Daily Archives

December 9, 2018

ରେଳ ଧାରଣା ମଝିରେ କାହିିଁକି ପଥରଖଣ୍ଡ ବିଛାଯାଏ ? କ’ଣ ରହିଛି ଏହାର କାରଣ ଜାଣିଛନ୍ତି କି ?

ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତାୟତ କରିଥାନ୍ତି । ତେବେ ଆପଣ କ’ଣ ଜାଣିଛନ୍ତି କି ଟ୍ରେନ ଲାଇନରେ କାହିଁକି ପଥର ବିଛାଯାଏ? ଯଦି ଆପଣ ଜାଣିନଥିବେ ତେବେ ଆପଣଙ୍କୁ କହିରଖୁଛୁ ଟ୍ରେନର ପଟରୀ ଭିତରେ ଏବଂ ଚାରିପାଖରେ ପଥର ବିଛାଯାଇଥାଏ ଏହାର ପ୍ରଥମ କାରଣ ହେଉଛି – ୧ . ଟ୍ରେନ୍…

ଇୟରଫୋନ୍ ଲଗାଇ ଶୋଇଥିଲା ୧୬ ବର୍ଷିୟ ବାଳକ, ଅକାଳରେ ଚାଲିଗଲା ଜୀବନ

ସ୍ମାର୍ଟଫୋନ୍ ଦ୍ୱାରା ଆଜିକାଲି ଜୀବନ ଅତି ସହଜ ହୋଇଯାଇଛି । ସ୍ମାର୍ଟଫୋନ୍ ଜରିଆରେ ଅନେକ କାମ ଖୁବ୍ ସହଜରେ ହୋଇପାରୁଛି । ମାତ୍ର ଗୋଟିଏ କ୍ଲିକରେ ଫୋନ୍ ରିଚାର୍ଜ ଠାରୁ ଆରମ୍ଭ କରି ଟଙ୍କା ନେଣଦେଣ ହୋଇପାରୁଛି । ଫୋନରେ ପ୍ରାୟ ସବୁକାମ ହୋଇପାରୁଛି । ନା ବ୍ୟାଙ୍କ୍ ଦୌଡ଼ିବାକୁ ପଡ଼ୁଛି ନା…

୭୨ ବର୍ଷ ବୟସରେ ପାଦ ଦେଲେ ସୋନିଆ ଗାନ୍ଧୀ ! 

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ରାଷ୍ଟ୍ରିୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କର ୭୨ ତମ ଜନ୍ମଦିନ । ଅନେକ କଂଗ୍ରେସ କର୍ମକର୍ତ୍ତା ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ତାଙ୍କ ବାସଗୃହରେ ଏକାଠି ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କର ଟ୍ୱିଟର ହ୍ୟାଣ୍ଡେଲରେ  ସୋନିଆ ଗାନ୍ଧୀଙ୍କୁ ଜନ୍ମଦିନର…

ଶୀତଦିନେ ବଢିଚାଲିଛି ଶ୍ୱାସଗତ ସମସ୍ୟା ! ଜାଣନ୍ତୁ ଘରୋଇ ଉପାୟରେ କିଭଳି ଏହି ସମସ୍ୟାରୁ ମୁକ୍ତି ପାଇବେ ।

ଆଜମା ହେଉଛି ଏକ ଶ୍ୱାସ ଜନିତ ରୋଗ । ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ…

ଇସ୍ତାହାର କମିଟିରୁ ବହିଷ୍କାର ପରେ ଶ୍ରୀକାନ୍ତଙ୍କ ପଦକ୍ଷେପ ! ପିସିସିର ସବୁ କମିଟିରୁ ଦେଲେ ଇସ୍ତଫା, ଆଗକୁ କ’ଣ ହେବ…

କନକ ବ୍ୟୁରୋ: ବଢ଼ିଲା କଂଗ୍ରେସ କଳି  । ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସବୁ କମିଟିରୁ ଶ୍ରୀକାନ୍ତ ଜେନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ ଜେନା । ତେବେ (ପିସିସି)ର ସବୁ କମିଟିରୁ ଇସ୍ତଫା ନେଇ…

ସିଆଇଏସଏଫ୍ ପାଇଁ ବାହାରି ଯାଇଛି ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ । 

କେନ୍ଦ୍ରୀୟ ସୁରକ୍ଷା ବଳ (ସିଆଇଏସଏଫ୍) ରେ ଆସିଷ୍ଟାଣ୍ଟ୍ କମାଣ୍ଡେଟ୍ ପାଇଁ ୩୯୮ ପଦରେ ବାହାରିଯାଇଛି ବିଜ୍ଞପ୍ତି । ଏଥିପାଇଁ ୟୁପିଏସସି ତରଫରୁ ଅଭ୍ୟାସକାରୀ ତଥା ପ୍ରାର୍ଥୀଙ୍କୁ ବିବରଣୀ ମଧ୍ୟ ଦିଆଯାଇଛି । ଏଥିପାଇଁ କମିଶନ୍ ମାର୍ଚ୍ଚ ୩ , ୨୦୧୯ ତାରିଖକୁ ଲିମିଟେଡ୍ ଡିପାର୍ଟମେଣ୍ଟଲ୍…