Daily Archives

September 27, 2018

ଦେଶର ପ୍ରଥମ କମ୍ୟୁନିକେସନ ସାଟେଲାଇଟ୍ ଉଦ୍ଭାବନ କଲେ ଓଡ଼ିଆ ପୁଅ । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳିବ ସୂଚନା,…

କନକ ବ୍ୟୁରୋ: ଦେଶର ପ୍ରଥମ ସାଟେଲାଇଟ୍ କମ୍ୟୁନିକେସନ ବା ଉପଗ୍ରହ ଉଦ୍ଭାବନ କରିବା ପଛରେ ରହିଛି ଜଣେ ଓଡିଆଙ୍କର ହାତ । ଯାହାକି ଆସନ୍ତା ମାସରେ ଆମେରିକାରେ ମହାକାଶକୁ ଉତକ୍ଷେପଣ କରାଯିବ । ଏଭଳି ଏକ ବିରଳ କୃତ୍ୱୀତ୍ୱ ହାସଲ କରି ଚର୍ଚ୍ଚାକୁ ଆସିଛନ୍ତି ବ୍ରହ୍ମପୁରର ଯୁବ ମହାକାଶ ବିଜ୍ଞାନୀ…

ଦୀପାବଳି ପୂର୍ବରୁ ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ : ସୁବ୍ରମଣ୍ୟମ୍ ସ୍ୱାମୀ

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ କାର‌୍ୟ୍ୟ ଆସନ୍ତା ଦୀପାବଳି ପୂର୍ବରୁ ଆରମ୍ଭ ହେବ: ବୋଲି କହିଛନ୍ତି ବିଜେପି ସାଂସଦ ତଥା ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସୁବ୍ରମଣ୍ୟମ୍ ସ୍ୱାମୀ। ଅଯୋଧ୍ୟାରେ ବାବ୍ରୀ ମସଜିଦ୍- ରାମ ମନ୍ଦିର ବିବାଦ ମାମଲାର ଶୁଣାଣି ପାଇଁ ବୃହତ୍ତର ଖଣ୍ଡପୀଠର…

ଗାନ୍ଧୀଗିରି ଦେଖାଇଲେ ପ୍ରଫେସର! ଗୋଡେଇ ଗୋଡେଇ ଛୁଇଁଲେ ଏବିଭିପି କାର୍ଯ୍ୟକର୍ତ୍ତାଙ୍କ ପାଦ । ଭିଡିଓ ହେଲା ଭାଇରାଲ

ମଧ୍ୟପ୍ରଦେଶର ମନ୍ଦସୌରରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ପ୍ରଫେସର ଏବିଭିପି କାର୍ଯ୍ୟକର୍ତ୍ତାଙ୍କୁ ଗାନ୍ଧୀଗିରି ଦେଖାଇଛନ୍ତି ଓ ଛାତ୍ରଙ୍କ ପାଦ ଛୁଇଁଛନ୍ତି । ଏବିଭିପି କାର୍ଯ୍ୟକର୍ତ୍ତା ମନ୍ଦସୌରର ପିଜି କଲେଜରେ ସ୍ମାରକ ପତ୍ର ଦେବାକୁ ପହଂଚିଥିଲେ । ସେହି ସମୟରେ…

ମହମବତୀ ଓ ମୋବାଇଲ ଆଲୁଅରେ ଚାଲିଛି ରୋଗୀସେବା ! ସବୁବେଳେ ଲୋଭୋଲଟେଜ ସମସ୍ୟା ଯୋଗୁଁ ସମସ୍ତ ଯନ୍ତ୍ରାଶ ଖରାପ ।

ମହମବତୀ ଓ ମୋବାଇଲ ଲାଇଟରେ ଚାଲିଛି ରେଗୀ ସେବା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଗାଁର ପ୍ରତ୍ୟେକ ପରିବାର ନିର୍ଭରଶୀଳ ଥିବା ବେଳେ ଏଠାରେ ଏକ ବଡ ସମସ୍ୟା ସାଜିଛି ବିଦ୍ୟୁତ ସରବରାହ ।…

ବ୍ରହ୍ମବିଭ୍ରାଟ : ଆସିଲା ରିପୋର୍ଟ ହେଲେ ଖୋଲିବନି ରହସ୍ୟ, ଲୋକେ ଜାଣିବେନି କାହିଁକି ବିଳମ୍ବରେ ହେଲା ବ୍ରହ୍ମବଦଳ ।…

କନକ ବ୍ୟୁରୋ : ରହସ୍ୟରେ ରହିଯିବ ବ୍ରହ୍ମବିଭ୍ରାଟ ଘଟଣା । ୨୦୧୫ରେ ମହାପ୍ରଭୁଙ୍କ ବ୍ରହ୍ମବିଭ୍ରାଟ ଘଟଣା ପୂରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ଏହାର ରିପୋର୍ଟ ସାର୍ବଜନୀନ କରାଯିବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ଶ୍ରୀମନ୍ଦିର ଗୁପ୍ତ ନୀତି ଏହି ରିପୋର୍ଟରେ ଉଲ୍ଲେଖ ଥିବାରୁ…

ନାଗ ଗଲା ଡାକ୍ତରଖାନା : ନାଗକୁ ଧରି ଡାକ୍ତରଖାନା ଗଲେ ସାପ କାମୁଡା ରୋଗୀ, ମେଡିକାଲରେ ଦେଖିବାକୁ ମିଳିଛି ଅଭାବନୀୟ…

କନକ ବ୍ୟୁରୋ : ନାଗ ଗଲା ଡାକ୍ତରଖାନା । ସାପକୁ ଧରି ଡାକ୍ତରଖାନା ଗଲେ ସାପ କାମୁଡା ରୋଗୀ । ଚାନ୍ଦବାଲି ମେଡିକାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ହାତରେ ସାପ ଧରି ଡାକ୍ତରଖାନାରେ ପହଂଚିଥିଲେ । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭଦ୍ରକ ଚାନ୍ଦବାଲି…