ଭଦ୍ରକ: ମା’ ଭଦ୍ରକାଳୀ ମନ୍ଦିରରୁ ଲୁଟ୍ ଅଭିଯୋଗ

35

କନକ ବ୍ୟୁରୋ: ଭଦ୍ରକର ପ୍ରସିଦ୍ଧ ଭଦ୍ରକାଳୀ ମନ୍ଦିରରେ ଲୁଟ୍ । ମା’ଙ୍କ ମନ୍ଦିର ସହ ଜଗନ୍ନାଥ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ଓ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚିଛନ୍ତି । ତେବେ ଚୋରୀ କରିଥିବା ଦୁର୍ବୃତ୍ତମାନେ ମନ୍ଦିରରେ ଲାଗିଥିବା ସିସିଟିଭିକୁ ଭାଙ୍ଗି ଦେଇଛନ୍ତି ।