ବାହାରେ ଡାକ୍ତର ଘରେ ଚୋର ! ଦୁଇ ଦିନର ଭୋଜି ମଉଜ ପରେ ଗଲେ ମାମୁଁଘର

50

ମୁମ୍ବାଇରୁ ଚୋରୀର ଏକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଛି । ଚୋରୀ ନକରି ପାର୍ଟି ମନାଇବା ମହଙ୍ଗା ପଡିଛି ଦୁଇ ଚୋରଙ୍କୁ । ସୂଚନା ମୂତାବକ , ବସଇ ଅଂଚଳର ପ୍ରଶାନ୍ତ ପାଢେ ନାମକ ଜଣେ ଡାକ୍ତର ଦୀର୍ଘ ଦିନ ଧରି ବାହାରେ ଥିଲେ । ଆଉ ଏହାର ସୁଯୋଗ ନେଇ ଦୁଇ ଜଣ ଚୋର ଘରର ଗ୍ରୀଲ୍ ଭାଙ୍ଗି ପଶିଥିଲେ ।

କିନ୍ତୁ ଚୋରୀ କରି ଚାଲିଯିବା ପରିବର୍ତ୍ତେ ଦୁଇ ଦିନ କାଳ ରହି ଘରେ ମହଜୁଦ ଥିବା ଖାଦ୍ୟ ଖାଇବା ସହ ପାର୍ଟି ମନାଇଥିଲେ । ପାଖ ପଡୋଶୀ ଏନେଇ ଜାଣିବା ପରେ ପୁଲିସକୁ ସୂଚନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ୍ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣେ ଫେରାର୍ ହୋଇଯାଇଛି ।

ଏହା ସହ ଦେଖନ୍ତୁ ଆଫ୍ରିକାର ଆଶ୍ଚର୍ଯ୍ୟ ! ଯେଉଁଠି ସ୍ୱାମୀର ସମ୍ମତିରେ ସ୍ତ୍ରୀ ଶୁଏ ଅନ୍ୟ ପୁରଷ ପାଖରେ