Daily Archives

January 25, 2020

ପୁଣି ରାସ୍ତାକୁ ଓହ୍ଲାଇଲେ ବରଗଡ ଚାଷୀ । ଟୋକନରେ ଅବ୍ୟବସ୍ଥା ଓ ଧାନ ଉଠୁନଥିବା ପ୍ରତିବାଦରେ ବରପାଲି-ସୋନପୁର ରାସ୍ତା…

କନକ ବ୍ୟୁରୋ: ଟୋକନ ଅବ୍ୟବସ୍ଥାକୁ ନେଇ ବରଗଡରେ ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ । ଅମଳ ଧାନକୁ ନେଇ ବରପାଲି –ସୋନପୁର ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ଚାଷୀ । ବରଗଡ ବରପାଲି ବ୍ଲକର ସତଲମା ମାର୍କେଟର ସିକିଡ଼ିଛକଠାରେ ଏହି ରାସ୍ତା ଅବରୋଧ କରିଛନ୍ତି ଚାଷୀ ।  ଶହ ଶହ ଚାଷୀ…

ଆସାମକୁ ଭାରତରୁ ଅଲଗା କରିବା ପାଇଁ ଜନତାଙ୍କୁ କର୍ଣ୍ଣମନ୍ତ୍ର ଦେଲେ ଜେଏନୟୁ ଯୁବକ ! ସିଏଏ ବିରୋଧ ପ୍ରଦର୍ଶନ ବେଳେ…

ନାଗରିକତା ସଂଶୋଧନ ଆଇନ୍ ବିରୋଧରେ ପ୍ରତିଦିନ କିଛି ନା କିଛି କେଁ ବାହାରୁଛି । ଲଗାତାର ଧାରଣା , ବିରୋଧ ପ୍ରଦର୍ଶନର ଖବର ଭିତରେ ଏବେ ଆଉ ଏକ ଆପତ୍ତିଜନକ ଭିଡିଓ ସୋସିଆଲ୍ ମିଡିଆରେ ଘୁରିବୁଲୁଛି । ଭିଡିଓରେ ଉତ୍ତେଜନାମୂଳକ ଭାଷଣ ଏବଂ ନାରାବାଜୀ ଦେଇ ଜଣେ ଯୁବକ ଲୋକଙ୍କୁ ଉସକାଉଥିବାର…

କୋଣାର୍କ ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: କଲେଜରେ ଉତ୍ତେଜନା; ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ରୁମରେ…

କନକ ବ୍ୟୁରୋ: କୋଣାର୍କ ଗୋପ ମହାବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । କଲେଜରେ ଉତେଜନା । ୧୦ରୁ ଅଧିକ ଅଧାପକ ଓ ଅଧ୍ୟାପିକାଙ୍କୁ ଷ୍ଟାଫରୁମରେ ତାଲା ପକାଇଲେ ଛାତ୍ରଛାତ୍ରୀ । ମୁଖ୍ୟଫାଟକରେ ଧାରଣା ଦେବା ସହ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି…

ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ବାପାମାଆଙ୍କୁ ନିର୍ଯାତନା ଦେଇ ଖସିପାରିବେନି ପୁଅ-ବୋହୂ, ଝିଅ-ଜ୍ୱାଇଁ କି ନାତି…

କନକ ବ୍ୟୁରୋ: ଚଳନ୍ତି ପ୍ରତିମା ହେଉଛନ୍ତି ବାପାମାଆ ଆଉ ବାପାମାଆଙ୍କ ସେବା କରିବାର ଅର୍ଥ ସାକ୍ଷାତ୍ ଭଗବାନଙ୍କ ସେବା କରିବା । ହେଲେ ଏହା ଜାଣି ମଧ୍ୟ କିଛି ସନ୍ତାନ ଏଭଳି ବି ଅଛନ୍ତି ଯେଉଁମାନେ କି ନିଜ ଜନ୍ମକଲା ବାପାମାଆଙ୍କ ସେବା କରିବା ତ ଦୂରର କଥା ବରଂ ତାଙ୍କୁ ଆଡ ଆଖିରେ ବି…

ଟଙ୍କା ପାଇଁ ମା’ କୋଳରୁ ଶିଶୁ ଭିଡି ନେଇ ନାଚିଲେ କିନ୍ନର , ଆଖିବୁଜିଲା ୨୦ ଦିନର ଶିଶୁ ।

ପଶ୍ଚିମବଙ୍ଗ ସ୍ଥିତ ଝାରଗ୍ରାମ୍ ଠାରେ ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏମିତି ଯେ ଖବର ଶୁଣି ଆପଣ ମଧ୍ୟ ରାଗରେ ଜରଜର ହୋଇଉଠିବେ । ଟଙ୍କା ପାଇଁ ନବଜାତ ଶିଶୁକୁ ମା’ କୋଳରୁ ଭିଡି ନେଇ ନାଚିଥିଲେ କିନ୍ନରଗୋଷ୍ଠୀ । ନବଜାତକୁ ଟାଣିବା ଏବଂ ଜୋରରେ ନାଚିବା କାରଣରୁ ଛୁଆଟିର…

ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣା: ମୃତକଙ୍କ ପରିବାର ପକ୍ଷରୁ କ୍ଷତିପୂରଣ ଦାବି; ଘଟଣାର ତଦନ୍ତ ସହ ୨୦…

କନକ ବ୍ୟୁରୋ: ବିମାନବନ୍ଦର ଛାତ ଭୁଶୁଡି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟଣା । କ୍ଷତିପୁରଣ ବାବଦରେ ୨୦ ଲକ୍ଷ ଟଙ୍କା ଦାବି କଲେ ମୃତକଙ୍କ ପରିବାର ଲୋକ । ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲରେ ପହଂଚି ଏହି ଦାବି କରିଛନ୍ତି । ଛାତ ଭୁଶୁଡ଼ି ବଡମ୍ୱା ଅଂଚଳରର ଶ୍ରମିକ ଅନ୍ତର୍ଯ୍ୟାମୀ ଗୁରୁଙ୍କର…