ଲୁଟେରାର ପୁଞ୍ଜିନିବେଶ! କମିସନରେଟ ପୁଲିସ୍ ହାତରେ ଏଟିଏମ୍ ଲୁଟେରା

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଲୁଟେରାର ପୁଂଜି ନିବେଶ । ଲୋକଙ୍କ ଏଟିଏମ୍ କାର୍ଡରୁ ଚୋରି କରି ସେ ଏବେ ଜଣେ ଢାବା ମାଲିକ । ଲୋକଙ୍କୁ ଲୁଟି ଲୁଟି ମାଲିକ ବନିଛି ଏହି ଏଟିଏମ୍ ଚୋର । ଶେଷରେ ପୁଲିସ୍ ହାତରେ ଧରା ପଡିଛି ଏହି ମୋଷ୍ଟ ୱାଟେଂଡ୍ ମାଧବ ଆଚାର୍ଯ୍ୟ । ପୋଲିସ ତାଠାରୁ ନଗଦ ୬୦ ହଜାର ଟଙ୍କା, ଏଟିଏମ୍ ପ୍ଲେଟ୍,  ଆଇ-ଟେନ୍ କାର୍ ଓ ୨ଟି ବସ୍ ଜବତ କରିଛି ।