କାଷ୍ଟିଂକାଉଚ୍ ଜାଲରେ ଟଲିଉଡ୍ : ମୁହଁ ଖୋଲିଲେ ଅଭିନେତ୍ରୀ ସୁରଭିନ୍ ଚାୱଲା

64

କାଷ୍ଟିଂକାଉଚକୁ ନେଇ କିଛିଦିନ ତଳେ ବେଶ ଚର୍ଚ୍ଚା ହୋଇଥିବାବେଳେ ଏବେ ବଲିଉଡ ନାୟିକା ସୁର୍ଭିନ୍ ଚାୱଲା ଏହାକୁ ନେଇ ମୁହଁ ଖୋଲିଛନ୍ତି । ତେବେ ବଲିଉଡରୁ ନୁହେଁ ବରଂ ଟଲିଉଡ୍ ବା ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏହି ଅଫର୍ ପାଇଥିବାର କହିଛନ୍ତି । ନିଜର ସଂଘର୍ଷମୟ ସମୟରେ ଅନେକ ନିର୍ଦେଶକ ଏଭଳି ଅଫର୍ ଦେଇଥିବାର ସେ କହିଛନ୍ତି । ସୁର୍ଭିନ ବର୍ତମାନ ଅନୀଲ କାପୁରଙ୍କ “୨୪’ ରେ ଅଭିନୟ କରୁଛନ୍ତି । ଏହା ପୂର୍ବରୁ ହେଟ୍ ଷ୍ଟୋରୀ – ୨ ରେ ଅଭିନୟ କରି ଚର୍ଚ୍ଚାରେ ଥିଲେ ସୁରଭିନ୍ ।