Daily Archives

May 4, 2018

ଯାତ୍ରୀଙ୍କୁ ବଂଚାଇଦେଲା ସାହାସୀ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ! ଚଳନ୍ତା ବସରୁ ଡେଇଁ ଲୁଟେରା ଠାରୁ ଛଡାଇ ଆଣିଲେ…

କନକ ବ୍ୟୁରୋ : ସିନେ ପରଦାରେ ଦେଖୁଥିବା ଦୃଶ୍ୟ, ଯେତେବେଳେ ସତ ସତିକା ଘଟଣା ହୋଇ ସାମ୍ନାକୁ ଆସେ, ତାହା ନିଶ୍ଚିତ ଭାବରେ ଲୋକଙ୍କୁ ଆକର୍ଷିତ କରେ । ଠିକ୍ ଫିଲ୍ମର କାହାଣୀ ଭଳି ଘଟଣାଟିଏ ଘଟିଥିଲା, ନୟାଗଡ଼ ଜିଲ୍ଲାରେ । ଯେତେବେଳେ ବସ୍ ଲୁଟ୍ ଉଦ୍ୟମ ହେଉଥିଲା, ଫିଲ୍ମର ହିରୋ ଭଳି ସାହାସିକତା…

ମହିଳା ଭୋଟବ୍ୟାଙ୍କ ଉପରେ ମୋଦିଙ୍କ ଆଖି ! କର୍ଣ୍ଣାଟକ ବିଧାନସଭା ପାଇଁ ନିବାର୍ଚନୀ ଇସ୍ତାହାରରେ ବିଜେପିର ବମ୍ପର ଅଫର

କନକ ବ୍ୟୁରୋ : କର୍ଣ୍ଣାଟକରେ ସରକାରକୁ ଆସିଲେ ବିଜେପି ବାଂଟିବ ମଂଗଳସୂତ୍ର । ଆଜି ନିର୍ବାଚନୀ ଇସ୍ତାହାରରେ ଦଳ ଏଭଳି ପ୍ରତିଶ୍ରୁତି ଦେଇଛି । ବିପିଏଲ୍ ପରିବାରର ମହିଳାଙ୍କୁ ବିବାହ ବେଳେ ମଙ୍ଗଳସୂତ୍ର ସହ ମାଗଣା ସ୍ମାର୍ଟଫୋନ୍ ଦେବାକୁ ବିଜେପି ଘୋଷଣା କରିଛି । ଏଥିସହ ଚାଷୀଙ୍କ ପାଇଁ ମାଗଣା…

ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାରେ ଗିରଫ ହେଲା ମୃତ୍ୟୁର ସୌଦାଗର ପ୍ରତାପ ପଣ୍ଡା ! ସାରା ରାଜ୍ୟରେ ଅସନ୍ତୋଷ, ଆରମ୍ଭ ହେଲା…

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାର ଖଳନାୟକ ଠିକାଦାର ପ୍ରତାପ ପଣ୍ଡାଙ୍କୁ ଗିରଫ କରିଛି ପୋଲିସ । ଗତକାଲି ରାତିରେ ବମିଖାଲ ଓଭରବ୍ରିଜର ରେଲିଂ ଖସିପଡିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହେବା ସହ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସବୁଠାରୁ ଚିନ୍ତାର…

ବିବାହ ପାଇଁ ଫେସବୁକକୁ ଗୁହାରୀ କଲେ ଝିଅ ! ଜୁକରବର୍ଗଙ୍କୁ ବିବାହ ଆପ୍ ପ୍ରସ୍ତୁତ କରିବା ପାଇଁ କଲେ ନିବେଦନ ।

ପ୍ରତିଦିନ ଫେସବୁକ, ଭିନ୍ନ ଭିନ୍ନ ପ୍ରକାରର ପରିବର୍ତ୍ତନ ଆଣୁଛି । ସେହିପରି ଟିଣ୍ଡର ଭଳି ଡେଟିଙ୍ଗ ଫିଚର ଫେସବୁକରେ ସାମିଲ କରିବା ପାଇଁ ଘୋଷଣା କରାଯାଇଛି । କିନ୍ତୁ ଏବେ ଏକ ଭାରତୀୟ ଝିଅ ଫେସବୁକର ଫାଉଣ୍ଡର ମାର୍କ ଜୁକରବର୍ଗଙ୍କୁ ଏକ ଆଶ୍ଚର୍ଯ୍ୟକର ଦାବି କରିବା କଥା ସମ୍ନାକୁ ଆସିଛି ।…

ପୁଣି ଏକ ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ ! ସତର୍କ ସୂଚନା ଜାରି କଲା ଗୃହ ମନ୍ତ୍ରାଳୟ, ଓଡ଼ିଶା ସମେତ ୪ ରାଜ୍ୟରେ…

କନକ ବ୍ୟୁରୋ : ବୁଧବାରଦିନ ଉତ୍ତର ଓ ପଶ୍ଚିମ ଭାରତରେ ଭୟଙ୍କର ଧୂଳିଝଡ଼ ଓ ପ୍ରବଳ ବର୍ଷା ଯୋଗୁଁ ଶତାଧିକ ଲୋକ ମୃତ୍ୟୁବରଣ କରିବା ପରେ ସତର୍କ ହୋଇ ଉଠିଛି ଗୃହ ମନ୍ତ୍ରାଳୟ ଓ ଭାରତୀୟ ପାଣିପାଗ ବିଭାଗ । ମନ୍ତ୍ରାଳୟ ପକ୍ଷରୁ ପୁଣି ଥରେ ଏପରି ପ୍ରାକୃତିକ ଦୁର୍ବିପାକର ପୂର୍ବାନୁମାନ କରାଯାଇଛି ଓ…

କଂସେଇଖାନା ଯାଉଥିଲେ ୬୦ରୁ ଉର୍ଦ୍ଧ୍ୱ କୁକୁର ! ଅଖା ଖୋଲୁ ଖୋଲୁ ଫିଟିଲା ଗୁମର ।

ଗତ କିଛିଦିନ ପୂର୍ବରୁ କଲିକତାରେ ଚିକେନ ମଟନ ନାଁରେ କୁକୁର ମାଂସ ବିକ୍ରି ହେଉଥିବାର ମାମଲା ସମ୍ନାକୁ ଆସିଥିଲା । ଠିକ ସେହିପରି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନାଗୋନ ଜିଲ୍ଲାର କୋଲିଆବୋର ଅଞ୍ଚଳରେ । ଗୋଟିଏ ଟ୍ରକରୁ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ କୁକୁରଙ୍କୁ ଉଦ୍ଧାର କରିଛି କଲିକତା ପୋଲିସ ।…