Daily Archives

September 19, 2018

ଝାରସୁଗୁଡା ବିମାନ ବନ୍ଦର ପାଇଁ ଶ୍ରେୟର ଲଢେଇ ! ପୋଷ୍ଟର, ହୋର୍ଡିଂ ମାରି ନିଜ ନିଜ ଅବଦାନକୁ ଦର୍ଶାଇଲେ ବିଜେଡି,…

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରେ ଉଦଘାଟିତ ହେବ ଓଡ଼ିଶାର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦଘାଟନ କରିବା ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆଉ ନରେନ୍ଦ୍ର ମୋଦିଙ୍କ ଏହି ଗସ୍ତ ପୂର୍ବରୁ ଝାରସୁଗୁଡ଼ାରେ ଦେଖିବାକୁ…

ଜୀବନରେ କେବେ ଜିତିପାରିବେନି ବିଷ୍ଣୁ ! ଜଗତସିଂହପୁର ଜିଲ୍ଲା ସଭାପତିଙ୍କୁ ଦାମଙ୍କ ନାଲି ଆଖି

କନକ ବ୍ୟୁରୋ : ବିଜେଡିରୁ ବହିଷ୍କୃତ ହେବାର ପାଖାପାଖି ଗୋଟିଏ ସପ୍ତାହ ବିତିଗଲାଣି । କିନ୍ତୁ ଏଯାଏଁ ଦାମଙ୍କ ତୁଣ୍ଡ ବନ୍ଦ ହେବାର ନାଁ ନେଉଁନାହିଁ । ପ୍ରତିଦିନ ଦାମଙ୍କ ଗୋଟିଏ ପରେ ଗୋଟିଏ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରୁଛି । ଏସବୁ ଭିତରେ ପୁଣିଥରେ ମୁହଁ ଖୋଲିଛନ୍ତି ଦାମ ।…

୪୫ ଦିନରେ ୫୦୦ କୋଟି ଟଙ୍କାର ମିଶନ୍ ! ଚାନ୍ଦା ଆଦାୟ କରି ନିର୍ବାଚନ ଲଢିବ କଂଗ୍ରେସ ?

ନିର୍ବାଚନ ଲଢିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ ! ଗତ କିଛି ମାସ ଧରି ଏଭଳି କହିଆସୁଛି କଂଗ୍ରେସ ଦଳ । ଲୋକସଭା ନିର୍ବାଚନକୁ ଆଉ ପାଖାପାଖି ୬ ମାସର ସମୟ ରହିଛି । ଆଉ ନିର୍ବାଚନ ଲଢିବା ପାଇଁ କଂଗ୍ରେସ ଫଣ୍ଡ ଏକାଠି କରିବାରେ  ବ୍ୟସ୍ତ । ଆଉ ସବୁଠାରୁ ବଡ କଥା ହେଉଛି ଫଣ୍ଡ ଏକାଠି କରିବା…

ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ଲଡୁ ! ଜାଣନ୍ତୁ କେଉଁଠି ଏବଂ କେଉଁ କାରଣ ପାଇଁ ତିଆରି ହୋଇଛି ଏହି ମେସିନ ।

ଏଟିଏମରୁ ବାହାରୁଛି ଲଡୁ । କଥାଟା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଗଣେଶ ଚତୁର୍ଥୀ ଅବସରରେ ସାରା ମହାରାଷ୍ଟ୍ର ଭଗବାନ ଗଜାନନଙ୍କ ଉତ୍ସବରେ ଡୁବି ରହିଛନ୍ତି । କେଉଁଠି ଭଗବାନ ଗଣେଶଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି ତ ଆଉ କେଉଁଠି ଗାଁ ମାନଙ୍କରେ ଗଣପତି ବାପାଙ୍କ ଗିତର ଧ୍ୱନି…

ଓଡିଶା ସଂସ୍କୃତିକୁ ନିନ୍ଦିଲେ ବୈଜୟନ୍ତଙ୍କ ବନ୍ଧୁ ! ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଉଠାଇଲେ ସବୁଠୁ ବଡ ପ୍ରଶ୍ନ,…

କନକ ବ୍ୟୁରୋ : ଶ୍ରୀଜଗନ୍ନାଥ ହେଉଛନ୍ତି ବଙ୍ଗାଳୀଙ୍କର । କଳିଙ୍ଗର ଶାସକମାନେ ଜଗନ୍ନାଥଙ୍କୁ ବେଙ୍ଗଲରୁ ଚୋରାଇ ଆଣିଛନ୍ତି । ଓଡିଶା ବାସୀଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ନେଇ ପୂର୍ବରୁ ଏଭଳି ଅନେକ ବିବାଦୀୟ ଟ୍ୱିଟ୍ କରିଛନ୍ତି ବୈଜୟନ୍ତଙ୍କ ହେଲିକପ୍ଟରରେ ବୁଲୁଥିବା ସାଥୀ ଅଭିଜିତ୍…

ମାତ୍ର ୫୦୦ ଟଙ୍କାରେ ନିଅନ୍ତୁ ବିମାନରେ ଯାତ୍ରା କରିବାର ସୁଯୋଗ ! ଏହି କମ୍ପାନୀ ଆଣିଛି ଜବରଦସ୍ତ ଅଫର ।

ସମସ୍ତେ ଭାବିଥାନ୍ତି ବିମାନରେ ଯାତ୍ରା କରିବା ଅତ୍ୟନ୍ତ ମହଙ୍ଗା ହୋଇଥାଏ । କିନ୍ତୁ ଆମେ ଆପଣଙ୍କୁ ଏକ ଏଭଳି ଖବର ବିଷୟରେ କହିବୁ, ଯାହା ଶୁଣିଲେ ହୁଏତ ଆପଣ ଏହାକୁ ବିଶ୍ୱାସ ନକରିପାରନ୍ତି କିନ୍ତୁ ଏହା ସତ୍ୟ ଅଟେ । ଏମିତି ଏକ ଅଫର ଯାହା ଶୁଣିଲେ ହୁଏତ ଆପଣଙ୍କୁ ବିମାନ ଯାତ୍ରା ଅପେକ୍ଷା…