Daily Archives

December 4, 2018

ଏବେବି ବଞ୍ଚିଛି ମଣିଷ ପଣିଆ ! ପ୍ରଶାସନ, ସାମ୍ବାଦିକ ଓ ଆଇନଜୀବୀ ମିଶି କଲେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ।

କନକ ବ୍ୟୁରୋ : ଏବେ ବି ବଂଚିଛି ମଣିଷ ପଣିଆ । ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ଆଇନଜୀବୀ ମିଶି କଲେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ବାଂଜିପାଲି ଗାଁରେ ନାଥ ବାବା ନାମକ ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଆସି ମାଗି ଜାଚି ଖାଉଥିଲା । କିଛି ଦିନ ହେବ…

ଭାରତୀୟ ହକି ଦଳଙ୍କ ସହ ଦିନଟିଏ ! ଜିଲ୍ଲାପାଳଙ୍କ ସହ ମଧ୍ୟାହ୍ନ ଭୋଜନ ସହ ବେଳାଭୂମିରେ କଲେ ମଉଜ ମସ୍ତି ।

କନକ ବ୍ୟୁରୋ: ଆସନ୍ତା ଶନିବାର ଦିନ ଖେଳାଯିବାକୁ ଥିବା ହକି ବିଶ୍ୱକପର ନିର୍ଣ୍ଣାୟକ ମ୍ୟାଚ୍ ପୂର୍ବରୁ ମନକୁ ହାଲକା କରିବା ପାଇଁ ପୁରୀରେ ଭାରତୀୟ ହକି ଖେଳାଳୀଙ୍କୁ ଦେଖିବାକୁ ମିଳିଛି  । ପୁରୀ ବେଳାଭୂମିରେ ମସ୍ତି କରୁଛନ୍ତି ଭାରତୀୟ ହକି ଟିମ୍ । ସାରା ରାଜ୍ୟରେ ଏବେ ହକି ଫିଭର ।  ଗତ…

ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିକୁ ରାଜ୍ୟ ପିସିସିର ଅର୍ଥ ପ୍ରଦାନ । ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ୨୦ ଲକ୍ଷର…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ କଂଗ୍ରେସ ଓ ଏଆଇସିସି ଟିମ । ଆଇଜିଏଚ ସୁପର ସ୍ପେଶାଲିଟି ମେଡିକାଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଅର୍ଥ ଦାନ କରିଛି ପିିସିସି । ପିଏମଓରେ ୨୦ ଲକ୍ଷ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ…

ଜୀବନ ଯୁଦ୍ଧରେ ହାରିଗଲେ ବ୍ୟାସନଗରର ‘ଝୁମା’ । ସ୍ୱାମୀର ନିସ୍ତୁକ ମାଡ ଓ ଲୁହା ଚେଙ୍କ ଖାଇ ଗୁରୁତର ଅବସ୍ଥାରେ ହେଉଥିଲେ…

କନକ ବ୍ୟୁରୋ: ସନ୍ଦେହୀ ସ୍ୱାମୀ ସାଜିଲା ସଇତାନ । ଯାହାକୁ ଦିନେ ଭଲ ପାଇ ବାହା ହୋଇଥିଲେ ସେ ସାଜିଲା ଘାତକ । ସ୍ୱାମୀର ନିସ୍ତୁକ ମାଡ ଓ ଲୁହା ଚେଙ୍କ ଖାଇ ଗୁରୁତର ହୋଇପଡିଥିବା ସ୍ତ୍ରୀ ଜୀବନ ଯୁଦ୍ଧରେ ହାରି ଯାଇଛି । ଯାଜପୁର ବ୍ୟାସନଗର ପୌରାଂଚଳ ପଦ୍ମପୁର ଅଂଚଳର ଝୁମା ୮ ଦିନ ଧରି କଟକ…

ପୋଲିସ୍ ହେବ ତ ଏମିତି ! ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ରାସ୍ତାରୁ ଉଠାଇ ନିଜ ଗାଡିରେ ଡାକ୍ତରଖାନା ପଠାଇଲେ ବରଗଡ ଏସପି

କନକ ବ୍ୟୁରୋ: ପୋଲିସ ହେବ ତ ଏମିତି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ରାସ୍ତାରୁ ଉଠାଇ ନିଜ ଗାଡ଼ିରେ ଡ଼ାକ୍ତରଖାନା ପଠାଇଲେ ବରଗଡ଼ ଏସପି ମୁକେଶ କୁମାର ଭାସୁ । ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥରେ ଦୁଇ ଜଣ ବାଇକ ଆରୋହି ଦୁର୍ଘଟଣାର ଶିକାର ହୋଇ ଛଟପଟ ହେଉଥିବା ସେମାନଙ୍କୁ ଦେଖିଥିଲେ ଏସପି ମୁକେଶ…

ସରିଲା ପୁରୀରେ ଆୟୋଜିତ ନୀତି ସବ୍-କମିଟି ବୈଠକ : ରାତି ସାଢେ ୧୧ଟାରେ ପହୁଡ, ପାହାନ୍ତି ୩ଟାରେ ଦ୍ୱାର ଫିଟା ନୀତି

କନକ ବ୍ୟୁରୋ: ପୁରୀରେ ଆୟୋଜିତ ନୀତି ସବ୍-କମିଟି ବୈଠକ ଶେଷ ହୋଇଛି। ଏହି ବୈଠକ ସରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଆୟୋଜିତ ହୋଇଥିବା ବୈଠକରେ ଡିସେମ୍ବର ୧୬ରୁ ଜାନୁଆରି ୧୩ ପର‌୍ୟ୍ୟନ୍ତ ହେବାକୁ ଥିବା ପହିଲି ଭୋଗ ନୀତି ଚୂଡାନ୍ତ ହୋଇଛି। ଏଥିସହିତ ରାତି…