Daily Archives

January 19, 2020

ଓଡିଶାରେ ହେବ ପୂର୍ବାଞ୍ଚଳ ମନ୍ଥନ । ଜୋନାଲ କମିଟି ବୈଠକରେ ଏକାଠି ହେବେ ୫ ରାଜ୍ୟର ମୁଖ୍ୟମନ୍ତ୍ରୀ ? ଯୋଗ ଦେଇପାରନ୍ତି…

କନକ ବ୍ୟୁରୋ: ଓଡିଶାରେ ହେବ ମୁଖ୍ୟମନ୍ତ୍ରୀଙ୍କ ମିଟିଂ । ଭୁବନେଶ୍ୱରରେ ହେବ ମୁଖ୍ୟମନ୍ତ୍ରୀ ସମ୍ମିଳନୀ । ଏଥିପାଇଁ ଓଡିଶା ଆସି ପାରନ୍ତି ୫ ରାଜ୍ୟର ମୁଖ୍ୟମନ୍ତ୍ରୀ । ଆସନ୍ତା ଜାନୁୟାରୀ ୩୧ ତାରିଖରେ ଭୁବନେଶ୍ୱରରେ ହେବା ପାଇଁ ଯାଉଛି ୨୪ ତମ ପୂର୍ବାଂଚଳ ରାଜ୍ୟ ଜୋନାଲ କମିଟି ବୈଠକ ।…

କାଶ୍ମୀର ପ୍ରସଙ୍ଗରେ ବୟାନବାଜି ଓ ପାକିସ୍ତାନ ସହ ଦୋସ୍ତି ମହଙ୍ଗା ପଡ଼ିଲା : ଏବେ ଭାରତ ସହ ଆଲୋଚନା କରିବାକୁ ଗୁହାରୀ…

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ବୟାନବାଜି ଓ ପାକିସ୍ତାନ ସହ ଦୋସ୍ତି, ମାଲେସିଆକୁ ମହଙ୍ଗା ପଡ଼ିଛି । ଦେଶର ଆଭ୍ୟନ୍ତରୀଣ ମାମଲାରେ ବାରମ୍ୱାର ହସ୍ତକ୍ଷେପ କରୁଥିବାରୁ ଭାରତ ମାଲେସିଆରୁ ପାମ ଅଏଲ ଆମଦାନୀ କରିବା ବନ୍ଦ କରିଦେଇଥିଲା । ଫଳରେ ମାଲେସିଆରେ ପାମ ଅଏଲର ମୂଲ୍ୟ ୧୧ ବର୍ଷରେ…

ଦେଶପ୍ରେମର ଅର୍ଥ କଣ…? ଯିଏ ବନ୍ଦେ ମାତରମ କହି ପାରିବନି ସିଏ ଦେଶରେ ରହି ପାରିବନି… କେନ୍ଦ୍ରମନ୍ତ୍ରୀ…

କନକ ବ୍ୟୁରୋ: ବନ୍ଦେ ମାତରମକୁ ଯିଏ ଗ୍ରହଣ କରିପାରିବନି, ଏ ଦେଶରେ ତା ପାଇଁ ସ୍ଥାନ ନାହିଁ । ଯେଉଁମାନେ ଭାରତର ଅଖଣ୍ଡତାକୁ ସ୍ୱୀକାର କରିପାରୁ ନାହାନ୍ତି କି ବନ୍ଦେ ମାତରମ କହି ପାରୁନାହାନ୍ତି ସେମାନଙ୍କର ଏଦେଶରେ ରହିବାର ଅଧିକାର ନାହିଁ । ଏଭଳି ଏକ ବଡ ବୟାନ ଦେବା ପରେ ପୁଣି ଚର୍ଚ୍ଚାର…

ଦୀର୍ଘବର୍ଷର ପରମ୍ପରା ପାଳୁ ପାଳୁ ଚାଲିଗଲାଣି ୫ ପ୍ରାଣ ! ୫ ଦିନରେ ୫ ଜୀବନ ନେଲାଣି ଜାଲିକଟ୍ଟୁ ।

ତାମିଲନାଡୁର ମଦୁରାଇରେ ଜାନୁଆରି ୧୫ ତାରିଖରେ ଆରମ୍ଭ ହୋଇଥିଲା ପାରମ୍ପରିକ ପର୍ବ ଜାଲିକାଟ୍ଟୁ। ଆରମ୍ଭ ହେବାର କିଛି ଘଣ୍ଟା ମଧ୍ୟରେ ୫୫ଜଣ ଆହତ ହୋଇଥିବା ନେଇ ଖବର ମିଳିିଥିବା ବେଳେ ୫ଦିନ ମଧ୍ୟରେ ୫ଜଣ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି। ଶନିବାର ତ୍ରିଚିରେ ଆୟୋଜିତ କରାଯାଇଥିବା…

ଛଦ୍ମଯୁଦ୍ଧରେ ମାହିର ପାକିସ୍ତାନ ଭାରତକୁ ଦେଲା ଧମକ : ଅସ୍ତ୍ରବିରତି ଉଲ୍ଲଂଘନର ପାଲଟା ଜବାବରେ ବିଚଳିତ ଇମ୍ରାନ୍ ଖାନ୍…

- ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତକୁ ଦେଲେ ଧମକ  - ଆକ୍ରମଣ ଜାରି ରହିଲେ, ଆମେ ବି ଚୁପ୍ ବସିବୁ ନାହିଁ ଚୋର ମୁହଁ ଟାଣ । ନିଜ ଭୁଲ ସୁଧାରିବା ବଦଳରେ ଭାରତକୁ ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଆଜି ଟ୍ୱିଟ୍ ଜରିଆରେ ଭାରତକୁ ଧମକ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ…

ବାଙ୍ଗାଲୋରରେ ଶାମିଙ୍କ ସାନଦାର ବୋଲିଂ । ସେପଟେ ସ୍ମିଥଙ୍କ ଶତକ ବଳରେ ଭାରତ ଆଗରେ ୨୮୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା…

କନକ ବ୍ୟୁରୋ : ବାଙ୍ଗାଲୋରରେ ଶାମିଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୩୦୦ ରନ୍ ମଧ୍ୟରେ ସୀମିତ ରଖିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବାଙ୍ଗାଲୋରର ଏମ୍. ଚିନାସ୍ୱାମୀ ଷ୍ଟାଡିୟମ୍ ଠାରେ ଖେଳାଯାଉଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଦମଦାର ବୋଲିଂ…