Daily Archives

December 4, 2018

ଇଏ କିଭଳି ଗୋରକ୍ଷା ! ଯାହା ନେଇଯାଉଛି ଲୋକଙ୍କ ଜୀବନ, ବୁଲନ୍ଦସର କାହିଁକି ପାଲଟିଲା ବାରୁଦ ସହର ? 

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବୁଲନ୍ଦସରରେ ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟାକୁ ନେଇ ଉତେଜନା ବଢିବାରେ ଲାଗିଛି । ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ୭ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ବଜରଙ୍ଗ ଦଳ ସହ ଘଟଣାସ୍ଥଳରେ ଲୋକଙ୍କୁ…

ପୁରୁଷ ବିଶ୍ୱକପ ହକି : ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟ ବିସ୍ତାର, ୩-୦ରେ ବିଜୟୀ

କନକ ବ୍ୟୁରୋ: ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ତ୍ରୟୋଦଶ ମ୍ୟାଚରେ ଇଂଲଣ୍ଡ ବିରୋଧରେ ଅଷ୍ଟ୍ରେଲିଆ ନିଜର ପ୍ରାଧାନ୍ୟ ବିସ୍ତାର କରିଛି। କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ୩-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି। ଇଂଲଣ୍ଡ ବିପକ୍ଷରେ ମ୍ୟାଚ…

ବାଂଲାଦେଶରେ ରହିଛି ଜଗନ୍ନାଥଙ୍କ ନାଁରେ ନାମିତ ସ୍ଥାନ । ଜଗତରେ ବ୍ୟାପ୍ତ ଜଗନ୍ନାଥ ।

କନକ ବ୍ୟୁରୋ: ଭାରତ ବାଦ୍ ବିଭିନ୍ନ ଦେଶରେ ରହିଛି ଜଗନ୍ନାଥଙ୍କ ନାମରେ ନାମିତ ସ୍ଥାନ । ସାଂସ୍କୃତିକ ରୂପରେଖର ଅଧ୍ୟୟନ ପାଇଁ ସ୍ଥାନ ନାମକୁ ପ୍ରାମାଣିକ ତଥ୍ୟ ଭାବେ ନିଆଯାଇପାରେ । ବିଭିନ୍ନ ସମ୍ପ୍ରଦାୟର ସ୍ଥାନାନ୍ତର ଓ ଅତୀତର ମତବାଦ ସମ୍ପର୍କୀୟ ସ୍ତର ପରେ ସ୍ତର ହୋଇ ରହିଥିବା ଅବଲୁପ୍ତ…

ଶବ ବୋହିଲେ ବିଧାୟକ । ବଡ ହୃଦୟ ଦେଖାଇଲେ ଆଠଗଡ ବିଧାୟକ ରାଜା ସ୍ୱାଇଁ

କନକ ବ୍ୟୁରୋ: ବିଧାୟକଙ୍କ ମଣିଷପଣିଆକୁ ନେଇ ଚର୍ଚ୍ଚା । ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ନିଜ କାନ୍ଧରେ ଶବ ବୋହିଛନ୍ତି । ଆଠଗଡ ନିର୍ବାଚନ ମଣ୍ଡଳୀ କଣ୍ଡରେଇ ପଂଚାୟତ ସତ୍ୟନାରାୟଣ ପୁର ଗାଁରେ ରାମଚନ୍ଦ୍ର ଦାସଙ୍କ ଆଜି ସକାଳେ ପରଲୋକ ହୋଇଥିଲା । ଖବର ପାଇବା ମାତ୍ରେ ବିଧାୟକ…

ବଦଳିଲା ଦିଲ୍ଲୀ ଡେୟାରଡେଭିଲ୍ସର ନାଁ ! ନୂଆ ପରିଚୟ, ନୂଆ ଅଧିନାୟକ ନେଇ ଏଥର ପଡିଆକୁ ଓହ୍ଲାଇବ ଦଳ ।

କ୍ରିକେଟର ଜଗତର ସବୁଠାରୁ ବଡ ଟୁର୍ଣ୍ଣାମେଣ୍ଟ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇଁ ଖେଳାଳୀ ନିଲାମୀ ଆଗାମୀ ଡିସେମ୍ବର ମାସ ୧୮ ତାରିଖରେ ହେବ । ତେବେ ଏହା ପୂର୍ବରୁ ସାମ୍ନାକୁ ଆସିଛି ଏକ ବଡ ଖବର । ଗତ କିଛି ସିଜିନ୍ ଧରି ଆଇପିଏଲରେ ଖରାପ ପ୍ରଦର୍ଶନ କରୁଥିବା ଦିଲ୍ଲୀ ଡେୟାରଡେଭିଲ୍ସ ଚଳିତଥର…

ମୟୁରଭଞ୍ଜରେ ମହାପରୀକ୍ଷା । ଉପନିର୍ବାଚନ ପାଇଁ ଘମାଘୋଟ୍ ପ୍ରଚାର , କାହା ହାତକୁ ଯିବ ଜିଲ୍ଲାପରିଷଦ ଆସନ ?

କନକ ବ୍ୟୁରୋ: ମୟୁରଭଞ୍ଜରେ ଏବେ ରାଜନୀତି ତାତି । ଆସନ୍ତା ଡିସେମ୍ବର ୬ ତାରିଖରେ ଦେଖିବାକୁ ମିଳିବ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡ଼ା ଟକ୍କର । କାରଣ ମୟୁରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ବିଜାତଳା ବ୍ଲକର ୩୨ ନମ୍ବର ଜୋନରେ ହେବ ଜିଲ୍ଲାପରିଷଦ ଉପନିର୍ବାଚନ । ଗତ ଜିଲ୍ଲାପରିଷଦ…