Daily Archives

September 15, 2018

୧୯ଟି ସରକାରୀ ବ୍ୟାଙ୍କରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି ! ତୁରନ୍ତ କରନ୍ତୁ ଆବେଦନ, ଜାଣନ୍ତୁ ପୂରା…

ନ୍ୟାସନାଲାଇଜଡ ବ୍ୟାଙ୍କମାନଙ୍କରେ ୭୨୭୫ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁଥିରେ ଉତ୍ତରପ୍ରଦେଶରେ ସର୍ବାଧିକ ୯୪୪ଟି ପଦବୀେରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ତାମିଲନାଡୁରେ ୭୯୨ଟି ଏବଂ ମହାରଷ୍ଟ୍ରରେ ୭୭୨ଟି, ବିହାରରେ ୧୭୮ଟି ଏବଂ…

ତୁଟୁନି ଦାମ-ବିଷ୍ଣୁ ବିବାଦ । ଦାମ କହିଲେ ବିଷ୍ଣୁ ନଷ୍ଟ ଚରିତ୍ର । ବିଷ୍ଣୁ କହିଲେ ଦାମ ମଲା କଙ୍କଡ଼ା ।

କନକ ବ୍ୟୁରୋ: ବହିଷ୍କାର ପରେ ବି ତୁଟୁନି ଦାମ ଓ ବିଷ୍ଣୁଙ୍କ କଳି । ଗତ କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ନେତା ଦାମ ରାଉତ ଓ ବିଷ୍ଣୁ ଦାସଙ୍କ କଳି ବଢ଼ିବାରେ ଲାଗିଛି । ଆଜି ପୁଣି ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ପୁଣି ନିଶାନାକୁ…

ମାତ୍ର ୧୨୧ ଟଙ୍କା ବଦଳରେ ମିଳିବ ୨୭ ଲକ୍ଷ ଟଙ୍କା ! ଖାତାଧାରକଙ୍କ ମୃତ୍ୟୁ ହୋଇଗଲେ ପରିବାର ଲୋକଙ୍କୁ ପ୍ରତିମାସ ମିଳିବ…

ଏଲଆଇସିରେ ଏକ ସ୍ୱତନ୍ତ୍ର ପଲିସି ରହିଛି, ଯଦି ଆପଣ ଏହି ପଲିସିରେ ପ୍ରତିଦିନ ୧୨୧ ଟଙ୍କା ହିସାବରେ ଜମା କରୁଛନ୍ତି, ତେବେ ୨୫ ବର୍ଷରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ପଲିସି କରିବା ପରେ ଆପଣଙ୍କ ମୃତ୍ୟୁ ହୋଇଗଲେ, ଆପଣଙ୍କ ପରିବାରଙ୍କୁ ଏହି ପଲିସି ପ୍ରିମିୟମ ଭରିବାକୁ ପଡିବ…

ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ସମାଲୋଚନା କଲେ ଅମିତ ଶାହା! କହିଲେ, ରାଜ୍ୟବାସୀଙ୍କ ଉପରେ ଅଯଥା…

କନକ ବ୍ୟୁରୋ : କେସିଆରଙ୍କୁ ସମାଲୋଚନା କଲେ ଶାହା । କାର୍ଯ୍ୟକାଳ ଶେଷ ପୂର୍ବରୁ ବିଧାନସଭା ଭାଙ୍ଗି ଥିବାରୁ ତେଲେଙ୍ଗାନାର କାମଚଳା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ହାଇଦ୍ରାବାଦରେ ପ୍ରେସମିଟ୍ କରି ଶାହା କହିଛନ୍ତି…

ବିଜେପିର ଅଭିଯୋଗ, ଦୁର୍ନୀତିଗ୍ରସ୍ତଙ୍କୁ ଦଳରୁ ବାହାର କରି ପରେ କୋଳେଇ ନେବା ନବୀନଙ୍କ ଅଭ୍ୟାସ : ଜବାବରରେ ପ୍ରତାପ ଦେବ…

କନକ ବ୍ୟୁରୋ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ପୁଣି ଟାର୍ଗେଟ କରିଛି ବିଜେପି । ଦଳ ଆଜି ଅଭିଯୋଗ କରିଛି ଯେ, ଯୋଜନାବଦ୍ଧ ରଣନୀତିର ଅଙ୍ଗଭାବରେ ଦୁର୍ନୀତିଗ୍ରସ୍ତ ନେତାଙ୍କୁ କିଛି ସମୟ ପାଇଁ ବାହାର କରି ପୁଣି କିଛି ସମୟ ପାଇଁ କୋଳେଇ ନେଇ ଲୋକଙ୍କୁ ବୋକା…

ଇରାନ ବିରୋଧରେ ଆମେରିକା ଲଗାଇଥିବା ପ୍ରତିବନ୍ଧକକୁ ମାନୁ ନଥିବା ଦେଶଙ୍କ ଉପରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ:…

କନକ ବ୍ୟୁରୋ : ଇରାନ୍ ବିରୋଧରେ ଆମେରିକା ଲଗାଇଥିବା କଟକଣାକୁ ଯେଉଁ ଦେଶ ଓ କମ୍ପାନି ନମାନିବ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆମେରିକାର ଆଇନ ପ୍ରଣେତାମାନଙ୍କ ସମ୍ମୁଖରେ ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ଦିନ…