Daily Archives

December 27, 2018

ପ୍ରତିଭା ମାପିବ ବିଜ୍ଞାନ କଂଗ୍ରେସ: ଭୁବନେଶ୍ୱରରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜିଠାରୁ ୨୬ ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ଏଥରେ ୧୦ରୁ ୧୭ ବର୍ଷର ୮ ଶହରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି । ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୫ ଦିନ ଧରି ଚାଲିବ ।…

ବିରୋଧ ପ୍ରଦର୍ଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ଟିଡିପି ସାଂସଦ : ଏଥର ମୋଦିଙ୍କ ‘୧୦ଟି ମୁଣ୍ଡ’ ଲଗାଇ ସଂସଦ ଭବନ ପହଂଚିଲେ…

ଅଭିନବ ଉପାୟରେ ବିରୋଧ ପ୍ରଦର୍ଶନ କରୁଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ସାଂସଦ ଏନ୍. ଶିବ ପ୍ରସାଦ ଆଜି ସଂସଦ ଭବନ ପରିସରରେ ରାବଣ ବନି ଆସିଥିଲେ । ତାଙ୍କର ପ୍ରତ୍ୟେକ ୧୦ଟି ମୁଖାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିନ୍ନ ଭିନ୍ନ ଫଟୋ ଥିଲା । ଯାହାକୁ ଦେଖି ସେଠି ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟ…

ଉପଭୋକ୍ତାଙ୍କୁ ଟ୍ରାଇ ଦେଲା ଭରସା: ୨୯ ଡିସେମ୍ବରରୁ ବନ୍ଦ ହେବନି ଆପଣଙ୍କ ଟିଭିରେ ଆସୁଥିବା ଚ୍ୟାନେଲ୍, ପୂର୍ବ ଭଳି…

ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ ତଥା ଟ୍ରାଇ ପକ୍ଷରୁ ଦେଶର ସମସ୍ତ କେବୁଲ ,  ଟିଭି ଉପଭୋକ୍ତାଙ୍କୁ ଭରସା ଦେଇଛି କି, ୨୯ ଡିସେମ୍ବରରୁ ଆପଣଙ୍କର ଟେଲିଭିଜନ ବ୍ଲାକ୍ ଆଉଟ୍ ହେବ ନାହିଁ ଆଉ ପୂର୍ବ ଭଳି ହିଁ ସମସ୍ତ ଚ୍ୟାନେଲ ଉପଭୋକ୍ତାଙ୍କ ଟିଭିରେ ଆସିବ । କାରଣ ଉଭୟ କେବୁଲ ଟିଭି ଏବଂ…

ନବଜାତ ପାଇଁ ଦେବଦୂତ ପାଲଟିଲା ପୋଲିସ । ପ୍ଲାଟଫର୍ମରେ ପ୍ରସବ କଲେ ମହିଳା, ଚାରିଖଣ୍ଡ ଲୁଗା ଧରି ଅସ୍ଥାୟୀ ଘର ତିଆରି…

ପୋଲିସ ହେବ ତ ଏମିତି । ଗୋଟିଏ ପଟେ ଏବେ ପୋଲିସ ଉପରେ ସାଧାରଣ ଲୋକଙ୍କ ଭରସା ତୁଟି ଯାଉଥିବା ବେଳେ ମୁମ୍ବାଇ ପୋଲିସ ଏମିତି ଏକ କାମ କରିଛି ଯେଉଁଥିପାଇଁ ଚାରିଆଡୁ ମିଳୁଛି ପ୍ରଂଶସା । ମୁମ୍ବାଇର ବ୍ୟସ୍ତ ବହୁଳ ଦାଦର ରେଳୱେ ଷ୍ଟେସନରେ ଏମିତି ଏକ ଦୃଶ୍ୟ ଏବେ ସାମ୍ନାକୁ ଆସିଛି ।  ଯେତେବେଳେ…

ଫୁଲ ଚାଷ ବଦଳାଇଦେଲା ଭାଗ୍ୟ : ଫୁଲ ଚାଷ କରିି ଏହି ଇଂଜିନିୟର ବନିଲେ କୋଟିପତି । ପ୍ରଧାନମନ୍ତ୍ରୀ ମୋଦି ବି…

ପଂଜାବରେ ଋଣ ବୋଝରେ କୃଷକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ପାରମ୍ପରିକ ଗହମ ଚାଷ ଓ ଧାନର ଚାଷ କରିବା ଦ୍ୱାରା ତାଙ୍କ ବାର୍ଷିକ ଲାଭ ବହୁତ କମିଯାଉଛି । ଯଦ୍ୱାରା ସେମାନେ ବ୍ୟାଙ୍କର କିସ୍ତି ବି ଶୁଝି ପାରୁ ନାହାଁନ୍ତି । ପଂଜାବ ସରକାର କୃଷକଙ୍କୁ ଋଣ ଦେବା…

ଏବେବି ବଂଚିଛି ମାନବିକତା! ନିଛାଟିଆ ସ୍ଥାନରେ ଯୁବତୀଙ୍କୁ ଏକୁଟିଆ ଦେଖି ମଣିଷପଣିଆର ପରିଚୟ ଦେଲେ ଡ୍ରାଇଭର ଓ…

ବର୍ତ୍ତମାନ ସମୟରେ ମଣିଷପଣିଆକୁ ମାରିଦେଲା ଭଳି ଅନେକ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିରେ ଏମିିତି ବି କିଛି ମାମଲା ସ୍ମାନକୁ ଆସିଥାଏ ଯାହାକୁ ଆପଣ ଶୁଣିବା, ଦେଖିବା ତଥା ପଢିବା ପରେ ପାଟିରୁ ବାହାରିବ କି ଏବେବି ବଂଚି ରହିଛି ମାନବିକତା । ଏଭଳି ହିଁ ଏକ ମାମଲା ନିକଟରେ ସାମ୍ନାରେ…