Daily Archives

December 9, 2018

ଶେଷ ମ୍ୟାଚରେ ଶତକ ମାରି କ୍ରିକେଟକୁ ବାଏ ବାଏ କଲେ ଗୌତମ ଗମ୍ଭୀର ।

ଶେଷ ମ୍ୟାଚରେ ଶତକ ସହ କ୍ରିକେଟକୁ ବାଏ ବାଏ କଲେ ଗୌତମ ଗମ୍ଭୀର । କ୍ୟାରିୟରର ଶେଷ ମ୍ୟାଚରେ ଶତକ ହାସଲ କରି ନିଜର ଅବସରକୁ ସ୍ମରଣୀୟ କରିଛନ୍ତି ଗୌତମ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିବା ଗମ୍ଭୀର ରଣଜୀ ଟ୍ରଫିରେ ଦିଲ୍ଲୀ ପକ୍ଷରୁ ଶେଷ ମ୍ୟାଚ ଖେଳୁଛନ୍ତି । ଆଉ ଆନ୍ଧ୍ର…

ପରିତ୍ୟକ୍ତ ଘରକୁ ଭୁଲିଗଲେ ମାଲିକାଣୀ କିନ୍ତୁ ଭୁଲିପାରିଲାନି କୁକୁର ! ମାସେ ଧରି ଜଗିରହିଥିଲା ଘର ।

ଆମେରିକାର ଉତ୍ତର କ୍ୟାଲିଫର୍ଣ୍ଣିଆର ଜଙ୍ଗଲରେ ଭୀଷଣ ନିଆଁ ଲାଗିବା କାରଣରୁ ସମ୍ପୁର୍ଣ୍ଣ ଜଙ୍ଗଲ କ୍ଷତିଗ୍ରସ୍ଥ ହୋଇଥିଲା । ଏହି ଜଙ୍ଗଲରେ ଜଣେ ବ୍ୟକ୍ତି ନିଜ କୁକୁର ସହ ରହିଆସୁଥିଲେ । କିନ୍ତୁ ନିଆଁ ଲାଗିବା କାରଣରୁ ଘର ସମ୍ପୁର୍ଣ୍ଣ ଜଳି ଯାଇଥିଲା । ତେବେ ଏକମାସ ପରେ ଏହି କୁକୁରଟିକୁ…

ଟିଭି ଷ୍ଟୁଡିଓର ଲାଇଭ୍ ସୋ’ରେ ମାରପିଟ୍! ହାତାହାତି ହେଲେ ବିଜେପି- ସମାଜବାଦୀ ପାର୍ଟି ନେତା

ସଂଯମତାର ସୀମା ଲଙ୍ଘୁଛନ୍ତି ରାଜନୈତିକ ଦଳର କର୍ମକର୍ତା । ଏଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି । ଟିଭି ଚ୍ୟାନେଲରେ ଆଲୋଚନାବେଳେ ହାତାହାତି ହୋଇଛନ୍ତି ଦୁଇ ପ୍ରମୁଖ ଦଳର କାର୍ଯ୍ୟକତା । ଗତକାଲି ଦିଲ୍ଲୀ ନୋଏଡା ସ୍ଥିତ ଏକ ଟିଭି ଚ୍ୟାନେଲରେ ଲାଇଭ ଡିବେଟ ଚାଲିଥିଲା । ଏହି ସମୟରେ ବିଜେପି…

ସମଲିଙ୍ଗୀଙ୍କୁ ଦିଆଯାଉଛି ଯନ୍ତ୍ରଣାଦାୟକ ଚିକିତ୍ସା, ଡାକ୍ତର ଦେଉଛନ୍ତି ଇଲେକ୍ଟ୍ରିକ୍ ସକ୍

ସମଲିଙ୍ଗୀକତାକୁ ‘ଆନୁବଂଶିକ ମାନସିକ ବିକାର’ର ନାମ ଦେଇ ଗେ ଏବଂ ଲେସବିଆନମାନଙ୍କୁ ବିଦ୍ୟୁତ୍ ସକ୍ ଦେଉଥିବା ଅଭିଯୋଗରେ ଜଣେ ଡାକ୍ତରଙ୍କୁ ଦିଲ୍ଲୀ କୋର୍ଟ ସମନ ଜାରି କରିଛନ୍ତି। ଯଦିଓ ଡକ୍ଟର ପି କେ ଗୁପ୍ତାଙ୍କୁ ଦିଲ୍ଲୀ ମେଡିକାଲ୍ କାଉନସିଲ୍(ଡିଏମସି)ରୁ ନିଲମ୍ବିତ କରାଯାଇଛି, ତଥାପି ବି ସେ…

ଶେଷରେ ମାନିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । କହିଲେ, ମୁମ୍ବାଇ ଆକ୍ରମଣ ପାଇଁ ପାକିସ୍ତାନରୁ ହୋଇଥିଲା…

୨୦୦୮  ମୁମ୍ବାଇ ଆକ୍ରମଣ ଷଡଯନ୍ତ୍ର ପାକିସ୍ତାନରେ ରଚାଯାଇଥିଲା ଓ ଏହା ପଛରେ ଆତଙ୍କବାଦୀ ସଙ୍ଗଠନ ଲସ୍କରର ହାତ ଥିଲା ।  ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।  ୱାଂଶିଟନ ପୋଷ୍ଟକୁ ଏକ ସାକ୍ଷାତକାରରେ  ଇମ୍ରାନ କହିଛନ୍ତି, ଏହା ଆତଙ୍କବାଦୀ…

ନିଆରା ଢ଼ଙ୍ଗରେ ପରିଜନଙ୍କୁ ବାପା-ମାଆ ହେବାର ଖୁସି ଜଣାଇବାକୁ ଚାହୁଁଥିଲେ ଦମ୍ପତି, କିନ୍ତୁ ଖୁସିରେ ଲାଗିଲା ନିଆଁ 

ଅଷ୍ଟ୍ରେଲିୟାରେ ଏକ ଦମ୍ପତି ପୁଅ ନା ଝିଅ ହେବ, ତାହା ଜଣାଇବା ପାଇଁ ଏକ ଉପାୟ ଖୋଜିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଦମ୍ପତିଙ୍କ ଉପରେ ମହଙ୍ଗା ପଡିଲା ଏହି ଉପାୟ । ଦମ୍ପତି  ତାଙ୍କ ପରିବାର ଲୋକ ଓ ବନ୍ଧୁମାନଙ୍କୁ ପୁଅ ନା ଝିଅ ହେବାର ସୂଚନା ଦେବା ପାଇଁ ଭୟଙ୍କର ଉପାୟ…