Daily Archives

December 29, 2018

ବିଦାୟୀ ବର୍ଷରେ ବଡ ବୟାନ ! ବିଜୟ ମହାପାତ୍ରଙ୍କ ୨୦୧୯ ଫର୍ମୁଲା, ଏପଟେ ଦାମ କହିଲେ ମୋ’ ପୁଅ ବି କାହା ପାଇଁ ହୋଇପାରେ…

କନକ ବ୍ୟୁରୋ : ବିଦାୟୀ ବର୍ଷରେ କେଉଁମାନେ ଥିଲେ ଖବର ଶୀର୍ଷରେ । କେଉଁ ନେତା, କଳାକାର, ସାମାଜିକ କର୍ମୀ ତଥା କ୍ରୀଡା ବ୍ୟକ୍ତିତ୍ୱ ବର୍ଷ ତମାମ ଖବର ଉତ୍ସ ହୋଇ ରହିଥିଲେ ସେମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଥିଲା ନ୍ୟୁଜ ମେକର- ୨୦୧୮ ।…

ଦିନ ଗଡୁଛି, ଆଶଙ୍କା ବଢୁଛି ! ମେଘାଳୟରେ କୋଇଲା ଖଣି ତଳେ ଫସି ରହିଥିବା ୧୫ଜଣଙ୍କ ଶ୍ରମିକଙ୍କ ମିଳୁନି ପତ୍ତା ।

କନକ ବ୍ୟୁରୋ : ଆଶା ଓ ଆଶଙ୍କା ଭିତରେ ଚାଲିଛି ମେଘାଳୟରେ ମେଗା ଅପରେସନ୍ । କୋଇଲା ଖଣିରେ ୧୬ ଦିନ ଧରି ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି ଓଡ଼ିଶାର ଅଗି୍ନଶମ ବିଭାଗର ଟିମ୍ । ବାୟୁସେନା, ନୌସେନାର ଯବାନ୍, ଏନଡିଆରଏଫ୍ ଓ କୋଲ୍ ଇଣ୍ଡିଆର ବିଶେଷ ତାଲିମ୍ ପ୍ରାପ୍ତ…

ଶ୍ରୀମନ୍ଦିରରେ ମହାବିଭ୍ରାଟ ପରେ ହାତ ଟେକିଦେଲା ପ୍ରଶାସନ ! ସେପଟେ ଗଜପତିଙ୍କ ଟାର୍ଗେଟରେ ସରକାର ।

କନକ ବ୍ୟୁରୋ : ପ୍ରଶାସନକୁ ବ୍ଲାକମେଲ କରୁଛନ୍ତି କିଛି ସେବାୟତ । ନିଜ ସର୍ତ୍ତରେ ଶ୍ରୀମନ୍ଦିର ନୀତିକାନ୍ତି ପରିଚାଳନା କରିବାକୁ ଚାହୁଁଛନ୍ତି । ସେବାୟତଙ୍କ ଏଭଳି ଆଚରଣ ଆଗରେ ନାଚାର ଶ୍ରୀମନ୍ଦିର ପ୍ରଶାସନ । କିଛି ଏଭଳିି ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଗତକାଲି…

ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ! ୧୨ ପ୍ରସ୍ତାବ ଉପରେ ମୋହର, ୫୨୦୦ ଅଧ୍ୟାପକଙ୍କୁ ମିଳିବ ବର୍ଦ୍ଧିତ…

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ ବୈଠକରେ ସରକାର ଶନିବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୨ ପ୍ରସ୍ତାବ ଉପରେ ଲାଗିଲା କ୍ୟାବିନେଟ୍ ମୋହର । ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଅଧ୍ୟାପକଙ୍କ ପାଇଁ ସରକାର ଖୁସି ଖବର ଆଣିଛନ୍ତି । ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ…

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା : ଜବତ ହୋଇଥିବା ୧୦୦୦ ଲିଟର ମଦ ପିଇଗଲେ ମୂଷା 

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପୋଲିସ ଦ୍ୱାରା ଜବତ କରାଯାଇଥିବା ଏକ ହଜାର ଲିଟର ମଦ ମୂଷା ପିଇନେଇଥିବା ଘଟଣା ସାମ୍ନାକୁ ଆସିଛି ।  ଉତ୍ତର ପ୍ରଦେଶର ବରେଲି କ୍ୟାଣ୍ଟନମେଣ୍ଟ୍ ପୁଲିସ ଥାନାରେ ଥିବା ଷ୍ଟୋର ରୁମରେ ଥିବା ଏକ ହଜାର ଲିଟର ମଦ ଉଭାନ୍ ହୋଇଯାଇଛି…

କଙ୍ଗାରୁ ପିଚରେ ରିଷଭ ପନ୍ଥଙ୍କ କମାଲ୍ ! ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ରଚିଲେ ନୂଆ ଇତିହାସ ।

ଅଷ୍ଟ୍ରେଲିଆ ମାଟିରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରିଚାଲିଛନ୍ତି ଭାରତୀୟ କ୍ରିକେଟ୍ ଦଳର ୨୧ ବର୍ଷୀୟ ଯୁବ ୱିକେଟ୍ କିପର ରିଷଭ ପନ୍ଥ । ମେଲବର୍ଣ୍ଣ ଟେଷ୍ଟର ୪ର୍ଥ ଦିନରେ ରବୀନ୍ଦ୍ର ଜାଦେଜାଙ୍କ ବଲରେ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନଙ୍କ କ୍ୟାଚ ନେଇ ରିଷଭ ବଡ଼ ଧରଣର ରେକର୍ଡ ନିଜ…