ଚଳିତ ବର୍ଷ ଏହି ସବୁ ତାରିଖରେ ବନ୍ଦ ରହିବ ସ୍କୁଲ! ଜାଣନ୍ତୁ ୨୦୧୯ରେ ପଡୁଥିବା ଛୁଟିଦିନମାନଙ୍କର ପୂରା ତାଲିକା

6,554

ଆରମ୍ଭ ହୋଇଛି ଇଂରାଜୀ ନବ ବର୍ଷ । ଆଉ ଏଥି ସହିତ ହିଁ ନୂଆ ବର୍ଷ ତଥା ୨୦୧୯ରେ ପଡୁଥିବା ଛୁଟି ଦିନଗୁଡିକର ପୂରା ତାଲିକା ବି ବାହାରି ଯାଇଛି । ଯେଉଁଥିରୁ ଆପଣ ଅତି ସହଜରେ ଜାଣିପାରିବେ କି ଚଳିତ ବର୍ଷରେ ପର୍ବପର୍ବାଣୀ କେଉଁ କେଉଁ ତାରିଖରେ ପଡୁଛି ଏବଂ କେଉଁ ଦିନମାନଙ୍କରେ ଛୁଟି ପଡିବ । ତେବେ ଆସନ୍ତୁ ଦେଖିବା ଚଳିତ ବର୍ଷରେ ପଡୁଥିବା ଛୁଟିଗୁଡିକର ଏକ ତାଲିକା..

୧୪ ଜାନୁଆରୀ(ସୋମବାର)- ମକର ସଂକ୍ରାନ୍ତି

୨୬ ଜାନୁଆରୀ(ଶନିବାର)-ଗଣତନ୍ତ୍ର ଦିବସ

୪ ମାର୍ଚ୍ଚ(ସୋମବାର)-ମହାଶିବରାତ୍ରୀ

୨୧ ମାର୍ଚ୍ଚ(ଗୁରୁବାର)-ହୋଲି

୧୩ ଏପ୍ରିଲ(ଶନିବାର)-ରାମ ନବମୀ

୧୭ ଏପ୍ରିଲ(ବୁଧବାର)-ମହାବୀର ଜୟନ୍ତୀ

୧୯ ଏପ୍ରିଲ(ଶୁକ୍ରବାର)-ଗୁଡ ପ୍ରାଇଡେ

 

୧୮ ମଇ(ଶନିବାର)-ବୁଦ୍ଧ ପୂର୍ଣ୍ଣିମା

୫ ଜୁନ(ବୁଧବାର)-ଇଦ୍

୪ ଜୁଲାଇ(ଗୁରୁବାର)-ରଥ ଯାତ୍ରା

୧୨ ଅଗଷ୍ଟ(ସୋମବାର)-ଇଦ

୧୫ ଅଗଷ୍ଟ(ଗୁରୁବାର)-ରକ୍ଷା ବନ୍ଧନ, ସ୍ୱାଧିନତା ଦିବସ

୨୪ ଅଗଷ୍ଟ(ଶନିବାର)-ଜନ୍ମାଷ୍ଟମୀ

୨ ସେପ୍ଟେମ୍ବର(ସୋମବାର)-ଗଣେଷ ଚତୁର୍ଥୀ

୧୦ ସେପ୍ଟେମ୍ବର(ମଙ୍ଗଳବାର)-ମହରମ

୧୧ ସେପ୍ଟେମ୍ବର(ବୁଧବାର)- ଓଣମ

୨ ଅକ୍ଟୋବର(ବୁଧବାର)-ମହାତ୍ମା ଗାନ୍ଧୀ ଜୟନ୍ତୀ

୬ ଅକ୍ଟୋବର(ରବିବାର)-ଦୁର୍ଗା ଅଷ୍ଟମୀ

୮ ଅକ୍ଟୋବର(ମଙ୍ଗଳବାର)-ଦଶହରା

୨୭ ଅକ୍ଟୋବର(ରବିବାର)-ଦିୱାଲି

୨୮ ଅକ୍ଟୋବର(ସୋମବାର)-ଗୋବର୍ଧନ ପୂଜା

୨୯ ଅକ୍ଟୋବର(ମଙ୍ଗଳବାର)-ଭାଇ ଦୁଜା

୨ ନଭେମ୍ବର(ଶନିବାର)-ଛଟ୍ ପୂଜା

୧୦ ନଭେମ୍ବର(ରବିବାର)-ମିଳିନ୍ଦ ଏ ନବି୨୦୧୯

୧୨ ନଭେମ୍ବର(ମଙ୍ଗଳବାର)- ଗୁରୁ ନାନକ ଜୟନ୍ତୀ

୨୫ ଡିସେମ୍ବର(ବୁଧବାର)-କ୍ରିସମାସ-ବଡଦିନ

ତେବେ ଏହି ଛୁଟିଦିନମାନଙ୍କରେ ବି କିଛି ପରିବର୍ତ୍ତନ ଆସିପାରେ । ଏହାବ୍ୟତୀତ ବିଭିନ୍ନ ରାଜ୍ୟର ସହରମାନଙ୍କରେ ବି ଅଲଗା ଅଲଗା ଛୁଟି ରହିଛି । ଏପରିକି ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମ, ବର୍ଷା ଏବଂ ଶୀତକାଳୀନ ଛୁଟି ସହ ନିର୍ବାଚନୀ ଅବକାଶ ବି ମିଳିପାରେ ।