୬ ୱିକେଟରେ ମାତ୍ ଦେଇଥିଲା କୋହଲି ବାହିନୀ । ଏହି ଦମଦାର ବିଜୟ ସହ ୫ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି…

କାନ୍ଦୁଛି ପିପିଲି: ସଡ଼କ ଦୁର୍ଘଟଣାରେ ସବୁଦିନ ପାଇଁ ଶୋଇଗଲେ ଦୁଇ ଶିକ୍ଷୟତ୍ରୀ, ଗୁରୁମାଙ୍କୁ ହରାଇ ବାହୁନି କାନ୍ଦୁଛି…

କନକ ବ୍ୟୁରୋ: ପିପିଲିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସ୍କୁଟିରେ ସ୍କୁଲ ଯାଉଥିବାବେଳେ ଟାଟା ଏସି ସହ ଧକା ହୋଇ ୨ ଶିକ୍ଷୟତ୍ରୀଙ୍କର ମୃତ୍ୟୁ । ସୂଚନା ଅନୁଯାୟୀ ଦୁର୍ଘଟଣା ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ…

ମୟୂରଭଞ୍ଜରେ ଥମୁନି ହାତୀ ଆତଙ୍କ । ଗାଁ ମୁହାଁ ହୋଇଛନ୍ତି, ସବୁକିଛି ଦଳି ଚକଟି ଦେଉଛନ୍ତି ।

କନକ ବ୍ୟୁରୋ: ମୟୁରଭଂଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ବିଶୋଇ ରେଂଜ ସରଗଡାରେ ଗାଁ ମୁହାଁ ହୋଇଛନ୍ତି ହାତୀ ପଲ । ୮ଟି ହାତୀ ପଲ ଭିତରେ ଗୋଟିଏ ଦନ୍ତା ହାତୀ, ୨ଟି ମାଇ ହାତୀ ଏବଂ ତିନୋଟି ଛୁଆ ହାତୀ ରହିଛନ୍ତି । ସରଗଡା ଜଙ୍ଗଲରେ ରୟାଲ ବେଙ୍ଗଲ ବାଘ ଆତଙ୍କ ଚଲାଇଥିବାବେଳେ ବାଘ କବଳରୁ ନିଜ…

ବଡ ମେଡିକାଲର ପୁନଃବିନ୍ୟାସ ପାଇଁ ବଡ ଘୋଷଣା: ସମ୍ପ୍ରସାରଣ ବେଳେ କ୍ଷତିଗ୍ରସ୍ତଙ୍କୁ ମିଳିବ ସହାୟତା । ପ୍ରତି ପରିବାରକୁ…

କନକ ବ୍ୟୁରୋ: ଏସସିବି ପୁନଃବିନ୍ୟାସ ଓ ଥଇଥାନ ନିମନ୍ତେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହାକୁ ଘୋଷଣା କରାଯାଇଛି । ତେବେ ଏହି…