Daily Archives

December 8, 2018

ବିବାହ ପରେ ପ୍ରିୟଙ୍କା ଚୋପଡା ଭାରତରେ ଲଂଚ କଲେ ଏହି ଡେଟିଙ୍ଗ ଆପ୍ , ମହିଳା ରହିବେ ସୁରକ୍ଷିତ ?

ଅଭିନୟ ଏବଂ ଫିଲ୍ମ ନିର୍ମାଣରୁ ବାହାରି ଏବେ ପ୍ରିୟଙ୍କା ଚୋପଡା ବ୍ୟବସାୟରେ ହାତ ଲଗାଇବାକୁ ପ୍ରସ୍ତୁତ ଅଛନ୍ତି । ଏବଂ ଏଥିପାଇଁ ସେ ଦୁଇଟି ଟେକ୍ ଷ୍ଟାଟଅପ୍ କମ୍ପାନୀରେ ନିବେଶ କରିଛନ୍ତି । ନିକଟରେ ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ଦିଲ୍ଲୀରେ ହୋଇଥିବା ଏକ ଇଭେଣ୍ଟରେ ନିଜ ପତି…

ନବୀନ ଆଗରେ ରହିଲେ, ଦେଶକୁ ବାର୍ତ୍ତା ଦେଲା ବିଜେଡ଼ି ।

କନକ ବ୍ୟୁରୋ: ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ସଂକଳ୍ପ ଆଣି ଦେଶରେ ଏବେ ବାହା ବାହା ସାଉଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଦୁଇ ଦିନ ପୂର୍ବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡ଼ି ଚିଠି ଲେଖିଥିଲେ ନବୀନ ।…

ମିକାଙ୍କ ପାଇଁ କାନ୍ଦିଲେ ରାକ୍ଷୀ ! କହିଲେ,ଖୁବଶୀଘ୍ର ଆସୁଛି ତୁମକୁ ନେବା ପାଇଁ । ଦେଖନ୍ତୁ ଭିଡିଓ

ବ୍ରାଜିଲର ଜଣେ ୧୭ ବର୍ଷୀୟା ମଡେଲ ପ୍ରସିଦ୍ଧ ବଲିଉଡ୍ ଗାୟକ ମିକା ସିଂହଙ୍କ ଉପରେ ଅଶ୍ଲୀଳ ଫଟୋ ପଠାଇବା ଏବଂ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଦୁବାଇ ପୁଲିସ ମିକାଙ୍କୁ ଗିରଫ କରିଛି । ଏହି ଖବର ଚାରିଆଡ଼େ ପ୍ରସାର ହେବା ପରେ ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ମିକାଙ୍କ ଗିରଫ ହେବା ଖବରକୁ ନେଇ…

ବୋଲରଙ୍କ ପରେ ଚମକିଲେ ଭାରତୀୟ ବ୍ୟାଟସମ୍ୟାନ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଦ୍ୱିତୀୟ ଇନିଂସରେ ୧୬୬ ରନରେ ଆଗୁଆ ଟିମ୍…

କନକ ବ୍ୟୁରୋ : ବୋଲରଙ୍କ ପରେ ଚମକିଲେ ଭାରତୀୟ ବ୍ୟାଟସମ୍ୟାନ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ତୃତୀୟ ଦିନର ଖେଳ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୧୫୧ ରନ କରିବା ସହ ୧୬୬ ରନ…

ଦୁର୍ଗମ ଅଞ୍ଚଳରୁ ୧୬ କି.ମି ଚାଲି ଭୋଟ୍ ଦେବାକୁ ଆସିଲେ ଆଦିବାସୀ ! ସହରରୁ ଆସିଲେ ମାତ୍ର ୫୦ ପ୍ରତିଶତ ଲୋକ ।

ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ସହରରୁ ମୋଟ ୫୦ ପ୍ରତିଶତ ଲୋକ ଭୋଟ୍ ଦେବାକୁ ଯାଇଥିବା ବେଳେ ଅନ୍ୟ ୫୦ ପ୍ରତିଶତ ଲୋକ ଘର ପାଖ ହୋଇଥିବା ସତ୍ତେ୍ୱ ମତଦାନ କେନ୍ଦ୍ରକୁ ଆସିନଥିଲେ । ଅନ୍ୟପକ୍ଷରେ ଜୟାଶଙ୍କର ଭୁପଲପଲ୍ଲୀ ଜିଲ୍ଲାର ପେନୁଗୋଲୁରେ ଏଭଳି ଏକ ଆଦିବାସୀ ଗାଁ ରହିଛି ଯେଉଁଠାର…

ଅସୁୂସ୍ଥତା ନୁହେଁ ବରଂ ଭାରତରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସର୍ବାଧିକ : ଗ୍ଲୋବାଲ ଷ୍ଟାଟସ୍ ରିପୋର୍ଟ 

ସମଗ୍ର ବିଶ୍ୱରେ ପ୍ରତି ୨୩ ସେକେଣ୍ଡରେ ଅନ୍ୟୂନ ଜଣେ ପ୍ରାଣ ହରାଉଛନ୍ତି। ସଡ଼କ ନିରାପତ୍ତା ସମ୍ପର୍କରେ ପ୍ରକାଶିତ ଗ୍ଲୋବାଲ ଷ୍ଟାଟସ ରିପୋର୍ଟ ଅନୁସାରେ, ଭାରତରେ ସର୍ବାଧିକ ସଡ଼କ ଦୁର୍ଘଟଣା ଜନିତ ଜୀବନହାନି ଘଟୁଥିବା କଥା ଜଣାପଡ଼ିଛି। ଶୁକ୍ରବାର ଦିନ ପ୍ରକାଶିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…