Daily Archives

September 21, 2018

ଗୋଟିଏ ଗୋଡ଼ ହରାଇବା ସତ୍ୱେ କାହା ପାଖରେ ହାତ ପତାନ୍ତିନି ଏହି ବୃଦ୍ଧ : କଠିନ ପରିଶ୍ରମ କରି ପୋଷୁଛନ୍ତି ପେଟ । ଭିଡିଓ…

ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହାକୁ ଦେଖି ଆପଣଙ୍କ ଆଖିରୁ ଝରି ପଡିବ ଲୁହ । ଶରୀରର ଗୋଟିଏ ଅଙ୍ଗ ହରାଇବା ପରେ ଲୋକ ଡିପ୍ରେସନରେ ଚାଲିଯାଆନ୍ତି ଓ କିଛି କରିପାରନ୍ତିନି । କିନ୍ତୁ କିଛି ଲୋକ ସାହସର ସହିତ କଠିନ ପରିଶ୍ରମ କରନ୍ତି । ପେଟ ପାଳିବା ପାଇଁ ଭିକ ମାଗିବା…

ଅଚଳ ହୋଇପାରେ ସମସ୍ତ ବ୍ୟାଙ୍କର ଏଟିଏମ କାର୍ଡ ? ମେସିନରେ କାମ କରିବନି ଆପଣଙ୍କ କାର୍ଡ । ତେବେ ନୂଆ କାର୍ଡ ପାଇଁ ଏଭଳି…

କେବଳ ଏସବିଆଇର ଡେବିଟ୍ କାର୍ଡ ନୁହେଁ ବରଂ ସବୁ ବ୍ୟାଙ୍କର ଏଟିଏମ କାର୍ଡ ତଥା ମ୍ୟାଗଷ୍ଟ୍ରିପ୍ ବାଲା ସମସ୍ତ ଏଟିଏମ କାର୍ଡ ଏବେ ହୋଇଯିବ ଅଚଳ । ପୂର୍ବରୁ ଆପଣ କେବଳ ଏସବିଆଇର ଡେବିଟ୍ କାର୍ଡ ୩୧ ଡିସେମ୍ବର ପରେ ବନ୍ଦ ହୋଇଯିବା ଖବର ପଢିଥିଲେ । ମାତ୍ର ଏବେ ଏବେ ଖବର ଆସିଛି କି, ଏହି ନିୟମ…

ଭାରତୀୟ ନୌସେନାରେ ଚାକିରୀ କରିବାକୁ ଚାହୁଁଛନ୍ତି କି ? ବାହାରି ଯାଇଛି ନିଯୁକ୍ତି ସୁଯୋଗ,ଏଭଳି ପ୍ରକ୍ରିୟାରେ ଆବେଦନ…

ଭାରତୀୟ ନୌସେନା ପକ୍ଷରୁ ଆବେଦନ ପାଇଁ ନୋଟିଫିକେସନ୍ ଜାରୀ କରାଯାଇଛି । ଏଥି ଅନୁଯାୟୀ କାର୍ଯ୍ୟକାରୀ ଶାଖା (ଲଜିଷ୍ଟିକ୍ସ ଏବଂ ଲ କେଡର) ଅଧିକାରୀ ପଦବୀ ପାଇଁ ଭ୍ୟାକେନ୍ସି ବାହାରି ଯାଇଛି । ଉଭୟ ପୁରୁଷ/ମହିଳା ପ୍ରାର୍ଥୀଙ୍କ ପାଇଁ ଏହି ପଦବୀ ବାହାରିଛି । ସର୍ଟ ସର୍ଭିସ୍ କମିଶନ (ଏସଏସସି)…

ଭାରତରେ ୨୦୨୨ରେ ଚାଲିବ ପ୍ରଥମ ବୁଲେଟ୍ ଟ୍ରେନ୍ : ଜାଣନ୍ତୁ କ’ଣ ରହିବ ଷ୍ଟେସନଗୁଡିକର ବିଶେଷତ୍ୱ

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ୨୦୨୨ରେ ଚାଲିବ ଓ ବୁଲେଟ୍ ଟ୍ରେନ୍ ସହ ଜଡିତ ସମସ୍ତ ଜିନିଷ ବିଶେଷ ହେବ । ବୁଲେଟ୍ ଟ୍ରେନ୍ ଗୁଡିକରେ ଆଧୁନିକତା ଓ ଭାରତୀୟତାର ପରିଚୟ ନଜର ଆସୁ ବୋଲି ସରକାର ପ୍ରଚେଷ୍ଟା ଚଳାଇଛନ୍ତି । ଆଧୁନିକତାର ଛାପ ପଡିବ ଷ୍ଟେସନ ଗୁଡିକରେ । ଯେଉଁଠି ବୁଲେଟ୍ ଟ୍ରେନରେ ସମସ୍ତ…

ଜିଓକୁ କଡା ଟକ୍କର ଦେବା ପାଇଁ ଏବେ ବଜାରରେ ନୂଆ ଅଫର ଲଞ୍ଚ କଲା ଏୟାରଟେଲ, ଜାଣନ୍ତୁ କଣ କଣ ସୁବିଧା ମିଳିବ ଏହି ଅଫରରେ

କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ସାରା ଦେଶରେ ଟେଲିକମ କମ୍ପାନୀମାନେ ବିଭିନ୍ନ ପ୍ରକାରର ଅଫର ଦେଇ ଲୋକମାନଙ୍କୁ ନିଜ କମ୍ପାନୀର ଗ୍ରାହକ ହେବା ପାଇଁ ଆକୃଷ୍ଟ କରୁଥିବାର ଦେଖାଯାଇଛି । ତେବେ ଜିଓ ସାରା ଦେଶରେ ଯେପରି ଭାବରେ ଦମଦାର ଅଫର ଦେଇ ସାରା ଭାରତର ଲୋକମାନଙ୍କୁ ନିଜ ଆଡକୁ ନେଉଛି ତାହା…

ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ ଆୟାରଙ୍କ ଅଶାଳୀନ ମନ୍ତବ୍ୟ ପ୍ରସଙ୍ଗ । ଆସନ୍ତାକାଲି ବସିବ ଗୃହ କମିଟି ବୈଠକ ।

କନକ ବ୍ୟୁରୋ: ଓଡିଶା ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଏବଂ ବିଧାୟକମାନଙ୍କୁ ମୁର୍ଖ ଭଳି ବୟାନ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ପାଇଁ କାଲି ବସିବ ଗୃହ କମିଟି ବୈଠକ । ଗତକାଲି ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହ କମିଟି ଗଠନ ହୋଇଥିଲା । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ…