ଟାନ୍ସପରେନ୍ସି ଇଂଟରନ୍ୟାସନାଲର ରିପୋର୍ଟ : ଲାଂଚୁଆ ଦେଶ ଭାରତ ଏବଂ ସାଧୁ ଦେଶ ଜାପାନ

25

କନକ ବ୍ୟୁରୋ : ୧୬ଟି ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦେଶ ଭିତରେ ଦୁର୍ନୀତିରେ ପ୍ରଥମ ସ୍ଥାନରେ ରହିଛି ଭାରତ । କାମ ପାଇଁ ଭାରତର ପ୍ରାୟ ୭୦ ଭାଗ ଲୋକ ଲାଂଚ ଦେଇଥାନ୍ତି । ଯେତେବେଳେକି ଜାପାନରେ ମାତ୍ର ୧ ପ୍ରତିଶତ ଲୋକ ବି ଲାଂଚ ଦେଇନଥାନ୍ତି । ସେହିଭଳି ବିଭିନ୍ନ ବର୍ଗ ମଧ୍ୟରେ ପୋଲିସ୍, ସରକାରୀ କର୍ମଚାରୀ, ସାଂସଦମାନେ ଅଧିକ ଦୁର୍ନୀତିଗ୍ରସ୍ତ ଥିବା ଜଣାପଡ଼ିଛି ।

ଦେଖନ୍ତୁ ଏହି ଭିଡିଓ –