Daily Archives

December 11, 2018

ମଧ୍ୟ ପ୍ରଦେଶରେ ଟି୨୦ ଭଳି ମୁକାବିଲା : ଅନ୍ତିମ ସିଟ୍ କରିବ ବିଜେତା ଘୋଷଣା

ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନରେ ସବୁଠାରୁ ରୋମାଂଚକର ନିର୍ବାଚନ ମଧ୍ୟପ୍ରଦେଶରେ ହେଉଥିବା ଦେଖିବାକୁ ମିଳୁଛି । ୧୨ ଟା ୩୦ ପର୍ଯ୍ୟନ୍ତ କଂଗ୍ରେସ ଓ ବିଜେପିର ବଢ଼ୁଥିବା ଆକଳନ ସମାନରେ ଝୁଲୁଥିଲା । ସର୍ବନିମ୍ନ ୩ ଥର ବିଜେପି ଓ ୩ ଥର କଂଗ୍ରେସ ବହୁମତକୁ ଛୁଇଁ ତଳକୁ ଖସିଲେଣି ।…

ଛତିଶଗଡରେ ଖସିଲା ପଦ୍ମ, ଉଠିଲା ହାତ ! ୨୦୧୯ ଆଗରୁ ବିଜେପି ଛାତିରେ ଛନକା ଭରିଲା କଂଗ୍ରେସ୍

କନକ ବ୍ୟୁରୋ : ୧୫ ବର୍ଷ ପରେ ଛତିଶଗଡରେ ପୁଣି ଥରେ ଚମକିଲା କଂଗ୍ରେସ । ବିଜେପିର ଗଡ କୁହାଯାଉଥିବା ଛତିଶଗଡରେ ରମଣ ସରକାରଙ୍କୁ ଲାଗିଛି ଜୋରଦାର ଝଟକା । ବିଜେପିକୁ ପଛରେ ପକାଇ କରିସ୍ମା ଦେଖାଇଛି କଂଗ୍ରେସ । ନିର୍ବାଚନ ଫଳାଫଳର ଟ୍ରେଣ୍ଡିଂ ରିପୋର୍ଟ ଅନୁଯାୟୀ, ଛତିଶଗଡରେ କଂଗ୍ରେସ ସରକାର…

ମାୟାବତୀ ମାନିଲେ ମଧ୍ୟପ୍ରଦେଶରେ ବନିବ ସରକାର! ଟ୍ରେଣ୍ଡରେ କାହାକୁ ମିଳୁନି ମ୍ୟାଜିକ ନମ୍ବର, ବିଏସପି ସୁପ୍ରିମୋଙ୍କ ସହ…

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ରୋଚକ ସ୍ଥିତିରେ ପହଞ୍ଚିଛି ନିର୍ବାଚନ ଫଳାଫଳ । ଏଯାଏଁ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଟ୍ରେଣ୍ଡ ଅନୁଯାୟୀ, କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ଆଗୁଆ ରହୁଛି । ସରକାର ଗଢିବା ପାଇଁ କୌଣସି ଦଳ ପାଖରେ ମ୍ୟାଜିକ ନମ୍ବର ନାହିଁ । ଚାଲୁଥିବା…

ମୋଦି-ରାହୁଲଙ୍କ ମଧ୍ୟରେ କଡା ଟକ୍କର: ମଧ୍ୟପ୍ରଦେଶରେ ଝୁଲା ବିଧାନସଭା ସମ୍ଭାବନା

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଜି ଘୋଷିତ ହେଉଛି। ବର୍ତ୍ତମାନ ସୁଧା ଭୋଟ ଗଣତିର ଯେଉଁ ଆଗୁଆ ସୂଚନା ମିଳୁଛି, ସେଥିରେ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବାକୁ ଯାଉଛି। ସେଠାରେ ଦୀର୍ଘ ୧୩ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେପି ଓ ରମଣସିଂହଙ୍କୁ ଜନତା…

ମୋଦିଙ୍କ ପାଇ ସହଜ ହେବନି ୨୦୧୯ ନିର୍ବାଚନ ! ଅମିତ ଶାହଙ୍କୁ ବଦଳାଇବା ପାଇଁ ପଡ଼ିବ ରଣନୀତି . . .

କନକ ବ୍ୟୁରୋ : ସେମିଫାଇନାଲରେ କାମ ଦେଲାନି ମୋଦି ଲେହେର । ପ୍ରଧାନମନ୍ତ୍ରୀଙ୍କ ଘୋଷଣା କରିଥିବା ସବୁ ଯୋଜନା ଗୁଡ଼ିକ ଫେଲ୍ ମାରିଗଲା । କେବଳ ଯେ ପ୍ରତିଶ୍ରୁତି ଦେଇଦେଲେ ତ କିଛି ହେବନି, ପୁରା କରିବା ପାଇଁ ପଡ଼େ । ସେମିଫାଇନାଲରେ ମୋଦି ସରକାରଙ୍କ ଉପରେ ପୁଞ୍ଜିଭୂତ ରାଗ ସ୍ପଷ୍ଟ…

କଂଗ୍ରେସ ଅଧ୍ୟକ୍ଷଙ୍କୁ ପ୍ରଶଂସା କରି ବିଜେପିର ନୁଆ ନାଁ ଦେଲେ ସିଦ୍ଧୁ ! କହିଲେ , ଆଜିଠାରୁ ବିଜେପିର ନାଁ  “ଜିଟିୟୁ”…

ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସର ସ୍ଥିତି ଦେଖି ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ନିଜ ମତ ରଖିଛନ୍ତି ଏବଂ ବିଜେପିର ନୂଆ ନାଁ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ , ରାହୁଲ ଭାଇ ପ୍ରଥମରୁ ହିଁ ସମସ୍ତଙ୍କ ସାଥିରେ ଚାଲିଛନ୍ତି । ମାନବିକତାର ସେ ହେଉଛନ୍ତି ମୂର୍ତ୍ତି । ଯେଉଁ…