ବେରୋଜଗାରଙ୍କ ପାଇଁ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ! ଦରମା ୪୫,୦୦୦ ରୁ ଅଧିକ ।

330

ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (ସେଲ୍) ତରଫରୁ ୨୦୫ ଟି ସିଟ୍ ପାଇଁ ବିଜ୍ଞପ୍ତି ବାହାରିଯାଇଛି । ଇଚ୍ଛୁକ ପ୍ରାର୍ଥୀ ୪ ଡିସେମ୍ବର ପୂର୍ବରୁ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ନିମ୍ନରେ ଦିଆଯାଇଥିôବା ବିବରଣୀ ଉପରେ ଧ୍ୟାନ ଦିଅନ୍ତୁ ।

ପଦ ସଂଖ୍ୟା :

୨୦୫

ପଦ ନାମ :

ଅପରେସନ୍ କମ୍ ଟେକ୍ନିସିଆନ୍ ,ଜୁନିୟର୍ ମ୍ୟାନେଜର୍

ଶିକ୍ଷାଗତ ଯୋଗ୍ୟତା :

ଯେକୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ ମ ପାସ୍ କରିଥିବା ଆବଶ୍ୟକ । ବିଇ/ବିଟେକ୍ ମେକାନିକାଲ୍/ଇଲେକ୍ଟ୍ରିକାଲ୍/କ୍ୟାମିକାଲ/ପାୱାର୍ ପ୍ଲାଣ୍ଟ/ପ୍ରଡକ୍ସନରେ ଡିପ୍ଲୋମା କରିଥିବା ଆବଶ୍ୟକ ।

ବୟସ ସୀମା :

୧୮ ରୁ ୨୮ ବର୍ଷ

ଚୟନ ପ୍ରକ୍ରିୟା :

ଲିଖିତ ପରୀକ୍ଷା କିମ୍ବା ଇଣ୍ଟରଭିୟୁ ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବା ।

ଦରମା :

ଜୁନିୟର୍ ମ୍ୟାନେଜର୍ (ସେଫ୍ଟି) : ୨୦,୬୦୦ ରୁ ୪୬,୫୦୦ ଟଙ୍କା

ଅପରେଟର୍ ତଥା ଟେକ୍ନିସିଆନ୍ : ୧୦,୭୦୦ ଟଙ୍କା

ଅପରେସନ୍ କମ୍ ଟେକ୍ନିସିଆନ୍ : ୨୦,୬୦୦ ରୁ ୪୬,୫୦୦ ଟଙ୍କା

ଆବେଦନର ଅନ୍ତିମ ତାରିଖ :

୪ ଡିସେମ୍ବ.୨୦୧୮