‘ହସୀନା-ଦ-କ୍ୱିନ୍ ଅଫ୍ ମୁମ୍ବାଇ’ର ସୁଟିଂ ଆରମ୍ଭ କଲେ ଶ୍ରଦ୍ଧା କପୁର

45

ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜ ଭାଇ ସିଦ୍ଧାନ୍ତ କପୁରଙ୍କ ସହ ଫିଲ୍ମ ‘ ହସୀନା -ଦ-କ୍ୱିନ ଅଫ୍ ମୁମ୍ବାଇ’ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅପୂର୍ବ ଲଖିୟାଙ୍କ ଦ୍ୱାରା ନିର୍ଦେଶିତ ଏହି ଫିଲ୍ମ ଦାଉଦ ଇବ୍ରାହିମଙ୍କ ଭଉଣୀ ହସୀନା ପାର୍କରଙ୍କ ଜୀବନୀ ଉପରେ ଆଧାରିତ । ଯିଏ ଜଣେ ମହିଳା ଡନ ଥିଲେ । ଫିଲ୍ମରେ ଶ୍ରଦ୍ଧା ହସିନା ଏବଂ ସିଦ୍ଧାନ୍ତ ଦାଉଦ ଭୂମିକାରେ ନଜର ଆସିବେ ।