Daily Archives

December 8, 2018

ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ! କହିଲେ, ତଥ୍ୟ ପ୍ରମାଣ ସହ…

କନକ ବ୍ୟୁରୋ : ମହଙ୍ଗା ପଡ଼ିଛି ଲୁଣ ଚିକିତ୍ସା । ସ୍ୱାସ୍ଥ୍ୟବିଭାଗର ନିର୍ଦ୍ଦେଶ ପରେ ଛୁଟିରେ ଗଲେ ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ । ଭୀମସାର ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ । ତିନି ଦିନ ମଧ୍ୟରେ ସୋ’ କଜ୍…

ଇତିହାସକାର ରାମଚନ୍ଦ୍ର ଗୁହା ଗୋମାଂସ ଖାଉଥିବାର ଫଟୋ କଲେ ସେୟାର, ଲେଖିଲେ- ମୁଁ ବିଜେପି ଶାସିତ ଗୋଆରେ ଉତ୍ସବ ପାଳନ…

ଜଣାଶୁଣା ଇତିହାସକାର ରାମଚନ୍ଦ୍ର ଗୁହା ନିଜର ଏକ ଫଟୋକୁ ନେଇ ବିଜେପି ନେତାଙ୍କ ଟାର୍ଗେଟକୁ ଆସି ଯାଇଛନ୍ତି । ରାମଚନ୍ଦ୍ର ଗୁହା ଶୁକ୍ରବାର ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି , ଯେଉଁଥିରେ ସେ ଗୋମାଂସ ଖାଉଥିବାର ଦେଖାଯାଉଛନ୍ତି । ଫଟୋ ସହିତ ଲେଖାଥିବା ପୋଷ୍ଟରେ ନିଜେ ଗୁହା ଦାବି କରିଛନ୍ତି…

ମହାକାଳପଡାରେ ବସୁଧା ଜଳପ୍ରକଳ୍ପର ଭିତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖର୍ଚ୍ଚ ହେବ ୨୪୧ କୋଟି…

କନକ ବ୍ୟୁରୋ : ମହାକାଳପଡା ଓ ମାର୍ଶାଘାଇର ଲୁଣି ଅଞ୍ଚଳରେ ବାସ କରୁଥିବା ଲୋକ ଏଣିକି ପାଇବେ ବିଶୁଦ୍ଧ ମଧୁର ଜଳ । ଏହି ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ମଧୁର ଜଳ ଯୋଗାଇ ଦେବା ପାଇଁ ଆଜି ମହାକାଳପଡାର ସରୁମୁହିଁ ଠାରେ ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି…

୧୦ ଦିନ ହେଲା ନିଖୋଜ ଥିଲେ ହୀରା ବ୍ୟବସାୟୀ,ବୁଦା ମୂଳରୁ ମିଳିଲା ମୃତଦେହ ! ସାମ୍ନାକୁ ଆସିଲା ଏହି ଲୋକପ୍ରିୟ ଟି.ଭି…

ପ୍ରାୟ ୧୦ ଦିନ ହେବ ୫୭ ବର୍ଷ ବୟସ୍କ ଜଣେ ହୀରା ବ୍ୟବସାୟୀ ନିରୁଦ୍ଦିଷ୍ଟ ଥିଲେ। ତାଙ୍କର ମୃତ ଦେହ ପାନଭେଲର ଦେହରାଙ୍ଗ୍ ବନ୍ଧ ନିକଟରେ ଥିବା ଏକ ବୁଦା ଭିତାରୁ ଉଦ୍ଧାର କରାଯାଇଥିଲା। ସେହି ହୀରା ବ୍ୟବସାୟୀଙ୍କର ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟ୍କୋପର (ପଶ୍ଚିମ)ର କାମା ଲେନ୍…

ଉଦଯାପନୀ ଉତ୍ସବରେ ଦେଖିବାକୁ ମିଳବନି ଷ୍ଟାର କ୍ରେଜ ! ଫିକା ପଡିପାରେ ଫାଇନାଲ, ନିରାଶ ହେବେ ଦର୍ଶକ

କନକ ବ୍ୟୁରୋ : ଫିକା ପଡିବ ହକି ବିଶ୍ୱକପ ଉଦଯାପନୀ ଉତ୍ସବ । କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିବନି ଷ୍ଟାର କ୍ରେଜ । ମଳିଥିବା ସୂଚନା ଅନୁଯାୟୀ, ବିଶ୍ୱକପ ଫାଇନାଲର ଉଦଯାପନୀ ଉତ୍ସବରେ କୌଣସି ବଲିଉଡ ଷ୍ଟାର କିମ୍ବା କ୍ରିକେଟରଙ୍କୁ ଦେଖିବାକୁ ମିଳିବ ନାହିଁ । ଏପରିକି ଷ୍ଟାଡିୟମରେ କୌଣସି…

ପରିତ୍ୟକ୍ତ ଅବସ୍ଥାରେ ସଡକରୁ ମିଳିଲା ଭୋଟ୍ ବାକ୍ସ ! ଦୁଇ ଅଫିସର ନିଲମ୍ବିତ ।

ରାଜସ୍ଥାନ ନିର୍ବାଚନରେ ଶୁକ୍ରବାର ଦିନ ମତଦାନ ପରେ ରାସ୍ତା ଉପରେ ଇବିଏମ୍ ପାଇଥିବା ମାମଲାକୁ ନିର୍ବାଚନ ଆୟୋଗ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି । ଆୟୋଗ ଏହି ମାମଲାରେ ଦୁଇ ଅଫିସରଙ୍କୁ ନିଲମ୍ବିତ କରିଛି । ଆପଣଙ୍କୁ କହିରଖୁଛୁ କି, ବାରାଁ ଜିଲ୍ଲାର କିଶନଗଞ୍ଜ ବିଧାନସଭାର…