Daily Archives

May 27, 2018

କେମିତି ବଢିବ ଚାଷୀଙ୍କ ଆୟ ! ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । 

କନକ ବ୍ୟୁରୋ : କେମିତି ବଢିବ ଚାଷୀଙ୍କ ଆୟ । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ମୋଦି ସରକାର ଘୋଷଣା କରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଏବେ ଆରମ୍ଭ ହୋଇଛି ଉଦ୍ୟମ । କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ନୀତି ଆୟୋଗ ଚାଷୀଙ୍କ ଆୟକୁ ବୃଦ୍ଧି…

ସୋସିଆଲ ମିଡିଆରେ ଗୁଜବକୁ ନେଇ ଓଡ଼ିଶାରେ ଚାଲିଛି ମାରପିଟ! ପିଲା ଚୋର ସନ୍ଦେହରେ ଅଜଣା ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ…

କନକ ବ୍ୟୁରୋ : ସୋସିଆଲ୍ ମିଡିଆରେ ମିଛ ଖବରକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ଚାଲିଛି ମାରପିଟ୍ । ଯେଉଁଠି ଅଜଣା ବ୍ୟକ୍ତିଙ୍କୁ ଦେଖୁଛନ୍ତି, ତାଙ୍କୁ ଆକ୍ରମଣ କରିଦେଉଛନ୍ତି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ମେସେଜରେ କୁହାଯାଇଛି, ବିହାରରୁ ପ୍ରାୟ ୫ଶହ ଜଣ ପିଲାଚୋର…

ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ! ହାଇଦ୍ରାବାଦକୁ ମାତ ଦେଇ ତୃତୀୟ ଥର ପାଇଁ ଟାଇଟଲ ହାତେଇଲା ଧୋନୀ ବାହିନୀ ।

ଆଇପିଏଲର ୧୧ତମ ସଂସ୍କରଣର ବିଜୟ ମୁକୁଟ ପିନ୍ଧିଲା ଚେନ୍ନାଇ ସୁପରକିଙ୍ଗସ । ହାଇଦ୍ରାବାଦକୁ ମାତ ଦେଇ ଟାଇଟଲ ଆଖେଇଛି ଧୋନୀ ବାହିନୀ । ସନ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ । ମ୍ୟାଚ ଫିକ୍ସିଂ ମାମଲାରେ ବାସନ୍ଦ ହେବା ପରେ…

ସ୍ମାର୍ଟ ସିଟିରେ ସ୍ମାର୍ଟ ଫୁଡ୍ ! ରାଜଧାନୀରେ ବିକ୍ରି ହେଉଛି ମାଣ୍ଡିଆ ବରା ସାଙ୍ଗକୁ କାଙ୍ଗୁରେ ତିଆରି ଖୀରି ।

କନକ ବ୍ୟୁରୋ : ସ୍ମାର୍ଟ ସିଟିରେ ମିଳୁଛି ସ୍ମାର୍ଟ ଫୁଡ୍ । ସାଧାରଣ ଲୋକ ଏବେ ପାଉଛନ୍ତି ନେକ୍ସଟ ଜେନେରସନର ଖାଦ୍ୟ । ଆଜିକାଲି ସମସ୍ତେ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ବେଳେ ମାର୍କେଟରେ ମିଳୁଥିବା ଫାଷ୍ଟଫୁଡର ଆସିଛି ବିକଳ୍ପ । ଆଦିବାସୀ ଅଂଚଳରେ ଚାଷ ହେଉଥିବା ମାଣ୍ଡିଆ, ବାଜରା,…

ଦିଲ୍ଲୀ ବଜାରରେ ଚମକିବ ରାୟଗଡ଼ାର ଆମ୍ବ । ପ୍ରଥମ ପର୍ଯ୍ୟାୟରେ ଗଲା ସାଢ଼େ ୪ ହଜାର କ୍ୱିଣ୍ଟାଲ ଆମ୍ବ

କନକ ବ୍ୟୁରୋ : ଦିଲ୍ଲୀରେ ବିକ୍ରି ହେବ ରାୟଗଡା ଆମ୍ବ । ରାୟଗଡାର ସୁସ୍ୱାଦୁ ଆମ୍ବ ନୂଆଦିଲ୍ଳୀ ବଜାରରେ ବିକ୍ରି ପାଇଁ ଆଜିଠାରୁ ରତ୍ପାନୀ ପ୍ରକିୟା ଆରମ୍ଭ ହୋଇଛି । ଦୋଶେରି, ଅମରାପଲୀ, ଲେଙ୍ଗଡା ଓ ମଲ୍ଳିକା କିସମର ଆମ୍ବ ରାଜଧାନୀକୁ ପଠାଯାଇଛି । ଚଳିତ ବର୍ଷ ୩ଶହ ମେଟ୍ରିକ୍ ଟନ୍ ଆମ୍ବ…

ଲୋକଙ୍କୁ ଭୂଆଁ ବୁଲାଇଲେ ନେତା ! ପୋଷ୍ଟରରେ କୋହଲିଙ୍କ ଫଟୋ, ଆଣିଲେ ଡୁପ୍ଲିକେଟ ।

ପୂର୍ବରୁ ଅନେକ ରାଜନେତା ଗୁଡ଼ାଏ ଆଶ୍ଚର୍ୟ୍ୟଜନକ ପଦକ୍ଷେପ ନେଇଥିବା ଘଟଣା ଆମେ ଦେଖିଆସିଛେ । ବିଶେଷ କରି ନିର୍ବାଚନ ରାଲି ସମୟରେ ରାଜନେତାମାନଙ୍କର ଠାଣୀ ହିଁ ବଦଳିଯାଇଥାଏ । ଅନେକ ସମୟରେ ରାଜନେତାମାନେ ଲୋକ ସମର୍ଥନ ପାଇଁ ଚିହ୍ନା ମୁହଁ ଅର୍ଥାତ ସେଲିବ୍ରିଟିମାନଙ୍କ ସାହାରା ନେଇଥାନ୍ତି ।…