ଆଜି ଓଡିଶା ଆସିବେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ! ଅପରାହ୍ନରେ କରିବେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ

25

କନକ ବ୍ୟୁରୋ : ଆଜି ଓଡିଶା ଆସିବେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ । ଦିନ ୧୨ଟା ୫୦ରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଚିଂବେ । ଉଜ୍ୱଳା ନାରୀ ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେବେ ବିଦ୍ୟାଦେବୀ । ଏହା ପରେ ସାଢେ ୪ଟାରେ ଲିଙ୍ଗରାଜ ମନ୍ଦିରକୁ ଯିବେ । ସେଠାରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ ।