କଟକ ଶିଶୁଭବନରେ ୫ ଦିନର ଅସୁସ୍ଥ ଶିଶୁକନ୍ୟାକୁ ଛାଡି ବାପା ମା’ ଫେରାର୍

16

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକ ଶିଶୁଭବନରେ ଅଭାବନୀୟ ଘଟଣା । ୫ ଦିନର ଅସୁସ୍ଥ ଶିଶୁକନ୍ୟାକୁ ଛାଡି ବାପା ମା’ ଫେରାର୍ ହୋଇ ଯାଇଛନ୍ତି  । ତେବେ ଏନେଇ ସିଡବ୍ଲୁସି ଓ ଶିଶୁଭବନ କର୍ତୃପକ୍ଷ ମିଳିତ ଭାବରେ ତନାଘନା କରୁଛନ୍ତି  ।