Daily Archives

December 5, 2018

୨୦୧୯ ନିର୍ବାଚନ ପାଇଁ କୋରାପୁଟରେ ସରଗରମ ରାଜନୀତି ପାଣିପାଗ ! ଗଳି କନ୍ଦିରେ ଚାଲିଛି ରାଜନୈତିକ ଚର୍ଚ୍ଚା

କନକ ବ୍ୟୁରୋ : ଆଗାମୀ ନିର୍ବାଚନ ପାଇଁ ଚଳଚଂଚଳ କୋରାପୁଟ । ପ୍ରତି ଗଳି କନ୍ଦିରେ ନେତାଙ୍କ ଅପେକ୍ଷା କର୍ମୀଙ୍କ ପ୍ରବଳ ଭିଡ଼ । ଦୋକାନ ବଜାର ସବୁ ରାଜନୈତିକ ଚର୍ଚ୍ଚା । ଗତ ନିର୍ବାଚନ ତଥ୍ୟ ଅନୁସାରେ ଜିଲ୍ଲାର ୧୪ଟି ବ୍ଲକରେ ମୋଟ ୮ ଲକ୍ଷ ୧୬ ହଜାର ୫୭୯ ଜଣ ଭୋଟର ଅଛନ୍ତି । ଯେଉଁମାନେ ୫ଟି…

ସମ୍ବଲପୁରରେ ସଫଳ ହେଲା କଳାଧାନ ଚାଷ ! ୩୦ କିଲୋ ବିହନରୁ ୧୫ ଟନ୍ ଧାନ ଅମଳ କଲେ ଯୁଯୁମରାର ଯୁବ ଚାଷୀ ଚେତନ

କନକ ବ୍ୟୁରୋ : ସମ୍ବଲପୁର ଯୁଯୁମୁରା ଅଂଚଳ ବିରସିଂହପଡାରେ ଚାଷ ହେଉଛି କଳା ଧନ । ଏହି ଧାନର ଧାନ ଗଛ ଠାରୁ ଚାଉଳ ଯାଏଁ ସବୁର ରଙ୍ଗ କଳା ହୋଇଥିବା ବେଳେ ଏଥିରେ ଭରି ରହିଛି ଔଷଧିୟ ଗୁଣ  । ଏହି କଳାଧାନ ଚାଉଳ କିଲୋ ପ୍ରତି ୨ଶହରୁ ୩ ଶହ ଟଙ୍କାରେ ବ୍ରିକ୍ରି ହେଉଥିବା ବେଳେ ଏହାର ବିହନର କେଜି…

ଶୀତର କୋଳରେ ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି ! ଦିନରେ ୨୫, ରାତିରେ ୧୩ ଡିଗ୍ରୀ ତଳେ ପାରଦ

କନକ ବ୍ୟୁରୋ : ଓଡିଶାର କାଶ୍ମୀରରେ ଶୀତର ଅନୁଭବ ଖୁବ୍ ନିଆରା । ତା’ ସାଙ୍ଗକୁ ପ୍ରକୃତିର ସୌନ୍ଦର୍ଯ୍ୟ ଲୋକଙ୍କୁ ବିମୋହିତ କରୁଛି । ଦାରିଙ୍ଗବାଡ଼ିରେ ଥିବା ପାଇନ୍ ଜଙ୍ଗଲ, କଫି ବଗିଚା, ଜଳ ପ୍ରପାତ ଦେଖିବା ପାଇଁ ପର୍ଯ୍ୟଟଙ୍କ ଗହଳି ଆରମ୍ଭ ହୋଇଗଲାଣି । ଦିନରେ ତାପମାତ୍ରା  ୨୫ଡ଼ିଗ୍ରୀ ତଳେ…

ଚୁଟି ଠାରୁ ୨୦୦୦ ଗୁଣ ପତଳା ଚିମୁଟା କହିବ ଆପଣଙ୍କୁ ହୋଇଛି କେଉଁ ରୋଗ ! ସର୍ଜରୀ ସମୟରେ ଡାକ୍ତରଙ୍କୁ କରିବ ସାହାଯ୍ୟ ।

ରୁଟି ଶେକିବା ଭଳି କାମ ଆପଣ ଚିମୁଟାର ସାହାଯ୍ୟ ନେଇ କରିଥିବେ ଏଥିରେ କୌଣସି ସନ୍ଦେହ ନାହିଁ କିନ୍ତୁ କେବେ ଭାବିଛନ୍ତି ଦେହର ରୋଗକୁ ଚିହ୍ନିବାରେ ଚିମୁଟା ଆପଣଙ୍କ ସହାୟତା କରିପାରିବ । ଭ୍ରାନ୍ତ ଭଳି ଲାଗୁଥିଲେ ହେଁ କଥାଟି ସତ ଆଜ୍ଞା ଲଣ୍ଡନର ବୈଜ୍ଞାନିକମାନେ ଗ୍ଲାସର ଏକ ଚିମୁଟା ପ୍ରସ୍ତୁତ…

ଟ୍ରେନରେ ଲାଗିବ ସିସିଟିଭି ! ଯାତ୍ରୀଙ୍କ ସୁବିଧା ପାଇଁ ଡିିଜିପିଙ୍କ କ୍ୟାମ୍ପରେ ହୋଇଥିବା ବୈଠକରେ ନିଷ୍ପତି

କନକ ବ୍ୟୁରୋ : ଟ୍ରେନରେ ଲାଗିବ ସିସିଟିଭି । ଟ୍ରେନରେ ଯାତ୍ରା ସମୟରେ କିଭଳି ଯାତ୍ରୀଙ୍କର କୌଣସି ଅସୁବିଧା ନହୁଏ ସେନେଇ ଡିିଜିପିଙ୍କ କ୍ୟାମ୍ପରେ ଆଜି ଏକ ବୈଠକ ବସିଛି । ବୈଠକରେ ଯାତ୍ରୀଙ୍କ ସୁରକ୍ଷା, ସୁବିଧା ଓ ନକ୍ସଲ ଆକ୍ରମଣ ଉପରେ ଆଲୋଚନା ହୋଇଛି । ଆରପିଏଫ ଓ ଜିଆରପି ମଧ୍ୟ ସମନ୍ୱୟ…

ବୁଲନ୍ଦସହର ହିଂସାକାଣ୍ଡ ଘଟଣାକୁ ନେଇ ବଢୁଛି ରାଜନୀତି : ଅମିତ ଶାହ କହିଲେ ତଦନ୍ତ ଚାଲିଛି, ଏହାକୁ ନେଇ ରାଜନୀତି…

କନକ ବ୍ୟୁରୋ : ବୁଲନ୍ଦସହର ହିଂସାକାଣ୍ଡ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହା ଏକ ସୁକଳ୍ପିତ ଷଡଯନ୍ତ୍ର  ବୋଲି  କଂଗ୍ରେସ କହିବା ପରେ ଏହାର ଜବାବ ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ରାଜସ୍ଥାନରେ ପ୍ରଚାର ଅବସରରେ ଶାହା କହିଛନ୍ତି ଏହା ଏକ ଦୁର୍ଭାଗ୍ୟପୂଣ୍ଣ ର୍…