Daily Archives

December 5, 2018

ଦୁନିଆର ସବୁଠାରୁ ବୟସ୍କ ୟୁଟ୍ୟୁବର ମସ୍ତନମ୍ମାଙ୍କ ୧୦୭ ବର୍ଷରେ ନିଧନ ! ରୋଷେଇ କଳା ପାଇଁ ୟୁଟ୍ୟୁବରେ ଚର୍ଚ୍ଚିତ ଥିଲେ…

ଦୁନିଆର ସବୁଠାରୁ ବୟସ୍କ ୟୁଟ୍ୟୁବର ଯେ ନିଜ ରୋଷେଇ କଳା ଯାଦୁରେ ଦର୍ଶକଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ହଁ ଆଜ୍ଞା ଆମେ ଏଠାରେ ଆପଣଙ୍କୁ ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ଗୁଣ୍ଟୁରରେ ରହୁଥିବା ମସ୍ତନମ୍ମାଙ୍କ କଥା କହୁଛୁ । ନିଜର ଭିନ୍ନ ଭିନ୍ନ ପ୍ରକାରର ରୋଷେଇ ଦ୍ୱାରା ଦର୍ଶକଙ୍କୁ ଇମ୍ପ୍ରେସ୍…

ମହିଳା ବିଲ୍ ପାଇଁ ସମର୍ଥନ ହାତେଇବାକୁ ନବୀନଙ୍କ ବଡ ଉଦ୍ୟମ । ୨୨ ରାଜନୈତିକ ଦଳକୁ ଭେଟିବେ ବିଜେଡି ପ୍ରତିନିଧି

କନକ ବ୍ୟୁରୋ : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ ପାରିତ କରିବା ପାଇଁ ଅଣ୍ଟା ଭିଡିଛି ବିଜେଡି । ମହିଳା ବିଲ୍ ପାସ ପାଇଁ ସମର୍ଥନ ଉଦ୍ୟମ ଆରମ୍ଭ କରିଛି ବିଜେଡି । ଏନେଇ ଏକ କମିଟି ଗଠନ କରିଛି ବିଜେଡି । ଏହି କମିଟିରେ ବିଜେଡିର ବିଧାୟକ,ସାଂସଦ ଓ…

ସ୍ୱାଭିମାନ ଅଂଚଳରେ ଘୋଡା ଭରସା ! ଗୁରୁପ୍ରିୟା ଡେଇଁ ଅଟକି ଯାଇଛି ବିକାଶର ଗାଡି ?

ଗୁରୁପ୍ରୀୟା ସେତୁ ଉଦଘାଟନ ପରେ ବିଚ୍ଛିନ୍ନାଂଚଳର ନାଁ ସ୍ୱାଭିମାନ ଅଂଚଳରେ ପରିବର୍ତନ ହେଲା । ଆଶା ଥିଲା ଦୃତ ଗତିରେ ଗଡିବ ବିକାଶର ଗାଡି । ହେଲେ କାଇଁ ସେମିତି କିଛି ପରିଲଖିତ ହେଉନାହିଁ । ଗୁରୁପ୍ରୀୟା ଡେଇଁ ମାତ୍ର ଅଳ୍ପ କିଛି ବାଟ ଯିବା ପରେ ଅଟକି ଯାଇଛି ବିକାଶର ଗାଡି । ସ୍ୱାଭିମାନ…

ହୃଦରୋଗ ଠାରୁ ଆରମ୍ଭ କରି ମଧୁମେହ ପର୍ଯ୍ୟନ୍ତ ରୋଗକୁ ସମୁଳେ ନାଶ କରେ କଳାଧାନ ! କିଲୋପ୍ରତି ରହିଛି କେତେ ଦର ଜାଣନ୍ତୁ…

କଳାଧାନର ପୋଷଣ ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବରଦାନ ସାବ୍ୟସ୍ତ ହେବ କହିଲେ କିଛି ଭୁଲ୍ ହେବନାହିଁ । ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର କଳା ଧାନ ପ୍ରଥମେ ଚୀନ୍ ରୁ ଉତ୍ପାଦନ ହେଉଥିଲା । ଏହାର ଦାମ୍ ଏତେ ମହଙ୍ଗା ଥିଲା ଯେ କେବଳ ରାଜା ମହାରାଜା ହିଁ ଏହାକୁ ସେବନ କରିବାର ମଉକା ପାଉଥିଲେ ।…

ଦେଶ ତୁଳନାରେ ରାଜ୍ୟର ଅଭିବୃଦ୍ଧି ହାର ଅଧିକ : ବିଜେଡ଼ି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ

କନକ ବ୍ୟୁରୋ : ଦେଶ ତୁଳନାରେ ରାଜ୍ୟରେ ଅଧିକ ଅର୍ଥନେତିକ ଅଭିବୃଦ୍ଧି ଘଟୁଛି । ଦେଶ ଅପେକ୍ଷା ଗୋଟିଏ ପାଦ ଆଗରେ ଅଛି ରାଜ୍ୟ । ବିଜେଡ଼ି ଆଇଟି ସେଲର ମୁଖ୍ୟ ଅମର ପଟ୍ଟନାୟକ ଏକ ପ୍ରେସମିଟ୍ ଜରିଆରେ ଏକଥା କହିଛନ୍ତି । ଅମର ପଟ୍ଟନାୟକ କହିଛନ୍ତି ଜାତୀୟ ଠାରୁ ରାଜ୍ୟର ଅଭିବୃଦ୍ଧି ହାର ଅଧିକ…

ହକିର ଏନ୍ତୁଡିଶାଳ ସୁନ୍ଦରଗଡ । ଯେଉଁଠି ଲୋକଙ୍କ ରକ୍ତରେ ରହିଛି ହକି, ଶିଶୁଟିଏ ଚାଲିବା ସହ ଧରିଥାଏ ହକି ଷ୍ଟିକ୍

କନକ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଏବେ ଉଠୁଛି ପଡୁଛି ପୂରା ଓଡିଶା । ରାଜ୍ୟର ପ୍ରତ୍ୟେକ ଲୋକଙ୍କ ମୁହଁରେ ଏବେ ହକିକୁ ନେଇ ଚର୍ଚ୍ଚା । ରାଜ୍ୟବାସୀଙ୍କୁ ସତେ ଯେମିତି କିମିଆ କରିଛି ହକି । ଏହି ସର୍ମ୍ପକ ଏବେକାର ନୁହେଁ କାହିଁ କେଉଁ କାଳରୁ ହକିକୁ ମନ ଦେଇ ବସିଛନ୍ତି ଓଡିଶା ବାସୀ । ଖାସ୍…