Daily Archives

January 24, 2020

ଅତଡ଼ା ଖସି ଆଉ ପ୍ରାଣ ହରାଇବେନି ଶ୍ରମିକ : ଜିପିଏସ୍ ଜରିଆରେ ବିପଦର ଆଗୁଆ ଇସାରା ମିଳିବ, ସ୍ୱତନ୍ତ୍ର ଡ୍ରୋନ୍ ତିଆରି…

କନକ ବ୍ୟୁରୋ : ଖଣିରୁ ଅତଡ଼ା ଖସି ଆଉ ଶ୍ରମିକଙ୍କ ପ୍ରାଣ ଯିବନି । ଅତଡ଼ା ଖସିବା ସମ୍ପର୍କରେ ଆଗୁଆ ସୂଚନା ଦେବ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବସ୍ଥା ଥିବା ଡ୍ରୋନ୍ । ଜିପିଏସ୍ ଜରିଆରେ ବିପଦର ଇସାରା ଦେବ । ଜୀବନକୁ ପାଣି ଛଡ଼ାଇ ପରିବାରର ପେଟ ପାଳିବାକୁ ଖଣିରେ କାମ କରୁଥିବା ଶ୍ରମିକଙ୍କ…

ଭାରତରେ ବଢୁଛି ଭ୍ରଷ୍ଟାଚାର ! ଗଣତନ୍ତ୍ର ପରେ ଏବେ ଦୁର୍ନୀତିର ଦ୍ୱିତୀୟ ସ୍ତରକୁ ଖସିଲା ଭାରତ ।

ଦେଶରେ ବୃଦ୍ଧି ପାଉଛି ଭ୍ରଷ୍ଟାଚାର । ଟ୍ରାନ୍ସଫରେନ୍ସି ଇଣ୍ଟରନ୍ୟାସନାଲ (ସିପିଆଇ) ସବୁଠୁ ଭ୍ରଷ୍ଟ ଦେଶର ସୂଚୀ ଜାରି କରିଛି । ଏଥିରେ ଭାରତର ସୂଚକାଙ୍କ ଦିନକୁ ଦିନ ତଳକୁ ଖସିବାରେ ଲାଗିଛି । ୧୮୦ ଦେଶ ମଧ୍ୟରୁ ଭାରତ ୨୦୧୯ ରେ ୮୦ ତମ ସ୍ଥାନରେ ରହିଥିବା ବେଳେ ୨୦୧୮ ରେ ୭୮ ତମ ସ୍ଥାନରେ ଥିଲା…

ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ପୂଜାର୍ଚ୍ଚନା ପରେ ଅନୁଭୂତି ବଖାଣିଲେ ଯାଜପୁର ଜିଲ୍ଲାପାଳ । କହିଲେ, ମରଣ…

କନକ ବ୍ୟୁରୋ: ସାବିତ୍ରୀ ବେଶରେ ଦର୍ଶନ ଦେଲେ ମା’ ବିରଜା । ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଆଜି ବିରଜା ମନ୍ଦିରରେ ମା’ ବିରଜାଙ୍କ ଜନ୍ମୋତ୍ସବ ପାଳନ ହେଉଛି । ମା’ଙ୍କ ମହାସ୍ନାନ କରାଯିବା ସହ ସାବିତ୍ରୀ ବେଶରେ ମା’ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଏହାରି ଭିତରେ ଯାଜପୁର…

ଆଗେ ଆଗେ ସିଂହ ଭଳି ପରେଡ୍ କରିବେ କ୍ୟାପଟେନ୍ ସେରଗିଲ୍ , ପଛେ ପଛେ ଅନୁସରଣ କରିବେ ସ୍ଥଳସେନାର ଯବାନ , ୨୬ ଜାନୁଆରୀରେ…

ପରେଡ୍ ମଇଦାନରେ ନେତୃତ୍ୱ ନେବେ ପ୍ରଥମ ମହିଳା ଅଧିକାରୀ । ଗଣତନ୍ତ୍ର ଦିବସର ପରେଡ୍ ମଇଦାନରେ ସ୍ଥଳସେନାର ନେତୃତ୍ୱ ନେବାକୁ ମଇଦାନକୁ ଓହ୍ଲାଇବେ ଜଣେ ମହିଳା ଅଧିକାରୀ । ପ୍ରଥମଥର ପାଇଁ ସାରା ଭାରତ ଦେଖିବ ନାରୀଶକ୍ତିର ନିଡ଼ର ନେତୃତ୍ୱ । ଭାରତୀୟ ସେନା ପରେଡ୍ ର ନେତୃତ୍ୱ ନେଇ ଉଭୟ ମହିଳା ଏବଂ…

ଫାଶୀ ପୂର୍ବରୁ ଶେଷ ଚିଠି : ନିର୍ଭୟା ଦୋଷୀମାନଙ୍କୁ ଭେଟିବା ପାଇଁ ପରିବାରବର୍ଗଙ୍କୁ ଚିଠି ଲେଖିଲେ ତିହାର ଜେଲ୍…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ସୈତାନଙ୍କ ପରିବାରକୁ ଶେଷ ଚିଠି । ୨୦୨୦ ମସିହା ଫେବ୍ରୁଆରି ୧ ତାରିଖ ସକାଳ ୬ଟା ବେଳେ ଫାଶୀ ଖୁଣ୍ଟରେ ଝୁଲିବା ପୂର୍ବରୁ ନିର୍ଭୟା ଦୋଷୀମାନଙ୍କୁ ଥରେ ଭେଟିବା ନିମନ୍ତେ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ତିହାର ଜେଲ୍ କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି ।…

ଯୁବକଙ୍କ ଶରୀରରେ ଭାରତ ଗୌରବର ନକ୍ସା । ତାଜମହଲ୍ ଠାରୁ ଆରମ୍ଭ କରି ଷ୍ଟାଚୁ ଅଫ୍ ୟୁନିଟିର ଚିତ୍ର ଶରୀରରେ ଆଙ୍କିଛନ୍ତି…

ଦେଶର ବିଭିନ୍ନ ସ୍ଥାନରେ ସିଏଏକୁ ନେଇ ବିରୋଧ ଲାଗିରହିଛି । କେଉଁଠି ବିକ୍ଷୋଭ ତ ଆଉ କେଉଁଠି ସମର୍ଥନରେ ବାହାରୁଛି ବିଶାଳ ରାଲି । ଏହାରି ମଧ୍ୟରେ ଜଣେ ଯୁବକ ନିଜ ଶରୀରରେ ଦେଶର ସମସ୍ତ ରାଜ୍ୟ ଓ ମୁଖ୍ୟ ପର୍ୟ୍ୟଟନ ସ୍ଥଳଗୁଡିକର ନକ୍ସା ଆଙ୍କିଥିବା ଦେଖିବାକୁ ମିଳିଛି । ଯୁବକ ଜଣଙ୍କ ହେଲେ…