Daily Archives

January 22, 2020

୨୨ ଦିନର ଅପେକ୍ଷା ପରେ ମା’ କୋଳକୁ ଫେରିଲା ପୁଅ । ବ୍ରହ୍ମପୁରରୁ ଉଦ୍ଧାର ହେଲା ଭୁବନେଶ୍ୱରରେ ନିଖୋଜ ହୋଇଥିବା ପୁଅ ।

କନକ ବ୍ୟୁରୋ : ବିହାରରୁ ଓଡିଶା ଆସି ନିଖୋଜ ହୋଇଯାଇଥିବା ଶିଶୁର ପତା ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ । କେହି ଜଣେ ଶିଶୁକୁ ରେଳ ଷ୍ଟେସନରେ ଛାଡି ଯାଇଥିବା ସନ୍ଦେହ କରାଯାଉଛି । ପୁଲିସ ଶିଶୁକୁ ଉଦ୍ଧାର କରି ତାଙ୍କ ବାପା, ମା’ଙ୍କୁ ହସ୍ତାନ୍ତର କରିଛି…

ଦିଲ୍ଲୀ ଦରବାରରେ ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ । ସାଧାରଣତନ୍ତ୍ର ଦିବସରେ ଝଲସିବ ଓଡ଼ିଶାର କଳା-ସଂସ୍କୃତିର ଝଲକ୍,…

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ୨୬ରେ ଦିଲ୍ଲୀ ଦେଖିବ ଓଡିଶା ପ୍ରସିଦ୍ଧ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ସାଧାରଣତନ୍ତ୍ର ଦିବସରେ ୧୧ ତମ ପ୍ରଜ୍ଞାପନ ମେଢ଼ ଭାବେ ଶୋଭା ପାଇବ ରୁକୁଣା । ଏଥିପାଇଁ ରୁକୁଣା ରଥର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହା ସହ ଦିଲ୍ଲୀ ଦରବାରରେ…

ବେଆଇନ୍ ନିର୍ମାଣ ନେଇ ସରକାରଙ୍କ ବଡ଼ ନିଷ୍ପତି: ଆଉ କୋହଳ ହେବନି ‘ସର୍ବକ୍ଷମା’ ସମୟସୀମା । ଫେବ୍ରୁଆରି ୫ ପରେ ହେବ କଡ଼ା…

କନକ ବ୍ୟୁରୋ: ସହରାଞ୍ଚଳରେ ବେଆଇନ୍ ନିର୍ମାଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି । ଆଉ କୋହଳ ହେବନି ସର୍ବକ୍ଷମା ସମୟସୀମା । ଫେବ୍ରୁଆରି ୫ ତାରିଖ ପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ବୋଲି ରୋଗଠୋକ୍ କହିଛନ୍ତି ରାଜ୍ୟ ସରକାର । ଯଦି ସହରାଞ୍ଚଳରେ ବେଆଇନ୍ ନିର୍ମାଣ କରିଥିବେ ତାହାହେଲେ…

ସ୍ମାର୍ଟସିଟିର ସ୍ମାର୍ଟ ସେକ୍ସ ରାକେଟରୁ ହଟୁଛି ପରଦା । କନକ ନ୍ୟୁଜ ହାତରେ ବାଙ୍ଗାଲାଦେଶୀ ଦେହଜୀବୀଙ୍କ ଆଧାରକାର୍ଡ ।…

କନକ ବ୍ୟୁରୋ: ରାଜଧାନୀରୁ ଉଦ୍ଧାର ହୋଇଥିବା ବାଂଲାଦେଶୀ ଦେହଜୀବୀଙ୍କ ନିକଟରୁ ମିଳିଲା ଆଧାର କାର୍ଡ । ଆଉ ଏହି ଆଧାର କାର୍ଡରେ ରହିଛି ଦେହଜୀବୀଙ୍କ ଠିକଣା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଂଲାଦେଶରୁ ଏହି ଦେହଜୀବୀମାନେ ଆସିଥିବା ବେଳେ ଭାରତରେ ସେମାନଙ୍କ ଆଧାରକାର୍ଡ କଲିକତା ଠିକଣାରେ…

ରାଜନୀତିରେ ‘ମନ୍ଦିର’ । ରାଜ୍ୟ ସରକାରଙ୍କ ମନ୍ଦିର ବିକାଶ କାର୍ଯ୍ୟକୁ ନେଇ ଆପତ୍ତି ଉଠାଇଲେ ବିରୋଧୀ, ଜବାବ ରଖିଲା…

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ୍ ଘୋଷଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା…