Daily Archives

September 21, 2018

ସମ୍ବଲପୁରରେ ଭାଇଚାରାର ନିଆରା ନିଦର୍ଶନ : ମହରମ୍ ଅବସରରେ ହିନ୍ଦୁ ପଢିଆରୀ ଘରୁ ବାହାରିଲା ତାଜିଆ ଶୋଭାଯାତ୍ରା

କନକ ବ୍ୟୁରୋ : ଆଜି ହେଉଛି ମୁସଲସାନଙ୍କ ପବିତ୍ର ମହରମ ପର୍ବ । ଇମାମ ହସନଙ୍କ ସ୍ମୃତିରେ ତ୍ୟାଗ ଓ ବଳିଦାନରଏହି ପର୍ବକୁ ମୁସଲମାନ ସଂପ୍ରଦାୟର ଲୋକେ ଏହି ପର୍ବ ପାଳନ କରିଥାନ୍ତି । କିନ୍ତୁ ସମ୍ବଲପୁର ମୋଦିପଡ଼ା ଠାରେ ଏକ ହିନ୍ଦୁ ପଢ଼ିଆରୀ ପରିବାର ଏହି ପର୍ବକୁ ଦୀର୍ଘ ୩୫୩ ବର୍ଷ ଧରି ଶ୍ରଦ୍ଧା…

ସରକାରଙ୍କ ବଡ ନିଷ୍ପତି ! ଏକରୁ ଅଧିକ ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ଉପରେ ଲାଗିବ ଅଙ୍କୁଶ ।

ଡ୍ରାଇଭିଂ ଲାଇସେନ୍ସ ଜାରି କରିବାକୁ ନେଇ କୌଣସି ଆଇନ କାନୁନ ନଥିବା କାରଣରୁ ସାଧାରଣତଃ ଜଣେ ଲୋକ ପାଖରେ ଏକରୁ ଅଧିକ ଡ୍ରାଇଭିଙ୍ଗ ଲାଇସେନ୍ସ ହୋଇଯାଇଥାଏ । ଏପରି ପରିସ୍ଥିତିରୁ ବାହାରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ ପଦକ୍ଷପ ନେବାକୁ ଯାଉଛନ୍ତି । ସୂଚନା ମୁତାବକ, ବିନା…

୨୦୧୯ରେ ନିର୍ବାଚନ ଲଢିବେ କି ଦ୍ରାବିଡ ? ଜାଣନ୍ତୁ ହସି ହସି କଣ ଉତ୍ତର ଦେଲେ ‘ଦ ୱାଲ’

ଅଧିକାଂଶ କ୍ରିକେଟର ଓ ସେଲିବ୍ରିଟି ୨୦୧୯ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଏବେଠୁ ଚର୍ଚ୍ଚା ଜୋର ଧରିଛି । ଖାସକରି କ୍ରିକେଟର ଭାବେ ଗୌତମ ଗମ୍ଭୀର, ବିରେନ୍ଦ୍ର ସେହୱାଗ ଓ ରାହୁଲ ଦ୍ରାବିଡ ନିର୍ବାଚନ ଲଢିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏସବୁ ଭିତରେ ଯେତେବେଳେ ଭାରତୀୟ…

ଶ୍ରୀମନ୍ଦିର ସଂସ୍କାର ପାଇଁ ପୁରୀରେ ଆମିକସକ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଶ୍ରୀମନ୍ଦିର ପ୍ରଶାସନ, ଶଙ୍କରାଚାର୍ଯ୍ୟ ଓ ୩…

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ଆମିକସକ୍ୟୁରି ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରୁଛନ୍ତି । ଆଜି ସକାଳୁ ସକାଳୁ ଆମିକସକ୍ୟୁରି ଗୋପାଳ ସୁବ୍ରମଣ୍ୟମ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଏହା ପରେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ ।…

୩ ପୋଲିସକୁ ହତ୍ୟା କଲେ ଆତଙ୍କବାଦୀ, ଭୟରେ ଚାକରି ଛାଡିଲେ ୭ ପୋଲିସକର୍ମୀ । ଭିଡିଓ କରି ଦେଲେ ପ୍ରମାଣ

ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ମାନେ ପୁଣିଥରେ କାୟା ବିସ୍ତାର କରିବାରେ ଲାଗିଲେଣି । ଖୋଲାଖୋଲି ଭାବେ ପୁଲିସକୁ ମାରିବାକୁ ଧମକ ମଧ୍ୟ ଦେଉଛନ୍ତି । ଯାହାର ପ୍ରଭାବ ଏବେ ଜମ୍ମୁ-କାଶ୍ମୀରର ପୋଲିସ ବିଭାଗ ଉପରେ ପଡିଛି । ଆତଙ୍କବାଦ ସଂଗଠନ ହିଜ୍ବୁଲ୍ ମୁଜାହିଦ୍ଦିନ୍ ପକ୍ଷରୁ ‘ଇସ୍ତଫା ଦିଅ ନଚେତ…

ପୁରୁଷ ହକି ବିଶ୍ୱକପ ଉଦଘାଟନୀ ଉତ୍ସବରେ ଲାଗିବ ତଡ଼କା । ଟାଇଟେଲ ସଂଗୀତକୁ ପରିବେଷଣ କରିବେ ଓସ୍କାର ବିଜେତା ଏ.ଆର…

କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପ ଉଦ୍-ଘାଟନୀ ସଂଗୀତ ଗାଇବେ ଓସ୍କାର ବିଜେତା ଏ.ଆର ରେହେମାନ । ଆସନ୍ତା ନଭେମ୍ବର ୨୮ ତାରିଖରେ ହେବାକୁଥିବା ପୁରୁଷ ହକି ବିଶ୍ୱକପର ଉଦ୍-ଘାଟନୀ ଅବସରରେ ସଙ୍ଗୀତ ପରିବେଷଣ କରିବେ ରେହେମାନ । ସୁଚନା ମୁତାବକ ପ୍ରଖ୍ୟାତ ଗିତିକାର ଗୁଲଜାରଙ୍କ ସହ ମିଶି ଏହି…