Daily Archives

December 11, 2018

ପାଇଲଟ ନା ଗେହଲଟ ! କାହା ମୁଣ୍ଡରେ ରାହୁଲ ବାନ୍ଧିବେ ମୁକୁଟ, ରାଜସ୍ଥାନରେ କିଏ କରିବ ରାଜ୍ ?

କନକ ବ୍ୟୁରୋ : ରାଜସ୍ଥାନର ମରୁଭୂମିରେ ଝାଉଁଳି ପଡିଲା ପଦ୍ମ, ୫ ବର୍ଷ ପରେ ପୁଣିଥରେ ହାତ ଟେକିଲା କଂଗ୍ରେସ । ଚାଲିଥିବା ଟ୍ରେଣ୍ଡ ଅନୁଯାୟୀ, ରାଜସ୍ଥାନରେ ସରକାର ଗଢିବାକୁ କଂଗ୍ରେସ ଏକରକମ ପ୍ରସ୍ତୁତ ହୋଇ ସାରିଲାଣି । ଟ୍ରେଣ୍ଡରେ ୧୦୪ ଆସନ ସହ ସରକାର ଗଢିବା ପଥରେ ଆଗେଇ ଚାଲିଛି କଂଗ୍ରେସ ।…

କଂଗ୍ରେସ ମୁକ୍ତ ଡାକରା ଦେଇଥିବା ଦଳ ଏବେ ନିଜ ଦଳ ବିଷୟରେ ଚିନ୍ତା କରିବାର ଆବଶ୍ୟକ ରହିଛି: ନିରଜଂନ ପଟ୍ଟନାୟକ

କନକ ବ୍ୟୁରୋ : ଆଜି ୫ଟି ରାଜ୍ୟର ଫଳାଫଳ ଆସିବା ପରେ ବିଜେପିକୁ ଶକ୍ତ ଝଟକା ଲାଗିଥିବା ସୂଚନା ମିଳିଛି । ଦୀର୍ଘଦିନ ପରେ ପୁଣି ଥରେ କଂଗ୍ରେସ କ୍ୟାମ୍ପରେ ଖୁସିର ଲହରୀ ଖେଳିଯାଇଛି । ତେବେ ଏହି ୫ ରାଜ୍ୟର ଫଳାଫଳ ଆସିବା ପରେ କଂଗ୍ରେସ ନେତାମାଙ୍କର ଉତ୍ସାହ ବଢିଯାଇଛି । କେବଳ ଉତ୍ସାହ…

ଅଟୋ ଯାତ୍ରାକୁ ନିରାପଦ କରିବା ପାଇଁ ସଡ଼କ ପରିବହନ ମନ୍ତ୍ରାଳୟର ନୂଆ ନିଷ୍ପତ୍ତି : ଏଣିକି ଅଟୋରେ ସିଟ୍ ବେଲ୍ଟ ସହ ୨ଟି…

ଏବେ ଦେଶରେ ଯାତାୟାତ ପାଇଁ ଅଟୋ ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ଅଟୋ ଦୁର୍ଘଟଣା ମଧ୍ୟ ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଅଟୋ ଯାତ୍ରାକୁ ଅଧିକ ନିରାପଦ କରିବା ସହ ଅଟୋ ଯାତ୍ରୀମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଆଜି…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! ପ୍ରଘଟ କରାଯିବ ନାହିଁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ପୀଡ଼ିତାଙ୍କ ନାମ ଓ ପରିଚୟ

କନକ ବ୍ୟୁରୋ : ଦୁଷ୍କର୍ମ ଓ ଯୌନଉ ତ୍ପୀଡ଼ନର ପୀଡ଼ିତାମାନଙ୍କ ନାମ ଓ ପରିଚୟ ପ୍ରକାଶ କରାଯିବା ଅନୁଚିତ ବୋଲି ମଙ୍ଗଳବାର ଦିନ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେଇଛନ୍ତି । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଦୁଷ୍କର୍ମ ଓ ଯୌନଉତ୍ପୀଡ଼ନର ସରବ୍ୟ ହୋଇଥିବା ପୀଡ଼ିତାମାନଙ୍କ ନାମ ଆଦୌ ପ୍ରଘଟ କରିବେ ନାହିଁ…

ଫେକ୍ ନ୍ୟୁଜ୍ ରେ ବିଶ୍ୱାସ କରି ଫସିଲେ ସାମ୍ବାଦିକ ! ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଦେଲେ ଭ୍ରାନ୍ତ ମନ୍ତବ୍ୟ,ହେଲେ…

‘ମିଛ ଖବର’ ବା ‘ଫେକ ନ୍ୟୁଜ୍’କୁ ଅନେକ ସମୟରେ ସତ ଖବର ବୋଲି ବିବେଚନା କରି ସୋସିଆଲ ମିଡିଆରେ ଅଧିକରୁ ଅଧିକ ସେୟାର କରି ପରବର୍ତ୍ତୀ ସମୟରେ ଲୋକହସା ହେବା ସହ ଲୋକଙ୍କ ଠାରୁ ଗାଳିଗୁଲଜ ଶୁଣିଥିବା ଲୋକଙ୍କ ସଂଖ୍ୟା କିଛି କମ୍ ନୁହେଁ। ତେବେ, ପ୍ରବୀଣ ସାମ୍ବାଦିକ ତଥା ରାଜ୍ୟସଭା ସାଂସଦ ପ୍ରୀତୀଶ…

୨୦୧୯ରେ ମୋଦି ନା ରାହୁଲ ? ସେମିଫାଇନାଲରୁ ସ୍ପଷ୍ଟ ହେଲା ଦେଶରୁ ମୁଡ଼୍,ମଉଳିଯିବ କି ପଦ୍ମ ?

‘ଅବକି ବାର୍ ମୋଦି ସରକାର’ । ୨୦୧୪ ଲୋକସଭା ନିର୍ବାଚନରେ ବେଶ୍ କାମ ଦେଇଥିଲା ଏହି ନାରା । କଂଗେଅସର ବିଫଳତାକୁ ଜନତା ଆଗରେ ରଖି ସତ୍ତାକୁ ଆସିଥିଲା ବିଜେପି । ଅନେକ ପ୍ରତିଶ୍ରୁତି ଦେଇ ସରକାର ଗଢ଼ିଲେ ମୋଦି । ବିଦେଶରୁ କଳାଧନ ଆଣିବା, ରାମମନ୍ଦିର ପାଇଁ ବିଲ୍ ଆଣିବା ଆଦି ସେଥିମଧ୍ୟରୁ ପ୍ରମୁଖ…