Daily Archives

December 19, 2018

ନୌସେନାରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ ! ୩୪୦୦ ପଦ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।

ଭାରତୀୟ ନୌସେନା ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏଥିରେ ସେଲର (ଏଏ, ଏସଏସଆର କିମ୍ବା ଏମଆର ) ପଦ ପାଇଁ ଆବେଦନ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଛି । ଏହି ଆବେଦନ ପାଇଁ ନୌସେନାର ଟ୍ୱିଟର ପେଜରେ ସୂଚନା ଦିଆଯାଇଛି । ଯେଉଁଥିରେ ପଦ ଗୁଡିକର ସମ୍ପୂର୍ଣ୍ଣ ବିବରଣୀ…

ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ ! ପୋଡିଗଲା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କମ୍ପୁଟର

କନକ ବ୍ୟୁରୋ : ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଜେଛ ଛକରେ ଥିବା ମାଧ୍ୟମିକ ଶିକ୍ଷା ପରିଷଦ ଶାଖାର କାର୍ଯ୍ୟାଳୟରେ କିଛି ଦୁର୍ବୃତ ନିଆଁ ଲଗାଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିଶମ ବାହିନୀ ଘଟଣା ସ୍ଥ୍ଳରେ ପହଂଚି ନିଆଁକୁ ଆୟତ କରିଛି । ବୋର୍ଡ ଅଫିସରେ ଥିବା ବହୁ…

ବାତ୍ୟା ବଢାଇଲା କଳାହାଣ୍ଡିର ଧଳାସୁନା ଚାଷୀଙ୍କ ସମସ୍ୟା ! ଅମଳ ଆରମ୍ଭରୁ ଅଭାବି ବିକ୍ରି, ଏବେ କପାର ମାନକୁ ନେଇ…

କନକ ବ୍ୟୁରୋ : ଲଗାତାର ଅନେକ ବର୍ଷ ହେଲା ମରୁଡିର ଶିକାର ହେଉଥିବା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ବାତ୍ୟା ପେଥାଇ ପ୍ରଭାବରେ ହୋଇଥିବା ବର୍ଷା । ଧାନ କରି କ୍ଷତି ସହିଥିବା ଚାଷୀ କପା ଚାଷ କରିଥିଲେ । ହେଲେ ଚଳିତ ବର୍ଷ ବିଳମ୍ବିତ ମଣ୍ଡି ସାଙ୍ଗକୁ ଅଦିନିଆ ବର୍ଷା ଚାଷୀର…

ସୁବର୍ଣ୍ଣପୁରରେ ଝାଡାବାନ୍ତି ଆତଙ୍କ ! ରୋଗ ବ୍ୟାପୀବାର କାରଣ ଖୋଜୁଛି ଜନସ୍ୱାସ୍ଥ୍ୟ ବିଭାଗ

କନକ ବ୍ୟୁରୋ : କିଛି ଦିନ ହେବ ସୁବର୍ଣ୍ଣପୁରରେ ଡାଇରିଆର ଆତଙ୍କ ଦେଖାଯାଇଛି । ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ପିଇବା ପାଣି ଯୋଗୁଁ ଡାଇରିଆ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ସହରକୁ ଯୋଗା ଯାଉଥିବା ମହାନଦୀ ପାଣି ଦୂଷିତ କାରଣରୁ ଡାଇରିଆ…

ଇସ୍ରୋକୁ ଆଉ ଏକ ସଫଳତା, ମହାକାଶକୁ ଗଲା ଜିସାଟ୍-୭ଏ । ଡ୍ରୋନ ଆକ୍ରମଣ ପାଇଁ ସାହାଯ୍ୟ କରିବ, ବାୟୁସେନାର ଶକ୍ତି ବଢାଇବ

ମହାକାଶରେ ଶକ୍ତିଶାଳୀ ହେବାକୁ ଭାରତର ଆଉ ଏକ ପ୍ରୟାସ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ ପକ୍ଷରୁ ଆଜି ଅପରାହ୍ନ ୪ଟା ୧୦ ମିନିଟରେ ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସାଟ୍-୭ଏକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧଓ୍ଵନ ମହାକାଶ…

ସମ୍ପୂର୍ଣ୍ଣ ୱାଇଫାଇ ହେବ ସମ୍ବଲପୁର ସହର ! ମାଗଣାରେ ଇଟରନେଟ୍ ବ୍ୟବହାର କରିପାରିବେ ଲୋକେ

କନକ ବ୍ୟୁରୋ : ସମ୍ବଲପୁର ସହରରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଯାଉଛି ୱାଇ-ଫାଇ ସେବା । ପ୍ରଥମ ପର୍ଯ୍ୟାୟରେ ନେଲସନ ମଣ୍ଡେଲା ଛକରୁ ରିଂରୋଡ ଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମାରକୀ ଭବନ ପର୍ଯ୍ୟନ୍ତ କାର୍ଯ୍ୟ କରିବ ୱାଇ-ଫାଇ । ପର୍ଯ୍ୟୟକ୍ରମେ ସହରର ଅନ୍ୟ ସ୍ଥାନରେ ଏହି ସେବା ଯୋଗାଇ…