କନକ ବ୍ୟୁରୋ : ରାତିରେ କେତେ ସୁରକ୍ଷିତ ଜଣେ ଏକାକୀ ଝିଅ । ରାସ୍ତାରେ ଏକୁଟିଆ ଯିବା ତାପାଇଁ କେତେ ବିପଦପୂର୍ଣ୍ଣ ? କାହିଁକି ନା ଅନ୍ଧାର ରାତିରେ ଘୁରି ବୁଲନ୍ତି ରାକ୍ଷସ ରୂପକ ମଣିଷ । ଯାହାର ନଜର ଥାଏ ଏକୁଟିଆ ଅସହାୟ ଝିଅ ଉପରେ । ଆଉ ସାହାଯ୍ୟ ନାଁରେ ଅପେକ୍ଷାରେ ଥାନ୍ତି ସୁଯୋଗର ।

ଅନ୍ତର୍ଜାତୀୟ ମହିଳା ଦିବସରେ ରାଜଧାନୀ ଭୁବନେଶ୍ୱର ପରେ ରାତିର ଅସଲି ଚେହେରା ଖୋଜିବାକୁ କନକ ନ୍ୟୁଜ୍ ପହଁଚିଥିଲା କଟକରେ । ରାତିରେ କେତେ ସୁରକ୍ଷିତ ମହିଳା, ଜାଣିବାକୁ କରିଥିଲା ରିଆଲିଟି ଚେକ୍ । କନକ ନ୍ୟୁଜ୍ କ୍ୟାମେରାରେ କଏଦ ହୋଇଛି କଟକ ସହରର ରାତିର ଚେହେରା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –