Daily Archives

January 9, 2020

ନିର୍ବାଚନରେ ବ୍ୟାନର ଓ ପୋଷ୍ଟରରେ ହୋଇପାରିବନି ପ୍ଲାଷ୍ଟିକର ବ୍ୟବହାର । ନିଷେଧାଦେଶ ଲଗାଇଲେ ସୁପ୍ରିମକୋର୍ଟ ।

ପ୍ଲାଷ୍ଟିକର ବ୍ୟବହାର ଉପରେ ଏବେ ସବୁ କ୍ଷେତ୍ରରେ ନିଷେଧାଦେଶ ଜାରି କରାଯାଉଥିବା ବେଳେ ଏଣିକି ନିର୍ବାଚନ କାଳରେ ମଧ୍ୟ ପ୍ଲାଷ୍ଟିକର ବ୍ୟବହାର କରାଯାଇ ପାରିବ ନାହିଁ। ନିର୍ବାଚନ ପ୍ରଚାର କାଳରେ କୌଣସି ଦଳ ବା ପ୍ରାର୍ଥୀ ପ୍ଲାଷ୍ଟିକରୁ ପ୍ରସ୍ତୁତ କୌଣସି ପ୍ରକାରର ସାମଗ୍ରୀ ବ୍ୟବହାର…

ତାଜମହଲ ନହେଉ ପଛେ, ପାହାଡ଼ିଆ ଜମିର ଛାତି ଚିରି ପ୍ରେମ ସନ୍ତକ ସାଇତିଲେ । ୫ ଏକରର ଜଙ୍ଗଲ ସୃଷ୍ଟି କରି ‘ପରିବେଶ’…

କନକ ବ୍ୟୁରୋ: ପତ୍ନୀଙ୍କ ପାଇଁ କିଏ ତାଜମହଲ ବନାଇଛି ତ କିଏ ସ୍ମାରକୀ । ହେଲେ ପତ୍ନୀଙ୍କ ସ୍ମୃତିରେ ଜଙ୍ଗଲ ସୃଷ୍ଟି କରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଗଂଜାମ ଜିଲ୍ଲାର ଖଦଳା ନାୟକ । ସ୍ତ୍ରୀଙ୍କ ସ୍ମୃତି ଓ ପରିବେଶ ସୁରକ୍ଷା ଲକ୍ଷ୍ୟରେ ହେକ୍ଟର ହେକ୍ଟର ଜମିରେ ବନାଇ ଚାଲିଛନ୍ତି ଜଙ୍ଗଲ । ୫…

ହିଂସା ଛାଡ଼, ଦେଶର ଭବିଷ୍ୟତ ଗଢ଼ । ଇରାନକୁ ଆମେରିକା ରାଷ୍ଟ୍ରପତିଙ୍କ ଆହ୍ୱାନ । କହିଲେ, ଆମେରିକା ଯୁଦ୍ଧ ନୁହେଁ ଶାନ୍ତି…

କନକ ବ୍ୟୁରୋ: ଇରାକ ଓ ଆମେରିକା ମଧ୍ୟରେ ବଢୁଥିବା ଉତେଜନା ଭିତରେ ନରମ ପଡିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମେରିକା ଶାନ୍ତି ଚାହେଁ ଏହାସହ ଆତଙ୍କବାଦ ଦମନ ପାଇଁ ଇରାନ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଇରାନ ନେତାଙ୍କୁ ସମ୍ବୋଧିତ କରି ଟ୍ରମ୍ପ…

ମନ୍ଦିର ବାହାନାରେ ବ୍ୟବସାୟ । କୋଟି କୋଟି ଟଙ୍କାର ହରିଲୁଟ୍ ।

କନକ ବ୍ୟୁରୋ : ଭୁବନେଶ୍ୱର ମାର୍କେଟ୍ ବିଲଡିଂର ମନ୍ଦିର ଜମିରେ ବର୍ଷ ବର୍ଷ ଧରି ଚାଲିଛି ବ୍ୟବସାୟ । ହେଲେ ବ୍ୟବସାୟରୁ ମିଳୁଥିବା କୋଟି କୋଟି ଟଙ୍କାର ହିସାବ ମିଳୁନି । ମାର୍କେଟ ବିଲଡିଂରେ ଥିବା “ରାଜଧାନୀ ପୂଜା ସମିତି’ ୩ ବର୍ଷରେ ପ୍ରାୟ ୩ କୋଟି ୧୦ ଲକ୍ଷ ଟଙ୍କାର ଦୁର୍ନୀତି ଓ ଅନିୟମିତତା…

ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର । କର୍ମଚାରୀଙ୍କ ପଦୋନ୍ନତି ସମସ୍ୟାର ସମାଧାନ ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ,…

କନକ ବ୍ୟୁରୋ : ପଦୋନ୍ନତି ପାଇଁ ଆଉ ସରକାରୀ କର୍ମଚାରୀଙ୍କୁ ଆଉ ବାର ଦୁଆର ହେବାକୁ ପଡିବନି । ଦକ୍ଷ ଅଫିସରଙ୍କୁ ମିଳିବ ଠିକ୍ ସମୟରେ ପଦୋନ୍ନତି । ଏହାପୂର୍ବରୁ ଚଳିତ ନୂଆବର୍ଷରେ ୩୧୬୬ ଜଣ ସରକାରୀ ଅଫିସରଙ୍କୁ ପଦୋନ୍ନତି ଦେଇ ନୂଆ ରେକର୍ଡ ସୃଷ୍ଟି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…