Daily Archives

December 27, 2018

ଭାଇରାଲ୍ ହେଲା ଭାରତର ପ୍ରଥମ ରିମୋର୍ଟ କଣ୍ଟ୍ରୋଲ୍ ବମ୍ ! କେତେ ଭୟଙ୍କର ଥିଲା ଆଇଏସଆଇଏସର ଯୋଜନା? ଦେଖନ୍ତୁ ଭିଡିଓ

ରାଷ୍ଟ୍ରୀୟ ଜାଞ୍ଚ୍ ଏଜେନ୍ସୀ (ଏନଆଇଏ) ବୁଧବାର ଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ୧୭ ଟି ସ୍ଥାନରେ ରେଡ୍ କରି ୧୦ ଜଣ ଲୋକଙ୍କୁ ଗିରଫ କରିଛି । ଜାଞ୍ଚ୍ ଏଜେନ୍ସୀଙ୍କ ସନ୍ଦେହରେ ଏହା କଥିତ ରୁପରେ ଆଇଏସ୍ ମଡ୍ୟୁଲ୍ ର ଏକ ଅଂଶ । ଏହି ସଂସ୍ଥାର ସଂସ୍ଥାପକ ମୁଫତି ମହମ୍ମଦ ସୁହେଲ୍ ବା ହଜରତ୍ (୨୯) ଅଟେ…

ଅସ୍ତ୍ରୋପଚାର ସମୟରେ ରୋଗୀ ପଢି ଚାଲିଥିଲେ ହନୁମାନ ଚାଳିଶା, ଡାକ୍ତର କାଢ଼ିଲେ ବ୍ରେନ୍ ଟ୍ୟୁମର

ଯେତେବେଳେ କୌଣସି ରୋଗୀଙ୍କ ଅପରେସନ ଚାଲୁଥାଏ, ତେବେ ତାଙ୍କ ପରିଜନ ବାହରେ ବସି ପ୍ରାର୍ଥନା କିମ୍ବା ଧାର୍ମିକ ଜାପ କରନ୍ତି । କିନ୍ତୁ ଏଠି ନିଜେ ରୋଗୀ ହିଁ ଅପରେସନ ସମୟରେ ୩ ଘଣ୍ଟା ପର୍ଯ୍ୟନ୍ତ ହନୁମାନ ଚାଳିଶା ପଢୁଥିଲେ । ଏହି ମାମଲାଟି ରାଜସ୍ଥାନର ବିକାନିରର, ଯେଉଁଠି ଜଣେ ବ୍ୟକ୍ତିଙ୍କ…

ସାବଧାନ ! ଜାନୁଆରୀରୁ ଲାଗୁ ହେବ ହେଲମେଟକୁ ନେଇ ନୂଆ କଟକଣା, ନିୟମ ନମାନିଲେ ଜରିମାନା ସହ ହେବ ୨ ବର୍ଷ କାଳ ଜେଲ୍

ବାଇକ୍ ଆରୋହୀଙ୍କ ପାଇଁ ବଡ ଖବର, ମୋଦି ସରକାରଙ୍କ ପକ୍ଷରୁ ହେଲମେଟକୁ ନେଇ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ତରଫରୁ ଜାରି ବିଜ୍ଞପ୍ତି ଅନୁସାରେ, ହେଲମେଟ ତିଆରି କରୁଥିବା କଂପାନୀମାନଙ୍କୁ ୧୫ ଜାନୁଆରୀରୁ କୌଣସି ବି ପରିସ୍ଥିତିରେ ଏହି ନିୟମକୁ…

ତିନି ତଲାକ୍ ବିଧେୟକ ଉପରେ ଲୋକସଭାରେ ଆଲୋଚନା ପୂର୍ବରୁ ହଙ୍ଗାମା । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ,…

କନକ ବ୍ୟୁରୋ : ଲୋକସଭାରେ ତିନ୍ ତଲାକ୍ ବିଧେୟକ ଉପରେ ଆଲୋଚନା ପୂର୍ବରୁ ହଙ୍ଗାମା  । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରିଲାନି ଗୃହ ।  ଆଉ ଏସବୁୁ ଭିତରେ ଅପରାହ୍ଣ ୨ଟାରେ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି କହିଛନ୍ତି ଲୋକସଭାରେ ଏହି…

ଫେଲ୍ ମାରିଲା ମୋଦିଙ୍କ ଯୋଜନା ! ଏହି ସରକାରୀ ଯୋଜନାକୁ ବ୍ୟାଙ୍କ ଗ୍ରହଣ କରିବାକୁ ନାରାଜ୍, ଆବେଦନ ନକରିବାକୁ ଦିଆଯାଉଛି…

ଆପଣମାନଙ୍କର ମନେ ଥିବ ନିଶ୍ଚୟ କି, କିଛି ଦିନ ତଳେ ତଥା ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବହୁତ ବଡ ଯୋଜନାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ଲୋକଙ୍କୁ ମାତ୍ର ୫୯ ମିନିଟରେ ୧ କୋଟି ଟଙ୍କାର ଋଣ ଉପଲବ୍ଧି କରାଇବା ଭଳି ସୁବିଧା ଦିଆଯାଇଥିଲା, ହେଲେ ଆପଣ ଜାଣି ଚକିତ ହେବେ…

ମହାରଥୀଙ୍କ ଘରେ ପଡିଲା କଂଗ୍ରେସ ଅଣ୍ଡା ଓ ପଚା ଟମାଟୋ । ମହିଳା କଂଗ୍ରେସ ଦେଲା ଚେତାବନୀ, ପିପିଲି ପୀଡିତାଙ୍କ ଘଟଣାରେ…

କନକ ବ୍ୟୁରୋ : କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଘରେ ପଡିଲା କଂଗ୍ରେସ ଅଣ୍ଡା ଓ ପଚା ଟମାଟୋ । ମହିଳା କଂଗ୍ରେସ ପକ୍ଷରୁ ମହାରଥୀଙ୍କ ଘର ଉପରକୁ ପଚା ଟମାଟୋ ଓ ଅଣ୍ଡାମାଡ କରାଯାଇଛି । ମହରଥୀଙ୍କ ବିବାଦୀୟ ବୟାନ ନେଇ ଛାଞ୍ଚୁଣୀ ଧରି ଆନ୍ଦୋଳନ କରୁଥିଲା ମହିଳା କଂଗ୍ରେସ । ଆଉ ଏହି ସମୟରେ…