ଲେମ୍ବୁ ଦ୍ୱାରା ଭଲ ହୋଇପାରେ କୌଣସି ବି ସ୍ତରର କ୍ୟାନସର…ଜାଣନ୍ତୁ ବ୍ୟବହାର କରିବାର ପୂରା ତରିକା

944

ଅନେକ ଔଷଧିୟ ଗୁଣରେ ଭରପୁର ଲେମ୍ବୁ । ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି  ସୁସ୍ଥ ଜୀବନ ସହିତ କ୍ୟାନସର ଭଳି ମାରାତ୍ମକ ରୋଗର ଉପାଚର ପାଇଁ ବି ଲେମ୍ବୁ ଅତ୍ୟନ୍ତ ଫଳପ୍ରଦ ଜିନିଷ ଅଟେ ।  ଏକ ଅଧ୍ୟୟନକୁ ଜଣାପଡିଛି କି,  ଲେମ୍ବୁରେ ଲିମୋନାଇଡଟ ଫାଇଟୋକେମିକାଲ ରହିଥାଏ । ଯେଉଁଥିରେ କ୍ୟାନସର ଭଳି ଦୁରାଗ୍ୟ ରୋଗକୁ ରୋକିବାର ଗୁଣ ଉପଲବ୍ଧ ।  ସେହିପରି ଲେମ୍ବୁରେ ୧୨ ପ୍ରକାର କ୍ୟାସନର ରୋଗକୁ ଲଢିବାର କ୍ଷମତା ରହିଛି ।

କିମୋଥେରୋପି ଏବଂ ନାରକୋଟିକ୍ ପ୍ରଡକ୍ଟ ତୁଳନାରେ ଲେମ୍ବୁ ହଜାର ଗୁଣା ଭଲ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଯଦି ଲେମ୍ବୁ ସହିତ ବେଙ୍ଗିଂ ସୋଡା ବ୍ୟବହାର କରିଯାଏ ତେବେ ଏହି ମିଶ୍ରଣ କ୍ୟାନସର ସେଲଗୁଡିକ ଉପରେ ଶକ୍ତିଶାଳୀ ପ୍ରଭାବ ପକାଇଥାଏ । ତେବେ ଅଧ୍ୟୟନରୁ ଆହୁରୀ ମଧ୍ୟ ଜଣାପଡିଛି କି,  ସୋଡିୟମ ବାଇ-କାର୍ବୋନେଟ ତଥା ବେଙ୍ଗିଂ ସୋଡା ଟ୍ୟୁମର ଏବଂ ଏହାର ଆଖପାଖ ସ୍ଥାନକୁ ଅଲ୍କାଇଜ କରିଥାଏ । ଏବଂ ମେଟାଷ୍ଟେଟିସ (ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ବ୍ୟାପିବା) ଭଳି ସମସ୍ୟାକୁ ରୋକିଥାଏ ।

ଯଦି ଲେମ୍ବୁ ଏବଂ ବେଙ୍ଗିଂ ସୋଡାର ମିଶ୍ରଣ ଖାଦ୍ୟ ସହିତ ମିଶାଇ ଦିଆଯାଏ ତେବେ ପେଟରେ ଏସିଡର ପ୍ରଭାବ କମ୍ ହୋଇଥାଏ ଏବଂ ପାଚନକ୍ରୀୟା ମଧ୍ୟ ଠିକ୍ ରହିବ । ତେଣୁ ଭଲ ଫଳାଫଳ ପାଇଁ  ଆପଣ ଅର୍ଗାନିକ ଲେମ୍ବୁର ବ୍ୟବହାର କରିପାରିବେ । କାହିକିଁ ନା  ଏହା କେମିକାଲ ଫର୍ଟିଲାଇଜର ମୁକ୍ତ ହୋଇଥାଏ ।

 କିଭଳି କରିବେ ମିଶ୍ରଣ?

ଗୋଟିଏ ଚାମଚ ବେଙ୍ଗିଂ ସୋଡା, ଗୋଟିଏ ଚାମଚ ଲେମ୍ବୁ ରସ, ୨୪୦ ଏମଏଲ ଗରମ ପାଣି ।

କିଭଳି କରିବେ ବ୍ୟବହାର?

ଏହି ତିନୋଟି ଯାକ ଜିନିଷକୁ ଏକା ସାଙ୍ଗରେ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଦିନକୁ ୩ ଥର ଲେଖାଏଁ ପିଅନ୍ତୁ । ସେହିପରି ଯଦି ଆପଣ ଏହାର ଏକ ଭଲ ରେଜଲ୍ଟ ଚାହୁଁଛନ୍ତି ତେବେ ଆପଣଙ୍କର ଖାଦ୍ୟରେ ୮୦ ପ୍ରତିଶତ  ସତେଜ ପନିପରିବା ଏବଂ ଫଳମୂଳ ସାମିଲ କରନ୍ତୁ, ଏହାଦ୍ୱାରା ଶରୀରରେ ପିଏଚ୍ ର ସ୍ତର ସନ୍ତୁଳନ ରହିବ ।