Daily Archives

September 27, 2018

ଜୟପୁରରେ ଗୁଳିକାଣ୍ଡକୁ ନେଇ ତେଜିଲା ରାଜନୀତି ! ମୁହାଁମୁହିଁ କଂଗ୍ରେସ-ବିଜେଡି, ଘଟଣାରେ ବିଜେଡି ନେତାଙ୍କ ସଂପୃକ୍ତି…

କନକ ବ୍ୟୁରୋ : ଗୁଳିମାଡ଼କୁ ନେଇ ଜୋର ଧରିଲା ରାଜନୀତି । ଅପରାଧୀଙ୍କୁ ନେଇ କଂଗ୍ରେସ ଓ ବିଜେଡ଼ି ନେତା ମୁହାଁମୁହିଁ ହୋଇଛନ୍ତି । ସପ୍ତାହ ଭିତରେ ଅପରାଧିଙ୍କୁ ବାନ୍ଧ ନହେଲେ କଂଗ୍ରେସ ରାଜରାସ୍ତାକୁ ଓଲ୍ଳାଇବ ।  ବିଜେଡ଼ି କହିଲା ନିଜେ କାଚ ଘରେ ରହି ଅନ୍ୟକୁ ଟେକା ଫୋପାଡ଼ନ୍ତୁ ନାହିଁ । କିଛି…

ସମୁଦ୍ର ଭିତରେ ୪୯ ଦିନର ସଂଘର୍ଷ ! ନା ଥିଲା ପିଇବା ପାଣି ନା ଥିଲା ଖାଦ୍ୟ, ଜାଣନ୍ତୁ କିପରି ମୃତ୍ୟୁ ଉପରେ ବିଜୟ ହାସଲ…

କନକ ବ୍ୟୁରୋ : ବଂଚି ରହିବା ପାଇଁ ସମୁଦ୍ରରେ ୪୯ଦିନ ପର୍ଯ୍ୟନ୍ତ ସଂଘର୍ଷ । ଘଟଣାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଘଟଣାଟି ସତ । ଭୋକ, ଶୋଷ, ଥଣ୍ଡା, ଭୟ ଓ ନିସଙ୍ଗ ସବୁ ହାର ମାନିଛି ବଂଚି ରହିବାର ଦୃଢ ମନୋବଳ ଆଗରେ । ପ୍ରାୟ ଦେଢ ମାସ ଧରି ଅକାତକାତ ପାଣିରେ ଫସି ରହିବା…

ଶିବଭକ୍ତ ପରେ ରାମଭକ୍ତ ସାଜିଲେ ରାହୁଲ ! ଚିତ୍ରକୂଟ କାମତାନାଥ ମନ୍ଦିରରେ କଲେ ପୂଜାର୍ଚ୍ଚନା, ସହରରେ ରାମଭକ୍ତ…

କନକ ବ୍ୟୁରୋ : ଶିବଭକ୍ତ ରାହୁଲ ସାଜିଲେ ରାମଭକ୍ତ । ମଧ୍ୟପ୍ରଦେଶ ଗସ୍ତ କରିଛନ୍ତିି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତାଙ୍କ ଗସ୍ତ ଅବସରରେ ରାହୁଲ ଚିତ୍ରକୂଟର କାମତାନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି । ସେଠାରେ ସାଧୁସନ୍ଥଙ୍କୁ ଭେଟି ରାହୁଲ ଆଲୋଚନା କରିଛନ୍ତି । ସବୁବେଳେ ଶିବ…

ଖୁସିଖବର ! ଏଣିକି ଘରେ ମାଗଣାରେ ଲଗାଇପାରିବେ ସୋଲାର ପ୍ୟାନେଲ, କମ୍ପାନୀ ଉଠାଇବ ସମସ୍ତ ଖର୍ଚ୍ଚ

ଯଦି ଆପଣଙ୍କ ଘର ଦିଲ୍ଲୀରେ ଅଛି, ତେବେ ଏହି ଖବର ଆପଣଙ୍କ କାମରେ ଆସିବ । ଏବେ ଆପଣ ଘରୋଇ ବିଜୁଳିର ଆବଶ୍ୟକତା ପାଇଁ ସୋଲାର ପ୍ୟାନେଲ୍ ଲଗାଇପାରିବେ । ଦିଲ୍ଲୀ ସରକାରଙ୍କ ମନ୍ତ୍ରୀମଣ୍ଡଳ ଘରୋଇ ଉପଯୋଗ ପାଇଁ ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ଉପରେ ନିର୍ଣ୍ଣୟ ନେଇଛନ୍ତି । ଗ୍ରାହକଙ୍କୁ ସୋଲାର…

ସର୍ଜିକାଲ ଷ୍ଟ୍ରାଇକର ନୂଆ ଭିଡ଼ିଓ । ପାକିସ୍ତାନ ଉପରେ ସେନା କରିଥିବା ଅପରେସନର ଲାଇଭ ଭିଡ଼ିଓ ।

ପୁଣି ସାମ୍ନାକୁ ଆସିଲା ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଦ୍ୱିତୀୟ ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ନୂଆ ଭିଡିଓ ସାମ୍ନାକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୯ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା। ଏଲଓସି ଅତିକ୍ରମ ପାକ୍…

ନବଜାତ ଶିଶୁର କଟା ମୁଣ୍ଡକୁ ଧରି ହସ୍ପିଟାଲରେ ଘୂରିବୁଲିଲା କୁକୁର ! ଯିଏ ଦେଖିଲା ସିଏ ହୋଇଗଲା ସ୍ତବ୍ଧ ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ସେତେବେଳେ ଚାଞ୍ଚଲ୍ୟ ଖେଳି ଯାଇଥିଲା, ଯେତେବେଳେ ଏକ ନବଜାତ ଶିଶୁର କଟା ମୁଣ୍ଡକୁ ଏକ କୁକୁର ମୁହଁରେ ନେଇ ବୁଲୁଥିବାର ଦେଖାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସର ସୁନ୍ଦର ଲାଲ…