ସିପାହୀ ବନିବେ ସୁପରଷ୍ଟାର ! ବିଜେଡିରେ ମିଶିଲେ ବର୍ଷୀୟାନ୍ ଅଭିନେତା ଉତ୍ତମ ମହାନ୍ତିି

25

କନକ ବ୍ୟୁରୋ : ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଓଲିଉଡର ବର୍ଷୀୟାନ୍ ଅଭିନେତା ଉତ୍ତମ ମହାନ୍ତି । ଏହି ଲୋକପ୍ରିୟ ଅଭିନେତାଙ୍କ ଯୋଗଦାନ ଦ୍ୱାର ଦଳର ଶକ୍ତି ବୃଦ୍ଧି ହେବ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ହେଲେ ତାଙ୍କ ଯୋଗଦାନରୁ ନେଇ ମଧ୍ୟ ଉପୁଜିଛି ବିବାଦ । ଚିଟ୍ ଫଣ୍ଡ ଲିଙ୍କକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ ।