କନକ ବ୍ୟୁରୋ : ଆଜିର ମାର୍କେଟରେ ଗୁଗୁଲର ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ରହିଛି ଏକ ବଡ ଅଂଶ । ସମସ୍ତଙ୍କର ପସନ୍ଦ ଲେଟେଷ୍ଟ ଫିଚର ସାଙ୍ଗକୁ ହାଇ କ୍ୱାଲିଟି ଡିସ୍ପ୍ଲେ, ହାଇ ରିଜୋଲ୍ୟୁସନ କ୍ୟାମେରା ରହିଥିବା ଫୋନ ।  ଦେଖିବା ଭାରତରେ ଚଳିତ ବର୍ଷ ମେ ମାସ ସୁଦ୍ଧା ଟପ୍ ୬ତାଲିକାରେ ରହିଛି କେଉଁ କେଉଁ ଫୋନ ।
Advertisment
୧- ସାମସଙ୍ଗ୍ ଗାଲାକ୍ସି ଏସ୍ ୯+
ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି ସାମସଙ୍ଗ୍ ଗାଲାକ୍ସି ଏସ୍ ୯ ପ୍ଲସ୍ । ଏହାର ଲୁକ୍, ବଡ ଡିସପ୍ଲେ ଏହାକୁ ପ୍ରଥମ ସ୍ଥାନରେ ରଖିଛି । ଏଥିସହ ଏହି ଫୋନରେ ଡୁଆଲ ବ୍ୟାକ୍ କ୍ୟାମେରା ମଧ୍ୟ ରହିଛି । ନଜର ପକାଇବା ଏହି ଫୋନର ଫିଚର୍ସ ଉପରେ ।
ଡିସ୍ପ୍ଲେ - ୬.୨ ଇଂଚ
ରାମ୍ -୬ଜିବି
ଇଂଟରନାଲ ଷ୍ଟୋରେଜ - ୬୪ଜିବି
ଅପରେଟିଙ୍ଗ୍  ସିଷ୍ଟମ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ୧୨ ମେଗାପିକ୍ସଲ
ବ୍ୟାଟେରୀ – ୩୫୦୦ ଏମଏଚ୍
୨ - ଗୁଗୁଲ ପିକ୍ସଲ ୨ ଏକ୍ସଏଲ୍
ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଗୁଗୁଲ ପିକ୍ସଲ ୨ ଏକ୍ସଏଲ୍ । ଏହାର କ୍ୟାମେରା ହେଉଛି ଫୋନର ଖାସିୟତ ।
ଡିସପ୍ଲେ - ୬ଇଂଚ
ରାମ୍ -୪ଜିବି
ଇଂଟରନାଲ ଷ୍ଟୋରେଜ - ୬୪ଜିବି
ଅପରେଟିଙ୍ଗ୍  ସିଷ୍ଟମ୍ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ୧୨.୨ ମେଗାପିକ୍ସଲ
ବ୍ୟାଟେରୀ - ୩୫୨୦ଏମଏଚ୍
୩ - ସାମସଙ୍ଗ୍ ଗାଲାକ୍ସି ନୋଟ୍ ୮
ଟପ୍ ୬ ତାଲିକାର ତୃତୀୟ ସ୍ଥାନରେ ରହିଛି ସାମସଙ୍ଗ୍ ଗାଲାକ୍ସି ନୋଟ୍ ୮ । ଆକର୍ଷଣୀୟ ଫିଚର, ଡୁଆଲ ବ୍ୟାକ୍ କ୍ୟାମେରା, ଫୋନ କ୍ୱାଲିଟି, ଡିସପ୍ଲେ ଏସବୁ ଏହି ଫୋନକୁ ରଖିଛି ତୃତାୟ ସ୍ଥାନରେ ।
ଡିସପ୍ଲେ- ୬.୩ଇଂଚ
ରାମ -୪ଜିବି
ଇଂଟରନାଲ ଷ୍ଟୋରେଜ - ୬୪ଜିବି
