Daily Archives

September 15, 2018

ଆଜିଠୁ ଆରମ୍ଭ ହେଉଛି ଏସିଆ କପ୍ ଟୁର୍ଣ୍ଣାମେଣ୍ଟ୍ ! ସେପ୍ଟେମ୍ବର ୧୯କୁ ସମସ୍ତଙ୍କ ଅପେକ୍ଷା, ମୁହାଁମୁହିଁ ହେବେ…

ଆଜିଠୁ ଆରମ୍ଭ ହେଉଛି ଏସିଆର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଏସିଆ କପ୍ । ଟାଇଟଲ୍ ପାଇଁ ଲଢିବେ ୬ଟି ଦଳ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଭଳି ଦଳ ସହ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ହଂକଂକୁ ନେଇ ଆଜିଠାରୁ ଆରମ୍ଭ ହେଉଛି ଏସିଆ କପ୍ ମହାସମର । ଆଜି…

ରେଳ ଫାଟକ ଭିତରେ ମୃତ୍ୟୁର ଭୟ ! ଫାଟକ ଅତିକ୍ରମ କରୁଥିବା ବେଳେ ହଠାତ୍ ପଡିଲା ଗେଟ୍ । ମାଡି ଆସୁଥିଲା ଲୌହ ଦାନବ,…

କନକ ବ୍ୟୁରୋ: ରାଉରକେଲା ଏକ ବଡ ଦୁର୍ଘଟଣା ଟଳିଯାଇଛି । ଆଇଟିଆଇ ରେଳ ଫାଟକ ଭିତରେ ମୃତ୍ୟୁର ଭୟକୁ ଅତି ପାଖରୁ ଅନୁଭବ କରିଛନ୍ତି ରାଉରକେଲାବାସୀ । ଫାଟକ ଅତିକ୍ରମ କରୁଥିବା ବେଳେ ହଠାତ୍ ଗେଟ୍ ପଡିଯିବାରୁ ଫାଟକ ଭିତରେ ଫସି ଯାଇଥିଲେ ୫୦ରୁ ଅଧିକ ଲୋକ । ଆଉ ଏତିକି ବେଳେ ହାୱଡା ମୁମ୍ବାଇ…

ନବଜାତ ଶିଶୁ କାନ୍ଦୁଥିବା ଦେଖି ଉଠାଇ ନେଲା ବିଲେଇ ! ତା’ପରେ ଯାହା ଘଟିଲା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

ନବଜାତ ଶିଶୁ କାନ୍ଦୁଥିବାର ଦେଖି ଗୋଟେ ବିଲେଇ ଶିଶୁକୁ ଘରୁ ଉଠାଇ ଏକ ବନ୍ଦ ଥିବା ରୁମ୍ ଭିତରକୁ ଚାଲିଯାଇଥିଲା । ଏହା ଦେଖି ଶିଶୁର ଦାଦା ଭୟଭିତ ହୋଇଯାଇଥିଲେ ଏବଂ ବିଲେଇ ଶିଶୁକୁ କ୍ଷତି ପହଞ୍ଚାଇ ସନ୍ଦେହ କରି ୩ ମହଲା ଛାତରୁ ତଳକୁ ଡେଇଁ ପଡିଥିଲେ । ଯାହା ଫଳରେ ଯୁବକ ଜଣକ ଗୁରୁତର ଭାବେ ଆହତ…

ବୋଝ ଉପରେ ନଳିତା ବିଡ଼ା , ତେଲ ପାଇଁ ବଢ଼ିଲା ବସ୍ ଭଡ଼ା । ଜାଣନ୍ତୁ କେଉଁ ବସରେ କିଲୋମିଟର ପିଛା ଦେବାକୁ ପଡିବ କେତେ ପଇସା…

କନକ ବ୍ୟୁରୋ: ବଢ଼ିଲା ବସ୍ ଭଡ଼ା । ଅହେତୁକ ଭାବେ ତେଲ ଦର ବୃଦ୍ଧି ପାଉଥିବାରୁ ବସ୍ ଭଡ଼ା ମଧ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ବସ୍ ଭଡ଼ା ବାବଦକୁ କିଲୋମିଟର ପିଛା ୨ ଓ ୪ ପଇସା ଲେଖାଏଁ ବୃଦ୍ଧି କରାଯାଇଛି । ଏହି ଆଧାରରେ ସାଧାରଣ, ଏକ୍ସପ୍ରେସ ବସ୍ ଭଡ଼ା ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି…

ଏହି ଚାଷୀ ଉତ୍ପାଦନ କଲେ ୩୦ କେଜିର ଏକ କୋବି ! ଲୋକେ କହିଲେ ଚାଷୀଙ୍କ ହାତରେ ରହିଛି ମ୍ୟାଜିକ୍ ।

ଆପଣ ବଜାରରୁ ଅନେକ ପରିବା କିଣିଥିବେ । ବଜାରକୁ ଆପଣ ସବୁଠାରୁ ବଡ ଏବଂ ଅଧିକ ଓଜନ ବିଶିଷ୍ଟ ବନ୍ଧାକୋବି କିଣିବା ପାଇଁ ଯିବେ ତେବେ ଆପଣଙ୍କୁ ୨ କିମ୍ବା ୩ କିଲୋଗ୍ରାମ୍ ଓଜନ ବିଶିଷ୍ଟ କୋବି ମିଳିବ । କିନ୍ତୁ ଯଦି ଆପଣ ଏମିତି କେବେ ଶୁଣିବାକୁ ପାଆନ୍ତି ଯେ, ୩୦ କିଲୋ ଓଜନର କୋବି ମଧ୍ୟ ମିଳୁଛି…

ଗ୍ରାହକଙ୍କ ପାଇଁ ଖୁସି ଖବର : ପେଟ୍ରୋଲ୍, ଡିଜେଲ୍ ଭରିଲେ ମିଳିବ ୭,୫୦୦ ଟଙ୍କାର କ୍ୟାସବ୍ୟାକ୍, ଜାଣନ୍ତୁ କେଉଁ କଂପାନୀ…

ଦେଶର ସବୁଠାରୁ ବଡ଼ ପେମେଣ୍ଟ୍‌ ଆପ୍‌ ପେଟିଏମ୍‌ ଏବେ ଗ୍ରାହକଙ୍କ ପାଇଁ ଆଣିଛି ଏକ ଆକର୍ଷଣୀୟ ଅଫର୍‌। ପେଟିଏମ୍‌ ଦ୍ୱାରା ପେଟ୍ରୋଲ୍‌ ଓ ଡିଜେଲ୍‌ କ୍ରୟ କଲେ ୭,୫୦୦ ଟଙ୍କାର କ୍ୟାସ୍‌ବ୍ୟାକ୍‌ ଅଫର୍‌ ମିଳିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି। ତେବେ ଚାଲନ୍ତୁ ଜାଣିବା ଅଫର୍‌ ମୁତାବକ…