Daily Archives

December 29, 2018

୨୦୨୨ ସୁଦ୍ଧା ମଞ୍ଜୁର ହେବ ୧ କୋଟି ବାସଗୃହ ! ଭୋଟ୍ ହାତେଇବାକୁ ଯୋଜନା କରୁନାହାନ୍ତି ତ କେନ୍ଦ୍ର ସରକାର . . . .

କନକ ବ୍ୟୁରୋ : ସଭିଙ୍କ ପାଇଁ ବାସଗୃହ ଯୋଜନା  । ଆସନ୍ତା ୨୦୨୦ ସୁଦ୍ଧା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧ କୋଟି ବାସଗୃହ ମଂଜୁର କରାଯିବ ବୋଲି କେନ୍ଦ୍ର ନଗର ଉନ୍ନୟନ ଓ ଗୃହନିର୍ମାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ୨୦୨୨ ସୁଦ୍ଧା ‘ସମସ୍ତଙ୍କ ପାଇଁ ବାସଗୃହ’…

ପ୍ରେମ, ବିବାହ, ବିଚ୍ଛେଦ ଓ ପରେ ଅନ୍ୟତ୍ର ବିବାହ ! ତଥାପି ସରିଲାନି ଭଲପାଇବା, ୭୨ ବର୍ଷ ପରେ ପୂର୍ବ ପତ୍ନୀଙ୍କୁ…

କେରଳର ଏକ ଦମ୍ପତି ପ୍ରାୟ ୭୨ ବର୍ଷ ପରେ ପରଷ୍ପରକୁ ଭେଟିଛନ୍ତି । ୯୩ ବର୍ଷିୟ ଇକେ ନାରାୟଣନ ନାମ୍ବିୟାର ୧୯୪୬ ମସିହାରେ କେରଲରେ ହୋଇଥିବା କୃଷକ ଆନ୍ଦୋଳନ କାରଣରୁ ଜେଲ ଯିବାକୁ ପଡିଥିଲା । ନାରାୟଣନ ଜେଲ ଜିବା ସମୟରେ ତାଙ୍କ ପତ୍ନୀଙ୍କ ବୟସ ମାତ୍ର ୧୩ ବର୍ଷ ହୋଇଥିଲା ଏବଂ ନାରାୟଣନଙ୍କ ବୟସ…

ହାଡଭଙ୍ଗା ଶୀତ ଯୋଗୁଁ କୌଳିକ ବୃତ୍ତି ବାଧାପ୍ରାପ୍ତ ! ଦୟନୀୟ ପରିସ୍ଥିତିରେ ଅସ୍ତରଙ୍ଗର ମତ୍ସ୍ୟଜୀବୀ ପରିବାର

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହାଡଭଙ୍ଗା ଶୀତରେ ଥରୁଛି ଓଡିଶା । ସକାଳେ ଓ ସଂନ୍ଧ୍ୟା ପରେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ଏଭଳି ଥଣ୍ଡାରେ ମତ୍ସଜୀବୀ ମାନେ ସମୂଦ୍ରକୁଳରେ କିଭଳି ଜୀବନ ଯାପନ କରୁଛନ୍ତି ସେନେଇ ଅସ୍ତରଙ୍ଗ ସମୂଦ୍ରକୂଳରୁ ସ୍ଥିତି ପରିଖିିଛି କନକ…

ସାକ୍ଷୀ ରହିଲେ ଜଗନ୍ନାଥ ! ପୁରୀ ଶ୍ରୀମନ୍ଦିରରେ ନାବାଳିକାଙ୍କୁ ଅସଦାଚରଣ ଘଟଣାରେ ସଂପୃକ୍ତ କନେଷ୍ଟବଳଙ୍କୁ ସସପେଣ୍ଡ ।

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ନାବାଳିକାକୁ ଅସଦାଚରଣ ଘଟଣାରେ ସଂପୃକ୍ତ କନେଷ୍ଟବଳ ସସପେଣ୍ଡ । ଅଭିଯୁକ୍ତ କନେଷ୍ଟବଳ ଛୁକେଶ ମେହେରକୁ ନିଲମ୍ବିତ କରାଯାଇଛି । ସିସିଟିଭି ଫୁଟେଜ ଯାଂଚ ଆଧାରରେ କନେଷ୍ଟବଳକୁ ନିଲମ୍ବିତ କରାଯାଇଛି । ଜଗନ୍ନାଥ ଦର୍ଶନ ପାଇଁ ଯାଜପୁର ଜିଲ୍ଲାର ଏକ ୧୫ ବର୍ଷିୟ…

ବାଲେଶ୍ୱର ଡଗରା ବେଳାଭୂମିରେ ଜମୁଛି ଭିଡ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ନାଲି କଙ୍କଡା ସାଙ୍ଗକୁ ବିସ୍ତୀର୍ଣ୍ଣ…

କନକ ବ୍ୟୁରୋ : ବଣଭୋଜି ଋତୁରେ ବେଳାଭୂମୀରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ବାଲେଶ୍ୱର ଡଗରା ବେଳାଭୂମୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ସମୁଦ୍ରରେ ଗାଧୋଇବା ସହ ବେଳାଭୂମୀର ଝାଉଁ ବଣରେ ବଣଭୋଜିରେ ମାତିଛନ୍ତି ପର୍ଯ୍ୟଟକ । ସବୁଠାରୁ ବେଶୀ ସୁନ୍ଦର ଡଗରା ବେଳଭୂମୀରେ ନାଲି…

ଅଭିଯୋଗ ଶୁଣିଲାନି ପ୍ରଶାସନ : ମୁଣ୍ଡରେ ମାଟି ବୋହି ରାସ୍ତା ମରାମତି କଲେ କୋରାପୁଟ କୋଲାବ କଲୋନୀ ମହିଳା

କନକ ବ୍ୟୁରୋ : ଅଭିଯୋଗ ଶୁଣିଲାନି ପ୍ରଶାସନ । ପୁରୁଷଙ୍କୁ ଛାଡ଼ି ଘରର ମହିଳା ତିଆରି କଲେ ରାସ୍ତା । ମାଆ ସହ ଝିଅ ମଧ୍ୟ ପାଠ ସାରି ବୋହିଲା ମାଟି । ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଳାର କୋଲାବ ନଗରରେ । କୋଲାବ ଡ଼୍ୟାମକୁ ୩୦ ବର୍ଷ ବିତି ଯାଇଛି । କିନ୍ତୁ ଏହି ଡ଼୍ୟାମରେ କାମ କରୁଥିବା…