ଅପରେଟିଙ୍ଗ୍  ସିଷ୍ଟମ୍ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ୧୨ ମେଗାପିକ୍ସଲ
ବ୍ୟାଟେରୀ - ୩୩୦୦ଏମଏଚ୍
୪ - ଅନର ଭ୍ୟୁ ୧୦
ଅନର ଭ୍ୟୁ ୧୦ ରହିଛି ଚତୁର୍ଥ ସ୍ଥାନରେ । ନଜର ପକାଇବା ଏହାର ଫିଚର୍ସ ଉପରେ ।
ଡିସପ୍ଲେ - ୫.୯୯ଇଂଚ
ରାମ - ୬ଜିବି
ଇଂଟରନାଲ ଷ୍ଟୋରେଜ - ୧୨୮ଜିବି
ଅପରେଟିଙ୍ଗ୍  ସିଷ୍ଟମ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୧୩ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ଗୋଟିଏ କ୍ୟାମେରା ୧୬ ମେଗାପିକ୍ସଲ ରହିଥିବା ବେଳେ ଅନ୍ୟଟି ୨୦ ମେଗାପିକ୍ସଲ ରହିଛି
ବ୍ୟାଟେରୀ – ୩୭୫୦ ଏମଏଚ୍
୫ - ୱାନ୍ ପ୍ଲସ୍ ୫ଟି
ୱାନ୍ ପ୍ଲସ୍ ୫ଟି ରହିଛି ପଞ୍ଚମ ସ୍ଥାନରେ । ଏହାର ଅନ୍ୟ ମଡେଲ ଅପେକ୍ଷା
ଏହି ମଡେଲରେ ରହିଛି ବହୁ ନୂଆ ଫିଚର ।
ଡିସପ୍ଲେ - ୬.୧ଇଂଚ
ରାମ -୬ଜିବି
ଇଂଟରନାଲ ଷ୍ଟୋରେଜ - ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ୍ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୧୬ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ଗୋଟିଏ କ୍ୟାମେରା ୧୬ ମେଗାପିକ୍ସଲ ରହିଥିବା ବେଳେ ଅନ୍ୟଟି ୨୦ ମେଗାପିକ୍ସଲ ରହିଛି
ବ୍ୟାଟେରୀ – ୩୩୦୦ ଏମଏଚ୍
୬ - ସାମସଙ୍ଗ ଗାଲାକ୍ସି ଏସ୍ ୮
ଉନ୍ନତ ଡିଜାଇନ, ଲୁକ୍, ଡିସପ୍ଲେ ସାଙ୍ଗକୁ ଲେଟେଷ୍ଟ ଅପରେଟିଙ୍ଗ୍ ସିଷ୍ଟମ ସହ ଏହି୍ ଫୋନ ରହିଛି ଟପ୍ ୬ ତାଲିକାରେ ।
ଡିସପ୍ଲେ - ୫.୮ଇଂଚ
ରାମ -୪ଜିବି
ଇଂଟରନାଲ ଷ୍ଟୋରେଜ - ୬୪ଜିବି
ଅପରେଟିଙ୍ଗ୍ ସିଷ୍ଟମ - ଆଣ୍ଡ୍ରଏଡ୍
କ୍ୟାମେରା
ଫ୍ରଂଟ କ୍ୟାମେରା - ୮ମେଗାପିକ୍ସଲ
ରିୟର ବା ବ୍ୟାକ୍ କ୍ୟାମେରା - ୧୨ମେଗାପିକ୍ସଲ
ବ୍ୟାଟେରୀ - ୩୦୦୦ଏମଏଚ୍
୨୦୧୮ ମସିହା ମେ ମାସ ସୁଦ୍ଧା ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଲେଟେଷ୍ଟ ଫିଚର୍ସ, ଉନ୍ନତ ସ୍ପେଶିଫିକେସନ ସହ ଏହି ୬ଟି ଫୋନ ରହିଛି ଟପ୍ ୬ ତାଲିକାରେ ।