Daily Archives

December 19, 2018

ଆକାଶରୁ ହେଲା ନୋଟର ବର୍ଷା । ଫେସବୁକ୍ ଲାଇଭରେ କଏଦ ହେଲା ପୂରା ଭିଡିଓ, ଜାଣନ୍ତୁ କିଏ ଓ କାହିଁକି କଲେ ଏପରି ?

ଗତକାଲି ଆନ୍ଧ୍ରପ୍ରଦେଶରେ ଆକାଶରୁ ମାଛ ବର୍ଷାର ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଆଜି ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିଲେ ଆପଣ ମଧ୍ୟ ଭାବିବେ କି ମୁଁ ସେହି ସ୍ଥାନରେ ଉପସ୍ଥିତ ଥାନ୍ତି କି? କିନ୍ତୁ ସେଠାକୁ ଯିବା ପାଇଁ ଆପଣଙ୍କୁୂ ପାସପୋର୍ଟ ଓ ଭିସାର ଆବଶ୍ୟକତା ପଡିଥାନ୍ତା । …

ଟ୍ରେନରୁ ବଡ ଲୁଟ୍ ! ବ୍ୟାଗ୍ କାଟି ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଲେ ଲୁଟେରା ।

ଟ୍ରେନରୁ ଚୋରି କିମ୍ବା ଲୁଟ୍ ହେବା ଘଟଣା କିଛି ନୂଆ କଥା ନୁହେଁ । କିନ୍ତୁ ଏଭଳି ଏକ ବଡ ଚୋରି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଞ୍ଜାବ ମେଲରୁ ଚୋରିର ବଡ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇରୁ ଫିରୋଜପୁର ଯାଉଥିବା ପଞ୍ଜାବ ମେଲରୁ ଲୁଟେରାମାନେ ୧ କୋଟି ୩୫ ଲକ୍ଷ ଟଙ୍କାର ଅଳଙ୍କାର…

ଛନକା ଭରିଲା ଛତିଶଗଡ଼ର ଧାନ ବୋନସ । ସୂର୍ଯ୍ୟ ପାତ୍ର କହିଲେ, ମନଇଛା ବୋନସ୍ ଦିଆଯାଇପାରିବନି । ରାଜ୍ୟ ରାସ୍ତାରେ ବାଧା…

କନକ ବ୍ୟୁରୋ: ରାଜ୍ୟରେ ଚାଷୀଙ୍କ ପାଇଁ ଧାନ ବୋନସ ନେଇ ଦାବି ଉଠୁଥିବା ବେଳେ ଖାଦ୍ୟ ଯୋଗାଣମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଛାଡ଼ିଛନ୍ତି ଗୁଗଲୀ । ମୋଦି ସରକାରଙ୍କୁ ଟାର୍ଗେଟ କରି ସୂର୍ଯ୍ୟ ପାତ୍ର କହିଛନ୍ତି ଯେ, କେନ୍ଦ୍ରସରକାରଙ୍କ ନିୟମ ପାଇଁ ରାଜ୍ୟ ସରକାର ଚାଷୀଙ୍କ ବୋନସ ବଢ଼ାଇପାରୁ…

ନୂଆ ନୂଆ ଆସିଛନ୍ତି, ଶବ୍ଦକୁ ମଡେଲିଂ କରି କହୁଛନ୍ତି ଅପରାଜିତା ଷଡଙ୍ଗୀ: ସୁବାସ ଚୌହ୍ୱାନ ।

କନକ ବ୍ୟୁରୋ : ଦଳ ପାଇଁ କାମ କର ନହେଲେ ବିଜେପି ଛାଡ । ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ଆଜି ଦଳୀୟ କର୍ମୀଙ୍କୁ କିଛି ଏଭଳି ଟିପ୍ପଣୀ ଦେଇଥିଲେ । ଦଳୀୟ କର୍ମୀଙ୍କୁ ଅପରାଜିତା କଡା ସ୍ୱରରେ କହିଥିଲେ, ଯିଏ ବି ଦଳର ପ୍ରାର୍ଥୀ ହେବ, ତାଙ୍କୁ ଜିତାଇବା ପାଇଁ…

୧୪ କିଲୋମିଟର ଭାରରେ ବୁହା ହେଲେ ଅସୁସ୍ଥ ବଣ୍ଡା ମହିଳା : ବାଉଁଶ ଭାରରେ ବୋହି ମୁଦୁଲିପଡାରୁ ଖଇରପୁଟ ଡାକ୍ତରଖାନାକୁ…

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର । ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଶିଷ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି । ତଥାପି ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ଆସୁନି । ଆମ୍ବୁଲାନ୍ସ ବ୍ୟବସ୍ଥା ଥିଲେ ମଧ୍ୟ ପୁଣିଥରେ…

ଏମିତି ଏକ ସ୍କୁଲ । ଯେଉଁଠି ଧର୍ମ ଓ ଜାତି ଆଧାରରେ ଅଲଗା ଅଲଗା ଶ୍ରେଣୀଗୃହରେ ବସିଥାନ୍ତି ଛାତ୍ରଛାତ୍ରୀ 

ବିହାରର ବୈଶାଳୀ ଜିଲ୍ଲାର ଏକ ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଓ ଧର୍ମର ଆଧାରରେ ପଢାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ଅନୁଯାୟୀ, ସ୍କୁଲରେ ଛାତ୍ରଛାତ୍ରୀ ମାନଙ୍କୁ ଜାତି ଓ ଧର୍ମ ଆଧାରରେ ଅଲଗା ଅଲଗା ଶ୍ରେଣୀ ଗୃହରେ ବସାଇ ପଠାଯାଉଛି । ଏହି ସ୍କୁଲରେ ହିନ୍ଦୁ ଓ ମୁସଲମାନ…