ରିଲାଏନ୍ସ ଜିଓର ସମସ୍ତ ନୂଆ ପ୍ଲାନ : କିନ୍ତୁ ଗୋଟେ ସର୍ତ୍ତରେ

70

ରିଲାଏନ୍ସ ଜିଓର ବହୁତ ଶସ୍ତା ପ୍ଲାନ୍ ଟେଲିକମ୍ ଜଗତରେ ସୃଷ୍ଟି କରିଛି ହଇଚଇ । ୧୧ ଜୁଲାଇରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଗ୍ରାହକଙ୍କୁ ଭେଟି ଦେଇଛି ଆଉ ଏକ ନୁଆ ଅଫର୍ । ଯଦିଓ ଏଥିରେ ଗୋଟିଏ ସର୍ତ୍ତ ରହିଛି କି ଏହାର ସମସ୍ତ ପୋଷ୍ଟ ଏବଂ ପ୍ରିପେଡ୍ ଅଫରଗୁଡିକ କେବଳ ତାର ପ୍ରାଇମ୍ କଷ୍ଟମର୍ସଙ୍କ ପାଇଁ ଉଦ୍ଦିଷ୍ଟ ।

ଜିଓ ଡଟ୍ କମରୁ ମିଳିଥିବା ସୂଚନା ରିଲାଏନ୍ସ ଜିଓ ପୋଷ୍ଟପେଡ୍ ପ୍ଲାନ :

୩୦୯ ଟଙ୍କିଆ ପ୍ଲାନ : ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୧ଜିବି ଡାଟା ପ୍ରତିଦିନ, ୨ ମାସ ବୈଧତା ପାଇଁ

୩୪୯ ଟଙ୍କିଆ ପ୍ଲାନ : ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୨୦ଜିବି ଡାଟା (୧୦+୧୦), ୨ ମାସ ବୈଧତା ସହିତ

୩୯୯ ଟଙ୍କିଆ ପ୍ଲାନ : ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୯୦ଜିବି ଡାଟା ପ୍ରତିଦିନ ୧ଜିବି ଡାଟା,୩ ମାସ ବୈଧତା ସହିତ

୫୦୨ ଟଙ୍କିଆ ପ୍ଲାନ : ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୨ଜିବି ଡାଟା ପ୍ରତିଶତ ସହ ୧୨୦ ଜିବି ଡାଟା, ୨ ମାସ ବୈଧତା

୯୯୯ ଟଙ୍କିଆ ପ୍ଲାନ : ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୯୮ ଜିବି ଡାଟା, ୨ ମାସ ବୈଧତା ସହିତ

ଜିଓ ଡଟ୍ କମରୁ ମିଳିଥିବା ସୂଚନା ରିଲାଏନ୍ସ ଜିଓ ପୋଷ୍ଟପେଡ୍ ପ୍ଲାନ:

୧୪୯ ଟଙ୍କିଆ ପ୍ଲାନ : ୨୮ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ୩୦୦ ଏସଏମଏସ୍ ମାଗଣା, ୨ଜିବି ଡାଟା

୩୦୩ ଟଙ୍କିଆ ପ୍ଲାନ : ୫୬ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୫୬ଜିବି ଡାଟା,୧ଜିବି ପ୍ରତିଦିନ

୩୪୯ ଟଙ୍କିଆ ପ୍ଲାନ : ୫୬ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, (୧୦ + ୧୦)ଜିବି

୩୯୯ ଟଙ୍କିଆ ପ୍ଲାନ : ୮୪ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୮୪ଜିବି,୧ଜିବି ପ୍ରତିଦିନ

୫୦୯ ଟଙ୍କିଆ ପ୍ଲାନ : ୫୬ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୧୧୨ଜିବି,୨ଜିବି ପ୍ରତିଦିନ

୯୯୯ ଟଙ୍କିଆ ପ୍ଲାନ : ୯୦ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୯୦ଜିବି

୧୯୯୯ ଟଙ୍କିଆ ପ୍ଲାନ : ୧୨୦ ଦିନ ବୈଧତା, ଅସୀମିତ ଭଏସ୍ କଲ୍ ଏବଂ ଏସଏମଏସ, ୧୫୫ଜିବି